sadhu bani anuchinta- ଯେଉଁ କନ୍ୟାର ବାଳ କୁଞ୍ଚି କୁଞ୍ଚି ହୋଇଥାଏ ଜାଣନ୍ତୁ.. ତାଙ୍କର ସ୍ବଭାବ ଏବଂ ଚରିତ୍ର ବିଷୟରେ

ଆଜି ଆମେ ଆପଣଙ୍କୁ ଯେଉଁ କଥା ସମ୍ପର୍କରେ କହିବୁ ତାହାକୁ ଶୁଣିଲେ ଆପଣମାନେ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହୋଇଯିବେ। ଦୁନିଆରେ ରହିବା ପାଇଁ ହେଲେ ମଧ୍ୟ ଆପଣଙ୍କୁ କିଛି ନା କିଛି କଥା ଶିଖିବା ପାଇଁ ପଡ଼ିଥାଏ। ଜୀବନରେ ଏମିତି କିଛି ଅନୁଚିନ୍ତା ରହିଥାଏ, ଯାହା ଲୋକମାନଙ୍କ ଭାଗ୍ୟ ବଦଳିଯାଇଥାଏ ,ଅର୍ଥାତ୍ ସେମାନଙ୍କ ଜୀବନ ସୁଖମୟ ହୋଇଥାଏ ଯାହାକି ,ସେମାନେ କେବେ ବି ବିଶ୍ୱାସ କରିନଥିବେ।ଆପଣ ଯାହା କେବେ ବି କଳ୍ପନା କରିନଥିବେ ତାହା ଆପଣଙ୍କ ଜୀବନରେ ଘଟିଥାଏ। ତେଣୁ ତାହା ଆପଣଙ୍କ ନିକଟ ଭବିଷ୍ୟତରେ ଖୁସି ର ଲହରୀ ଖେଳିଯାଏ ।

ଏମିତି କିଛି ଅନୁଚିନ୍ତା ରହିଛି, ଯାହା ଆପଣଙ୍କ ପାଇଁ ଅଶୁଭ ମଧ୍ୟ ହୋଇଥାଏ।ତେବେ ଏମିତି କିଛି ଅନୁଚିନ୍ତା ରହିଛି, ତାହା ଆପଣ ମାନେ ଜାଣି ରଖିବା ଉଚିତ। ସେହି ଅନୁଚିନ୍ତା ଗୁଡ଼ିକ ହେଉଛି,


୧- ଯେଉଁ ବ୍ୟକ୍ତି ଅମାବାସ୍ୟା ଦିନ ମଦ ଏବଂ ମାଂସ ଖାଇବାର ଅଭ୍ୟାସ ରଖିଥାନ୍ତି, ତେବେ ସେହି ବ୍ୟକ୍ତି ଜଣକ ଜୀବନରେ ସର୍ବଦା ଅଘଟଣ ଘଟିଥାଏ। ତେଣୁ ଆପଣ କଦାପି ଏମିତି ଭୁଲ କରନ୍ତୁ ନାହିଁ।

୨- ମଙ୍ଗଳବାର, ଗୁରୁବାର, ଶନିବାର, ଏକାଦଶୀ, ଚତୁର୍ଦ୍ଦଶୀ,ଅମାବାସ୍ୟା ଏବଂ ପୂର୍ଣିମା ରେ ଯେଉଁ ବ୍ୟକ୍ତି ମାନଙ୍କର ବାଳ କାଟିବା ର ଅଭ୍ୟାସ ଥାଏ, ସେମାନଙ୍କ ଜୀବନରେ ଘୋର ଦାରିଦ୍ର୍ୟତା ଦେଖାଯାଏ ଏବଂ ଜୀବନରେ ସବୁବେଳେ ଦୁଃଖ ହିଁ ଦୁଃଖ ଆସିଥାଏ।

୩- ଯେଉଁ ବ୍ୟକ୍ତି ମାନେ ଚୁଟି କୁ ନ ବାନ୍ଧି ଚୁଟି କୁ ଖୋଲା ରଖିବାର ଖରାପ ଅଭ୍ୟାସ ରଖିଥାଏ, ଏହା ସେମାନଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ। ଯଦି ଆପଣ ସର୍ବଦା ଚୁଟି କୁ ବାନ୍ଧି ରଖିବେ, ତେବେ ଆପଣଙ୍କ ଚେହେରାର ସର୍ବଦା ଚମକ ଆସିଥାଏ।

୪- ଯେଉଁ ବ୍ୟକ୍ତି ମାନେ, ଏଠି ସେଠି ଛେପ ପକାଇବାର ଖରାପ ଅଭ୍ୟାସ ଥାଏ ,ସେହି ବ୍ୟକ୍ତି ମାନଙ୍କୁ କେବେ ହେଲେ ବି ମାନ ସମ୍ମାନ ପ୍ରାପ୍ତି ହୋଇନଥାଏ। ସେମାନଙ୍କୁ ଆଗରୁ ମିଳିଥିବା ମାନ ସମ୍ମାନ ସବୁ ନଷ୍ଟ ହୋଇଯାଇଥାଏ। ସେମାନଙ୍କୁ ସଫଳତା ପାଇବା ପାଇଁ ହେଲେ ବହୁତ କଷ୍ଟ କରିବା ପାଇଁ ପଡ଼ିଥାଏ। ତେଣୁ ଉପଯୁକ୍ତ ସ୍ଥାନରେ ଛେପ ପକାଇବା ପାଇଁ ଚେଷ୍ଟା କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ମଙ୍ଗଳ ହୋଇଥାଏ।

୫- ଯେଉଁ ମାନଙ୍କର ଖାଇ ସାରିବା ପରେ ଅଇଁଠା ବାସନ ଛାଡ଼ି ଯିବାର ଅଭ୍ୟାସ ଥାଏ, ସେମାନଙ୍କୁ ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଯାଇଥାଏ। କିମ୍ବା ସଫଳତା ଅର୍ଜନ କରିବା ପାଇଁ ସେମାନଙ୍କୁ ବହୁତ କଷ୍ଟ କରିବା ପାଇଁ ପଡ଼ିଥାଏ। ତେଣୁ ଖାଇ ସାରିବା ପରେ ଅଇଁଠା ବାସନ ଛାଡ଼ି ଯାଆନ୍ତୁ ନାହିଁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।


୬- ଯେଉଁ ବ୍ୟକ୍ତି ମାନେ ସୂର୍ଯ୍ୟ ଉଦୟ ସମୟରେ କିମ୍ବା ସୂର୍ଯ୍ୟ ଅସ୍ତ ସମୟରେ ବା ଦିନ ୧୨ ଟା ସମୟରେ ଖାଇ ସାରିବା କିମ୍ବା ଝଗଡ଼ା କରିବାର ଅଭ୍ୟାସ ଥାଏ, ତେବେ ସେମାନଙ୍କର ଭାଗ୍ୟ ସର୍ବଦା ଦୁର୍ଭାଗ୍ୟ ରେ ପରିଣତ ହେବା ସହିତ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ।

୭- ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଯେଉଁ ପରିବାରରେ ସ୍ୱଚ୍ଛ ପାଣି ପିଇବାକୁ ଦିଆଯାଏ, ସେହି ପରିବାର ପ୍ରତି ରାହୁ ଗ୍ରହ ଙ୍କ ପ୍ରଭାବ ପଡ଼ିନଥାଏ। ସେହି ପରିବାରର ସର୍ବଦା ମଙ୍ଗଳ ହୋଇଥାଏ।

୮- ଯେଉଁ ମହିଳାଙ୍କ ମୁଣ୍ଡରେ କେଶ କୁଞ୍ଚି କୁଞ୍ଚି ଥାଏ,ସେମାନେ ଅତି ସୌଭାଗ୍ୟ ଅର୍ଜନ ଲାଭ କରିଥାନ୍ତି।