ଦେଖନ୍ତୁ ଛାତିଥରା ଭିଡିଓ ! ଝିଅଟି ପିତାର ଜୀବନ ବଞ୍ଚାଇବାକୁ ଯାଇ ହସ୍ପିଟାଲ ବେଡ୍ ରେ କଲା ଏମିତି…କୁନି ଝିଅଟି ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ….
ତେବେ ପ୍ରତିଦିନ ଦିନ ଏମିତି କିଛି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ସହଜ ରେ ବିଶ୍ୱାସ କରି ନଥାନ୍ତି । ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ । ସୋସିଆଲ ମିଡ଼ିଆ ରେ ଆଜି କାଲି ଏମିତି ସବୁ ଖବର ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣ ଲୋକ ମାନଂକ ର ଭାବନା ବାହାରେ ଅଟେ ।
ତେବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆ ରେ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେଉଁଠି କୁନି ଝିଅ ଟି ନିଜ ବାପା କୁ ବଞ୍ଚାଇବା ପାଇଁ ଏମିତି କିଛି କରିଛି ଯାହାକୁ ଦେଖିଲେ ସଭ୍ୟ ସମାଜ ର ମୁଣ୍ଡ ତଳକୁ ହୋଇ ଯିବ ।
ତେବେ ଘଟଣା ଟି ମହାରାଷ୍ଟ୍ର ର ଔରଙ୍ଗାବାଦ ର ସରକାରୀ ହସ୍ପିଟାଲ୍ ରୁ ଆସିଛି । ଯେଉଁଠି ନିଜର ବାପା ର ଅପରେସନ ପାଇଁ ସରକାରୀ ହସ୍ପିଟାଲ୍ ଗ୍ଲୁକୋଜ ଷ୍ଟାଣ୍ଡ ନଥିବାରୁ ର ୯ ବର୍ଷ ର ଝିଅ ଅପରେସନ ଶେଷ ଯାଏ ଗ୍ଲୁକୋଜ ବୋତଲ ଧରି ଛିଡା ହୋଇ ଥିଲେ । ତେବେ ସେହି ସରକାରୀ ହସ୍ପିଟାଲ୍ ରେ ୨୨୩ ଜଣ ଡାକ୍ତର ଙ୍କ ସମେତ ନର୍ସ ମାନେ ଥିଲେ କିନ୍ତୁ କାହାକୁ ମଧ୍ୟ ଏହି କୁନି ଝିଅ ର ଦୁଃଖ ଦେଖା ଗଲା ନାହିଁ ।
ସୂଚନା ଅନୁସାରେ ଖୋଲାଦବାଦ ର ଏକନାଥ ନିଜ ୯ ବର୍ଷ ର ଝିଅ ସହିତ ରୁହନ୍ତି । ତାଙ୍କର ପତ୍ନୀ ମୃତ୍ୟୁ ବରଣ କରି ସାରିଥିଲା । ପରିବାର ରେ ବାପା ଝିଅ ଙ୍କ ବ୍ୟତୀତ କେହି ନାହାନ୍ତି। ଏକାନାଥ ଙ୍କ ର ପେଟ ରେ କୌଣସି ପ୍ରକାର ସମସ୍ୟା ଥିବାରୁ ସେ ନିଜ ଝିଅ ସହିତ ଅପରେସନ କରିବା ପାଇଁ ସରକାରୀ ହସ୍ପିଟାଲ୍ ଯାଇଥିଲେ । କିନ୍ତୁ ହସ୍ପିଟାଲ୍ ରେ ଗ୍ଲୁକୋଜ ଷ୍ଟାଣ୍ଡ ନଥିବା ରୁ ପାଖରେ ଥିବା ୯ ବର୍ଷ ର ଝିଅ ଗ୍ଲୁକୋଜ ଧରି ଛିଡା ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ଭାଇରାଲ ହେବା ପରେ ହସ୍ପିଟାଲ୍ ର କତୃପକ୍ଷ ଙ୍କୁ ଏହି ବିଷୟ ରେ ପଚରା ଉଚରା କରାଯାଇ ଥିଲା । କିନ୍ତୁ ସେ ନିଜ ସପକ୍ଷ ରେ ସଫେଇ ଦେଇ କହିଥିଲେ ଯେ ତାଙ୍କର ଏକ ମାଇନର ଅପରେସନ ହୋଇଥିଲା । ଯେଉଁ ବେଡ୍ ରେ ତାଙ୍କୁ ଅପରେସନ କରିବା ପାଇଁ ନିଆ ଯାଇଥିଲା ସେଠାରେ ଥିବା ଗ୍ଲୁକୋଜ ଷ୍ଟାଣ୍ଡ ବହୁତ୍ ଛୋଟ ଥିଲା ।
ତେଣୁ ନର୍ସ ଆଉ ଗୋଟେ ଷ୍ଟାଣ୍ଡ ଆଣିବା ପାଇଁ ଯାଇଥିଲେ । କିନ୍ତୁ ଏହି ସମ୍ପର୍କ ରେ ସେହି ଝିଅ କୁ ମଧ୍ୟ ପଚରା ଉଚରା କରା ଯାଇଥିଲା ଯାହା ପରେ ଏମିତି ଏକ ଘଟଣା ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହା ଯାଇଛି । ତେବେ ହସ୍ପିଟାଲ୍ ର କତୃପକ୍ଷ କହିଛନ୍ତି ଯେ ଯିଏ ଦୋଷ କରିଥିବ ସିଏ ଦଣ୍ଡ ପାଇବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।