ଯେକୋଣସି ବ୍ୟାଙ୍କରେ ଖାତା ଥିଲେ ଏହି କାମ ଶୀଘ୍ର କରନ୍ତୁ ନହେଲେ ଖାତା ବନ୍ଦ ହୋଇଯିବ
ଯଦି ଆପଣ ମାନଙ୍କ ରେ ବ୍ୟାଙ୍କ୍ ରେ ଖାତା ରହିଛି ତେବେ ଜାଣି ନିଅନ୍ତୁ ଆପଣ ଙ୍କୁ ଏହି ସବୁ କାମ କରିବା ଉଚିତ୍ ଯାହା ଏବେ ନୂଆ ନୂଆ ଅପଡେଟ ଆସିଛି । ଆଉ ଏହି କଥା ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମନ ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଅପଡେଟ କଣ କରିବାକୁ ପଡ଼ିବ ନହେଲେ ଆପଣ ଙ୍କ ବ୍ୟାଙ୍କ ଖାତା ମଧ୍ୟ ବନ୍ଦ ହୋଇ ପାରେ । ତେବେ ଆସନ୍ତୁ ଜାଣିବା ।
ତେବେ ଏବେ ଏବେ ଅପଡେଟ ଆସିଛି ମାର୍ଚ୍ଚ ସୁଦ୍ଧା ସବୁ ବ୍ୟାଙ୍କ୍ ଖାତା ସହିତ ଆଧାର ଲିଙ୍କ୍ ହେବ। ତେବେ ଆପଣ ଭାବୁଥିବେ ଯେ ଆମର ତ ଆଧାର ଲିଙ୍କ୍ ହୋଇଛି ବ୍ୟାଙ୍କ୍ ଖାତା ରେ ତଥାପି ଆପଣ ଆଉ ଥରେ ଜାଣି ରଖନ୍ତୁ ଯେ ଏଠାରେ କଣ ରହିଛି ।
ଚଳିତ ଆର୍ଥିକ ବର୍ଷ ଶେଷ ଅର୍ଥାତ୍ ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ବ୍ୟାଙ୍କ୍ ଆକାଉଣ୍ଟ୍ ଖାତା ସହିତ ଆଧାର ନମ୍ୱର୍ କୁ ଯୋଡିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ଶିତାରମନ ଆଜି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ ଆଇବିଏ ର ୭୩ ତମ ବାର୍ଷିକ ସାଧାରଣ ବୈଠକ ରେ ଉଦବୋଧନ ଦେଇ ଶୀତ ରମଣ ଏପରି ନିର୍ଦ୍ଦେଶ ଦେଇଛନ୍ତି।ସେ କହିଛନ୍ତି , ଦେଶ ରେ ଆର୍ଥିକ ଅନ୍ତର୍ଭୁକ୍ତ କରଣ କାର୍ଯ୍ୟ ଶେଷ ହୋଇ ନାହିଁ ।
ବ୍ୟାଙ୍କ୍ ଗୁଡ଼ିକୁ ଏହି କାର୍ଯ୍ୟ କୁ ଏବେ ଆଗେଇ ନେବାକୁ ହେବ । ଏପରି ଅନେକ ବ୍ୟାଙ୍କ୍ ଆକାଉଣ୍ଟ୍ ରହି ଅଛି ଯେଉଁ ଥିରେ ଆଜି ବି ଆଧାର ସଂଲଗ୍ନ ହୋଇ ନାହିଁ ।ତେଣୁ ଆସନ୍ତା ୨୦୨୧ ମସିହା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଯେଉଁ ଆକାଉଣ୍ଟ୍ ରେ ପ୍ୟାନ କାର୍ଡ ନମ୍ୱର୍ ଯୋଡିବା ଆବଶ୍ୟକ ସେଥିରେ ପ୍ୟାନ କାର୍ଡ ଯୋଡିବା ସହିତ ଆକାଉଣ୍ଟ୍ ରେ ଆଧାର କାର୍ଡ ଲିଙ୍କ୍ କରିବାକୁ ମଧ୍ୟ କହିଛନ୍ତି ।
ଏଥି ସହିତ ବ୍ୟାଙ୍କ୍ ଗୁଡିକ ଅଣ ଡିଜିଟାଲ କାରବାର କୁ ନୁତ୍ସହତ କରିବା ମଧ୍ୟ ଆବଶ୍ୟକ ଅଟେ । ଦେଶ ରେ ଡିଜିଟାଲ କାରବାର କୁ ପ୍ରୋତ୍ସାହିତ କରିବା ସହିତ ୟୁପିଆଇ ମାଧ୍ୟମ ରେ ପେମେଣ୍ଟ କୁ ଉତ୍ସାହିତ କରିବା ମଧ୍ୟ ଉଚିତ୍ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ କହିଛନ୍ତି । ଏହା ସହିତ ସେହି ପରି ବ୍ୟାଙ୍କ୍ ଗୁଡିକ ମଧ୍ୟ ରୂପେ କାର୍ଡ କୁ ପ୍ରୋତ୍ସାହିତ ବୋଲି ସେ ଗୁରୁତର ଆରୋପ କରିଛନ୍ତି ।
ତେବେ ଏହା ଥିଲା କିଛି ଅପଡେଟ ଯାହା ଆପଣ ମାନେ ଥରେ ଚେକ୍ କରନ୍ତୁ ଯେ ଆପଣ ଙ୍କ ଆକାଉଣ୍ଟ୍ ରେ ଆଧାର କାର୍ଡ ଲିଙ୍କ୍ ରହିଛି କି ନାହିଁ । ଏହା ସହିତ ପାନ୍ କାର୍ଡ ଅପଡେଟ ରହିଛି ନା ନାହିଁ ଦେଖନ୍ତୁ। ଯଦି ଏହି ସବୁ ଅପଡେଟ ନଥିବ ତେବେ ୨୦୨୧ ମାର୍ଚ୍ଚ ମାସ ପୂର୍ବରୁ କରିନେବା ଉଚିତ୍। ଯାହା ନକରିବା ଫଳରେ ଆପଣ ଙ୍କ ଆକାଉଣ୍ଟ୍ ବନ୍ଦ ମଧ୍ୟ ହୋଇ ପାରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।