Ajira Anuchinta – ଯେତେ ରୋଜଗାର କାଲେବି ଏହି ୫ ଜଣ ବ୍ୟକ୍ତି କେବେବି ଧନୀ ହୋଇପରିବେ ନାହିଁ

ବସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆମେ ଆମ ଜୀବନ ରେ ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ ନାହିଁ l ଆମେ ଯଦି ଏହି ବସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

ଯେ କେହି ମଣିଷ ଯଦି ବସ୍ତୁ ଶାସ୍ତ୍ର ନିୟମକୁ ଉଲଂଘନ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l

ଯାହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି କାରଣ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

1-ଆପଣ ମାନେ ଜାଣିଛନ୍ତି ଯେ ମଇଳା ଲୁଗା ବା ଚିରା ଲୁଗା ପିନ୍ଧୁ ଥିବା ବ୍ୟକ୍ତି ମାନେ କେବେ ହେଲେ ଜୀବନ ସାରା ଧନୀ ହୋଇ ପାରନ୍ତି ନାହିଁ l ଆବଶ୍ୟକ ଜିନିଷ ଯାହାକୁ ମଣିଷ ର ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l ତେଣୁ ଜାଣନ୍ତୁ ଯେ ଯଦି କେହି ଆପଣ ଘରୁ ଚରା ଲୁଗା କୁ ପିନ୍ଧି ଭାରକୁ ଯାଉଛନ୍ତି ତାହାଲେ ଆପଣ ଙ୍କର ଅନେକ ପ୍ରକାର କ୍ଷତି ହୋଇ ଥାଏ l ତେଣୁ ଚିର ଲୁଗା ବା ମଇଳା ଲୁଗା ପିନ୍ଧନ୍ତୁ ନାହିଁ l

2- ଦାନ୍ତ ସଫା ରଖୁ ନ ଥିବା ବ୍ୟକ୍ତି l ଅନ୍ୟର ଦାନ୍ତ କୁ ଦେଖି ନିଜର ଦାନ୍ତ କୁ ପରିଷ୍କାର ନ କରିବା l ସେହି ମାନଙ୍କ ଠାରୁ ମାତା ଲକ୍ଷ୍ମୀ ଛାଡି ଯାଇ ଥାନ୍ତି l ତା ଠାରୁ ଆପଣକୁ ନକାରାତ୍ମକ ଶକ୍ତି ଆସେ ଯାହାଦ୍ୱାରା ଆପଣ ଦରିଦ୍ରତା ର ଯନ୍ତ୍ରଣା ଭୋଗ କରିବେ l

3. ଭୋକ ଠାରୁ ଅଧିକ ଖାଇବା l ଏହି ପରି କରୁ ଥିବା ବ୍ୟକ୍ତି ମାନଙ୍କୁ ସମସ୍ତ ରୋଗ ହେବl ସହ ଆପଣଙ୍କୁ ସେହି ବ୍ୟକ୍ତିର ଦରିଦ୍ରତା ଲାଗି ରହିବ l

4- ସବୁ ବେଳେ ଅନ୍ୟ ମାନଙ୍କୁ କଟୁ କଥା କହିବା l ଆପଣ ଯଦି କେବେ ଅନ୍ୟ କୁ କଟୁ କଥା କୁହନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଠାରୁ ଦୁରେଇ ଯାଇ ଥାନ୍ତି l

ଏହି ପରି ବ୍ୟବହାର କରିବେ ତାହାଲେ ଆପଣଙ୍କ ସବୁ ଭଲ ଗୁଆ ତl ପlଖକୁ ଯାଇ ସେହି ବ୍ୟକ୍ତିଠୁ ସବୁ ଦରିଦ୍ରତା ଆପଣଙ୍କୁ ସ୍ପର୍ଶ କରିବା l  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।