ଯେଉଁ ଘରେ ଏହି ଗଛ ଥାଏ ସେଇ ଘରେ କେବେବି ଅଭାବ ରହେ ନାହିଁ, ଘରକୁ ଆସିବ ପୁଳା ପୁଳା ଟଙ୍କା….

ବର୍ତମାନ ସମୟରେ ଘର ଯେତେ ସୁବିଧା ସୁଯୋଗ ହେଲେ ମଧ୍ୟ ସମସ୍ତେ ନାନା ପ୍ରକାର ଚିନ୍ତା ରେ ଗ୍ରସ୍ତ ହେଉଛନ୍ତି l କାରଣ ଏସବୁ ଆମର ଘରର ବାସ୍ତୁ ଦୋଷ ଯୋଗୁଁ ହୋଇଥାଏ l ବାସ୍ତୁ ଶାସ୍ତ୍ର ଅନୁସାରେ ଏସବୁ ଆମର ଘରର ବାସ୍ତୁ ଦୋଷ ଯୋଗୁଁ ହୋଇଥାଏ l କେତେକ ଜିନିଷ ଅଛନ୍ତି ଯାହା ଆମ ଘରେ ରହିଲେ ଆମର ଘରର ଅନିଷ୍ଟ ଘଟାଏ l

ଆଉ କେତେକ ଗଛ ଅଛି ଯାହା ଆମର ଘରର ନକାରାତ୍ମକ ଶକ୍ତି କୁ ବୃଦ୍ଧି କରାଏ l କେବଳ ଏତିକି ନୁହଁ ଯେ ଏହି ସବୁ କାରଣ ରୁ ଘରେ ନାନା ଦୁର୍ଘଟଣା ଘଟେ l ଏହାର ମଧ୍ୟ ଅନ୍ୟ ଏକ କାରଣ ହେଉଛି ଆମର ବାଡ଼ି ବଗିଚାରେ ହୋଇ ଥିବା ଗଛ ମଧ୍ୟ l

କେତେକ ଗଛ ହେଉଛି ଯାହା ଆମର ବାଡ଼ିରେ ଅଥବା ବଗିଚାରେ ହୋଇଥିବା କେତେକ ଗଛ ଯୋଗୁଁ ଆମ ଘରର ମଧ୍ୟ ନକାରାତ୍ମକ ଉର୍ଜା ବଢିଥାଏ l ଆଜି ଆମେ ଆପଣଙ୍କୁ କହିବୁ କିଛି ଗଛ ବିଷୟରେ l ଏହି ଗଛ ଯଦି ଆମର ବାଡ଼ି ବଗିଚାରେ ହୋଇଥାଏ ତେବେ ଆମର ଘରର ସମସ୍ତ ନକାରାତ୍ମକ ଉର୍ଜା ନଷ୍ଟ ହୋଇ ଯାଏ l ଆଉ ମଧ୍ୟ ଆମ ଘରକୁ ସକାରାତ୍ମକ ଉର୍ଜା ଆସିଥାଏ l ତେବେ ଚାଲନ୍ତୁ ଜାଣିବା ସେହି ବୃକ୍ଷ ଗୁଡ଼ିକ କଣ l

1-ମଲ୍ଲୀ ଗଛ : ଯଦି ଏହି ଗଛ ଆପଣଙ୍କ ବାଡ଼ିରେ ଥାଏ ତାହାଲେ ଆପଣଙ୍କ ଘରେ ସବୁବେଳେ ଖୁସିରେ ସମସ୍ତେ ରହିବେ l ଆପଣଙ୍କ ଘରେ ପରସ୍ପର ସ୍ନେହ ରେ ବାସ କରିବେ l ଏହି ଗଛର ଫୁଲ ଯେତିକି ବାସନା ସେତିକି ସ୍ନେହର ସାଗର ହୋଇ ଥାଏ l ତେଣୁ ଯଦି ଏହି ଗଛ ଆପଣଙ୍କ ବାଡ଼ିରେ ହୋଇଛି ତେବେ ଜାଣନ୍ତୁ ଆପଣଙ୍କ ଘରେ କଳି ହେବାର ସମ୍ଭାବନା ରହିବ ନାହିଁ l

2-କଦଳୀ ଗଛ : ଏହି ଗଛ ଯଦି ଆମର ଘରର ବାଡ଼ି କିମ୍ୱା ବଗିଚାରେ ହୋଇଥାଏ ତାହାଲେ ଏହା ଘରର ଶୁଭ କରାଇ ଥାଏ l ଏହି ଗଛ ଯେତିକି ସୁନ୍ଦର ଦେଖାଯାଏ ସେତିକି ଉପାଦେୟ ମଧ୍ୟ ହୋଇ ଥାଏ l ଏହି ଗଛ ହେଉଛି ଘର ପାଇଁ ସକାରାତ୍ମକ ଉର୍ଜା ର ଭଣ୍ଡାର ହୋଇ ଥାଏ l ଏହା ଆମ ଘରର ସମସ୍ତ ନକାରାତ୍ମକ ଉର୍ଜା କୁ ନଷ୍ଟ କରିଥାଏ l

3-ତୁଳସୀ ଗଛ :ଏହି ଗଛ କୁ ହିନ୍ଦୁ ଧର୍ମ ରେ ଦେବି ବୋଲି ମନା ଯାଇ ପୂଜା କରାଯାଏ l ଯଦି ଏହି ଗଛ ଆପଣଙ୍କ ଘରେ ବଗିଚାରେ ହୋଇଛି ଏହି ଗଛ ଆପଣଙ୍କ ଘରେ ଆଧ୍ୟାତ୍ମିକ ଶକ୍ତି ବଢାଏ l

4- ଗୋଲାପ ଗଛ :ଏହି ଗଛ ପ୍ରେମରେ ପ୍ରତିକ ହୋଇ ଥାଏ ଯଦି ଏହି ଗଛ ଆପଣଙ୍କ ବଗିଚାରେ ଥିଲେ ଘରେ ପ୍ରେମ ବଢିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।