ଯେକୌଣସି ପ୍ରକାର ମୁଣ୍ଡବିନ୍ଧା କୁ ଭଲ କରିବାର ସରଳ ଘୋରାଇ ଉପାୟ ୧୦୦% ଗ୍ୟାରେଣ୍ଟି – Ramdev Health Tips

ବର୍ତମାନ ସମୟରେ ଅଧିକ ଲୋକ ମାନେ ସାଧାରଣତଃ ଏହି ମୁଣ୍ଡ ବ୍ୟଥା ରୋଗରେ ଆକ୍ରାନ୍ତ ହେଉଛନ୍ତି l ଏହି ରୋଗ କୁ ଭଲ ନ କରିଲେ ଆସ୍ତେ ଏହା ବଡ଼ ରୋଗ ରେ ପରିଣତ ହୋଇ ଥାଏ l ଯେମିତି କି ଆମ ଦେହରେ ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ l କିନ୍ତୁ ଆମର କିଛି ଛୋଟ ଛୋଟ କାରଣ ଯୋଗୁଁ ଆମ ଶରୀର ର ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ରୋଗ ସୃଷ୍ଟି କରିଦେଉ l

ଆଜି ଚାଲନ୍ତୁ ଜାଣିବା କଣ କଲେ ଆମେ ଏହି ମୁଣ୍ଡ ବଥା କୁ ଭଲ କରବା ପାଇଁ ଅନେକ ଉପାୟ କରି ଥାଉ l

ଏହା ରୋଗ କୁ ଆମେ ଭଲ କରିବା ପାଇଁ ଅଧିକ ମାତ୍ର ରେ ଏନଆଲଜେସୀସ ମେଡ଼ିସିନ ଖାଇଲେ ଆମ ଶରୀରେ ନର୍ଭ ଗୁଡ଼ିକ ଦୁର୍ବଳ ହୋଇ ଯାଏ, ଯାହାକୁ ଯୋଗୁଁ ରକ୍ତ ଭଲ ଭାବରେ ପ୍ରଭାବିତ ହୋଇ ନଥାଏ l ଏହା ଯୋଗୁଁ ଆମ ଶରୀର ର ସମସ୍ତ ଅର୍ଗାନ କୁ ପ୍ରଭାବ ପଡେ l
ଏହା ଅଧିକ ହେଲେ ଦ୍ୱାରl ଆମ ଶରୀରରେ ରକ୍ତ ଚାପ ବଢିଯାଏ l

ଯାହା ଯୋଗୁଁ ଫୁସଫୁସ ଓ ହାର୍ଟ ଫେଲ ହେବାର ଅଧିକ ସମ୍ଭାବନା ହୋଇ ଥl ଏ l ଏହି ସବୁ ରୋଗ ରୁ ଆମେ ଭଲ ହୋଇ ଯିବା l ଏହି ସରଳ ଉପାୟ ରେ ଆମେ ଆମେ ସମସ୍ତ ପ୍ରକାର ମୁଣ୍ଡ ବ୍ୟଥା କୁ ଭଲ କରି ପାରିବା l ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ଆପଣ କେବଳ ଏହି ସବୁ ଘୋରାଇ ଜିନିଷ ମିଶେଇ ମୁଣ୍ଡ ବ୍ୟଥା ଦୂର କରନ୍ତୁ l ଆପଣଙ୍କ ମୁଣ୍ଡ ଜନିତ ସମସ୍ତ ସମସ୍ୟା ଦୂର ହେବ l ତେବେ ଚାଲନ୍ତୁ ଜାଣିବା l

ପ୍ରଥମେ ଗୋଟିଏ ପତ୍ର ରେ 4 ରୁ 5 ଟି ଲବଙ୍ଗ ନେଇ ଏହା କୁ ପେଷ୍ଟ କରନ୍ତୁ l ପେଷ୍ଟ କରି ସାରିବା ପରେ ଏଥିରେ ଏକ ଚାମଚ ଲୁଣ ମିଶାନ୍ତୁ l ପରେ ଏଥିରେ ଏକ ଗ୍ଲାସ କ୍ଷୀର କୁ ସମ୍ପୂର୍ଣ ଭାବରେ ମିଶାଇ ପିଅନ୍ତୁ l ଏମିତି କିଛି ଦିନ କରନ୍ତୁ ଦେଖିବେ ସମସ୍ତ ପ୍ରକାର ମୁଣ୍ଡ ବ୍ୟଥା ଦୂର ହୋଇ ଯିବ l

ତେଣୁ ଆମେ ଆପଣଙ୍କୁ ଏମିତି ଏହି ସରଳ ଘୋରାଇ ଉପଚାର ରେ ଯାହା ଆପଣଙ୍କ ଘରେ ଅତି ସହଜରେ ମିଳିଯାଏ ସମସ୍ତ ଙ୍କର ଘରେ l ଯଦି ଏହାକୁ ଥରେ ମାତ୍ର ବ୍ୟବହାର କରିବ ଆପଣଙ୍କ ର ସମସ୍ତ ପ୍ରକାର ମୁଣ୍ଡ ବ୍ୟଥା ଏକା ଥରକେ ଭଲ ହୋଇ ଯିବ l ଏହି କାର୍ଯ୍ୟ ନିଶ୍ଚିତ ଭାବରେ କରନ୍ତୁ ସମସ୍ତେ ଦେଖିବେ ମୁଣ୍ଡ ବ୍ୟଥା ଭଲ ହୋଉ ଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।