ଯାତ୍ରା ଜଗତରେ ଏମିତି ଗୀତ ଆଗରୁ କେବେବି ଶୁଣି ନଥିବେ, ଆଉ ଥରେ ଶୁଣିଲେ ଆଖିରେ ଲୁହ ଆସିଯିବ। … ମାତ୍ର 4 ଘଣ୍ଟାରେ 40 Million ରୁ ଅଧିକ ଲୋକ ଦେଖି ସାରିଲେଣି..

ଆପଣମାନେ ତ ସବୁଦିନ କିଛି ନା କିଛି ନୂଆ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିଥିବେ। ଆଉ ଏହି ଭାଇରାଲ ଭିଡିଓ ମଧ୍ୟରେ ଏମିତି କିଛି ଭାଇରାଲ ଭିଡିଓ ଦେଖିବାକୁ ମିଳେ ଯାହାକୁ ଦେଖିଲା ମାତ୍ରେ ଆପଣ ମାନେ ମନୋରଞ୍ଜନ କରିବା ସହିତ ସେହି ଭଳି ଭିଡିଓ ଆପଣଙ୍କର ମନ ଆଉ ମାଇଣ୍ଡ୍ କୁ ବି ପୁରା ଫ୍ରେସ୍ କରିଦେବ।

ତେବେ କଳିଙ୍ଗ ଗଣନାଟ୍ୟ ରେ ଏହିଭଳି ମନଛୁଆଁ ଗୀତ ଆଉ ଡ୍ୟାନ୍ସ ର ଭିଡିଓ ଟି ଭାଇରାଲ ହେବାରେ ଲାଗିଛି। ଆଉ ଯାହା ଦର୍ଶକ ମାନଙ୍କ ହୃଦୟ କୁ ବେଶ୍ ଛୁଇଁ ପାରିଛି।ତେବେ ଭାଇରାଲ୍ ହେଉଥିବା ଏହି ଭିଡିଓ ଟି ହେଇଛି ସାହାସପୁର ଗଣନାଟ୍ୟ ରେ ଯାତ୍ରା ଚାଲୁଥିବାର ଦୃଶ୍ୟ।
ଆଉ ଯେଉଁଠି ଦେଖିବାକୁ ମିଳିଛି କି ସିଙ୍ଗର ବୁଡ଼ୁ ଓ ମିନୁ ବେଶ୍ ସୁନ୍ଦର ଭାବରେ ସୁ ମଧୁର କଣ୍ଠରେ ଗୀତ ଗାଉଥିବାର ଦେଖିବା ପାଇଁ ମିଳିଛି। ଆଉ ତାଙ୍କର ସେହି ଗୀତ ର ତାଳେ ତାଳେ ଝୁମିବାକୁ ଲାଗିଛନ୍ତି ସମସ୍ତ ଲୋକେ। ଆଉ ତାଙ୍କର ଗୀତ ସହିତ ତାଳ ପକାଇ ସମସ୍ତେ ଗୁଣୁଗୁଣୁ ହେଉଛନ୍ତି।

ତେବେ ଯାତ୍ରା କହିଲେ ସାଧାରଣତଃ ବୟସ୍କ ଲୋକ ମାନେ ଟିକିଏ ଅଧିକ ଦେଖିବା ପାଇଁ ପସନ୍ଦ କରିଥାନ୍ତି। ଆଉ ଅନେକ ଜାଣିଛୁ କି ବିଶେଷକରି ଗାଁ ,ଗହଳି ମାନଙ୍କରେ ବେଶି ଯାତ୍ରା ର ପ୍ରଭାବ ଟା ଦେଖିବାକୁ ମିଳିଥାଏ।

 ଆଉ ଏହି ଯାତ୍ରାରେ ବି ବହୁତ ଯାଦୁ ରହିଛି ।ଆଉ ଯାହା ଫଳରେ ଦର୍ଶକ ମାନଙ୍କ ହୃଦୟ କୁ ବେଶ୍ ଆକର୍ଷିତ କରିଥାଏ। ଆଉ ଦର୍ଶକଙ୍କ ମନରେ ବେଶ୍ ଅଲଗା ପ୍ରକାରର ଏକ ଖୁସି ଆସିଥାଏ।

ଆଉ ସେମାନଙ୍କର ଅଭିନୟର ଯାଦୁରେ ସମସ୍ତଙ୍କୁ ବେଶ୍ ଆକୃଷ୍ଟ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି। ତେବେ ଭାଇରାଲ୍ ହେଉଥିବା ଭିଡିଓ ଟି ହେଇଛି ଯାତ୍ରା ସାହାସପୁର ଗଣନାଟ୍ୟ ର ଜବରଦସ୍ତ ଗୀତ।

ଯାହାକୁ ଷ୍ଟେଜ୍ ରେ ଯାତ୍ରା ଜଗତର ଫେମସ୍ ଗାୟକ ବୁଡ଼ୁ ଓ ଗାୟିକା ମିନୁ ଗାଇଛନ୍ତି। ଆଉ ଗୀତଟି ରହିଛି ବାବୁ ମୁଠେ ଭିକ ଦିଅ । ତେବେ ସେ ଗୀତଟିକୁ ଏପରି ଭାବ ଏବଂ ରାଗ ରେ ଗାଇଛନ୍ତି ଯାହାକୁ ଆପଣ ବି ଶୁଣିଲେ ଆପଣଙ୍କ ଆଖିରେ ଲୁହ ଜୋକେଇ ଆସିବ।

ତେବେ ତାଙ୍କର ସେହି ହୃଦୟସ୍ପର୍ଶୀ ଗୀତ ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ମାନେ ଭାବ ବିହ୍ୱଳ ହୋଇ ପଡିଛନ୍ତି ଓ ସେହି ଗୀତର ମର୍ମକୁ ବୁଝୁଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।