” JEETA THA JISKE LIYE ” ଗୀତରେ ଏମିତି ସିନ ଦେଖିଲେ… ଆପଣଙ୍କ ଆଖିରୁ ଲୁହ ଆସିଯିବ…

ଭାଇରାଲ ହେଉଥିବା ଭିଡ଼ିଓ ଭିତରୁ ଯେତେବେଳେ ସଂଗୀତ ର କିଛି ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକ ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥାଏ ଆଉ ଯାହା ଦର୍ଶକ ମାନଙ୍କର ମନକୁ ଛୁଇଁ ଥାଏ । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ମଞ୍ଚ ଉପରେ ସୁନ୍ଦର ଭାବରେ ଏକ ମନଛୁଆ ଗୀତ ଗାଉଥିବାର ଏବଂ ଆଉ ଯେଉଁ ଗୀତ ଟି ସମସ୍ତ ଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି ଆଉ ବାରମ୍ବାର ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଥାନ୍ତି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ଆପଣ ମାନେ ଜାଣିଥିବେ ମନକୁ ଶାନ୍ତି ଆଉ ସୁନ୍ଦର କରିବା ପାଇଁ ସବୁବେଳେ ଭଲ ଉପାୟ ଟି ହେଉଛି ସଂଗୀତ । ଆଉ ଯେଉଁଠି କୁହାଯାଉଛି କି ମନଛୁଆଁ ସଂଗୀତ କୁ ଆପଣ ମାନେ ଯଦି ଶୁଣିବେ ତାହେଲେ ତାହା ଆପଣଙ୍କ ମନକୁ ଖୁସି କରେଇ ଦେବା ସହିତ ଏକ ନୂଆ ପ୍ରକାରର ଇଚ୍ଛା ଜାଗ୍ରତ ହୋଇଥାଏ ମନ ଭିତରେ ।

ତେବେ ଆଜି କାଲି ମଞ୍ଚ ପ୍ରଗ୍ରାମ ଗୁଡିକ ଦେଖିବାକୁ ମିଳୁଛି ଅନେକ ସମୟରେ ଆଉ ଯେଉଁଠି ସୁନ୍ଦର ଭାବରେ ନିଜର ସ୍ୱର ର କମାଲ ଦେଖାଇ ଦର୍ଶକ ମାନଙ୍କ ର ମନକୁ କିଣି ନେଉଛନ୍ତି ସିଙ୍ଗର ମାନେ ।


ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଞ୍ଚ ଉପରେ ସୁନ୍ଦର ଭାବରେ ନିଜର କଣ୍ଠ ସ୍ୱର ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବାବାଇ ଓ ମାମ୍ପି ।ଆଉ ଯେଉଁଠି ଦେଖିବାକୁ ମିଳିଛି ମଞ୍ଚ ଉପରେ କୁମାର ସାନୁ ଓ ଅଲକା ଙ୍କର ଏକ ସୁନ୍ଦର ମନଛୁଆ ଗୀତ ଟି ଶୁଣିବାକୁ ମିଳିଛି ଆଉ ଯାହାକୁ ମଞ୍ଚ ଉପରେ ବାବାଇ ଓ ମାମ୍ପି ଗାଇଛନ୍ତି ।

ଏକ ଇମୋସନାଲ ମନଛୁଆ ସେଡ ସଙ୍ଗ ଟିକୁ ଗାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେମାନେ । ଆଉ ଯେଉଁଠି କୁହାଯାଉଛି କି ଅନେକ ମନଛୁଆ ସଂଗୀତ ମାନ ଆପଣ ମାନେ ଶୁଣିଥିଲେ ।

 

ତେବେ ଜିତା ଥା ଜିସକେ ଲିୟେ ଏହି ଭଳି ଏକ ମନଛୁଆ ସଂଗୀତ ଟି ସାମ୍ନା କୁ ଆସିଛି ।ଯେଉଁଥିରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ମଞ୍ଚ ଉପରେ ମନକୁ ଛୁଇଁଲା ଭଳି ସ୍ୱର ରେ ଗାଇବାକୁ ଲାଗିଥିବେ ବାବାଇ ଓ ମାମ୍ପି ମଞ୍ଚ ଉପରେ ସୁନ୍ଦର ଗୀତ ଟିକୁ । ଆଉ ଏହି ଭଳି ଭାବରେ ମନଛୁଆ ଗୀତ କୁ ମଞ୍ଚ ଉପରେ ଗାଇ ଵା ପରେ ଦର୍ଶକ ମାନେ ମଧ୍ୟ ଶୁଣିକି ବେଶ ଖୁସି ହୋଇ ଯାଇଥିଲେ ଆଉ ପ୍ରସଂଶା ମଧ୍ୟ କରିବାକୁ ଲାଗିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ହେବାରେ ଲାଗିଛି ।