Ajira Anuchinta – ଯେତେ ରୋଜଗାର କଲେବି – ଏହି ୫ ଜଣ ଲୋକ କେବେବି ହୋଇପାରିବେନି ( ଧନୀ )

ଶାସ୍ତ୍ର ଅନୁସାରେ ଯଦି ଆମେ ଆମ ଜୀବନ ରେ ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ ନାହିଁ l ଆମେ ଯଦି ଏହି ବସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ lକେହି ମଣିଷ ଯଦି ଶାସ୍ତ୍ର ନିୟମକୁ ଉଲଂଘନ କରିଥlଏ ।

ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l ଏହି ପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ କିଛି ଯେତେ ଧନ ଅର୍ଜନ କଲେ ମଧ୍ୟ ଗରିବତl ତାଙ୍କୁ ଛାଡେ ନାହିଁ l

ଏହି 5 ଗୋଟି ମୁଖ୍ୟ ଜିନିଷ କୁ ବ୍ୟବହାର କରିବା ଦ୍ୱାରା ବା ଅଭ୍ୟାସ କଲେ ଦରିଦ୍ରତା କେବେ ଛାଡୁ ନ ଥାଏ l ବା ଏହି କେତୋଟି ନିୟମ ଏହା କୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି କାରଣ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l କେବେ ଧନୀ ହୋଇ ପରି ନ ଥାନ୍ତି l

1, କୌଣସି ପ୍ରକାର ଚିରା ଲୁଗା ପିନ୍ଧିବା ଦ୍ୱାରା ବା ବ୍ୟବହାର କରିବା ଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଥାନ୍ତି ଧନ ର ଅଭାବ ହୋଇ ଥାଏ l ଘରେ କେବେ ଚିରା ଲୁଗା ରଖନ୍ତୁ ନାହିଁ l

2, ଯେଉଁ ଲୋକ ମାନେ ଦାନ୍ତ ଘସା ନ୍ତି ନାହିଁ କି ଦାନ୍ତ କୁ ପରିଷ୍କାର କରନ୍ତି ନାହିଁ ସେମାନଙ୍କ ପାଖରେ ସବୁବେଳେ ମାତା ଲକ୍ଷ୍ମୀ ରାଗି ଥାନ୍ତି l

3, ଆବଶ୍ୟକ ଠାରୁ ଅଧିକ ଖାଇଲେ ମାତା ଲକ୍ଷ୍ମୀ ସବୁ ବେଳେ ସେମାନଙ୍କ ଉପରେ ରାଗି ଥାନ୍ତି l ସେ ତାଙ୍କ ଉପରେ ଦେଖିଲେ ଧନ ର ଅଭାବ କରି ଥାନ୍ତି l

4, ସମସ୍ତ ଙ୍କୁ କଟୁ କହିଲେ l ଏମିତି ସବୁବେଳେ କହିଲେ ମାତା ଲକ୍ଷ୍ମୀ ରାଗି ଯାଇ ଥାନ୍ତି l ତେଣୁ ସେମାନେ ସବୁବେଳେ ଗରିବ ହୋଇ ରହି ଥାନ୍ତି l

5, ସକାଳୁ ଠୁ ସନ୍ଧ୍ୟା ପର୍ଯ୍ୟନ୍ତ ସବୁବେଳେ ଶୋଇ ରହିଲେ l ବିନା କାରଣ ରୁ ସବୁବେଳେ ଶୋଇ ରହିବା l ଏହି ପରି କଲେ ସବୁବେଳେ ଧନ ର ଅଭାବ ରହି ଥାଏ l ଗରିବତ ଛାଡେ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।