ଜରୁରୀ ଖବର ! ATM କାର୍ଡ ଥିଲେ ଆସିଲା ବଡ ଖବର । ଯେକୋଣସି ATM କାର୍ଡ ଥିଲେ ନିଶ୍ଚୟ ଦେଖନ୍ତୁ…..

ଏବେ ଏବେ ଆସିଛି କିଛି ନୂଆ ଅପଡେଟ ଏଟିଏମ୍ କାର୍ଡ କୁ ନେଇ ଯାହା ଆପଣ ମାନେ ନିହାତି ଜାଣିବା ଆବଶ୍ୟକ । ତେବେ ଯଦି ଆପଣ ଙ୍କ ର ଏଟିଏମ୍ କାର୍ଡ କିମ୍ବା କ୍ରେଡିଟ କାର୍ଡ ଅଛି ତେବେ ଆପଣ ମାନେ ଏହି ଅପଡେଟ ଜାଣିବା ନିହାତି ଆବଶ୍ୟକ ଅଟେ । ଯଦି ଆପଣ ଙ୍କ ର ଏଟିଏମ୍ କାର୍ଡ କିମ୍ବା କ୍ରେଡିଟ କାର୍ଡ ଚୋରି ହେଉ ଯାଉଛି ତେବେ ଆପଣ ଙ୍କୁ ଆପଣ ଙ୍କ କାର୍ଡ କୁ ବ୍ଲକ୍ କରିବାକୁ ହେବ ।

ତେବେ ଯଦି ଆପଣ ତୁରନ୍ତ ଏଟିଏମ୍ କାର୍ଡ ବ୍ଲକ୍ ନକରିବେ ତେବେ ଆପଣ ଙ୍କ ଆକାଉଣ୍ଟ୍ କିଏ ହ୍ୟାକ କରି ଆପଣ ଙ୍କ ଆକାଉଣ୍ଟ୍ ରୁ ଟଙ୍କା ନେଇ ପାରେ । ତେଣୁ ଯଦି ଆପଣ ଙ୍କ କାର୍ଡ ଚୋରି ହେଉଛି ତେବେ ଆପଣ ଙ୍କୁ ଶୀଘ୍ର ଆପଣ ଙ୍କ କାର୍ଡ କୁ ବ୍ଲକ୍ କରିବାକୁ ହେବ ।

ତେବେ ସାଧାରଣ ଯେଉଁ ଏଟିଏମ୍ କାର୍ଡ ଅଛି ତାକୁ ଆପଣ ଙ୍କୁ ବ୍ୟାଙ୍କ୍ କୁ ଯାଇ କିମ୍ବା ବ୍ୟାଙ୍କ୍ ର କଷ୍ଟମର କେୟାର ନମ୍ୱର୍ ରେ କଲ୍ କରି ବ୍ଲକ୍ କରିବା ପାଇଁ ପଡ଼ିଥାଏ କିଛି ଲୋକ ଏସେମେସେ କରି ମଧ୍ୟ କାର୍ଡ କୁ ବ୍ଲକ୍ କରି ଥାଆନ୍ତି। ତେବେ ଯଦି ଆପଣ ଆପଣଙ୍କ କାର୍ଡ କୁ ତୁରନ୍ତ ବ୍ଲକ୍ ନକରିବେ ତେବେ ଆପଣଙ୍କ କାର୍ଡ କୁ ଆଉ କିଏ ମିସ୍ ୟିଉଜ୍ ମଧ୍ୟ କରି ପାରେ। ତେଣୁ ଆପଣ ଙ୍କୁ ଆପଣ ଙ୍କ କାର୍ଡ ତୁରନ୍ତ ବ୍ଲକ୍ କରିବାକୁ ପଡ଼ିବ।

ତେବେ ଯଦି ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବ୍ୟବହାର କରୁଛନ୍ତି ତେବେ ଆପଣ ନେଟ ବ୍ୟାଙ୍କିଙ୍ଗ ଜରିଆ ରେ ଆପଣ ଙ୍କ ଏଟିଏମ୍ କାର୍ଡ କୁ ବ୍ଲକ୍ କରିବାକୁ ପଡ଼ିବ । ତେବେ ନେଟ ବ୍ୟାଙ୍କିଙ୍ଗ ଜରିଆ ରେ ଆପଣ ଙ୍କ ଏଟିଏମ୍ କାର୍ଡ କୁ ବ୍ଲକ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରଥମେ ନିଜର ୟୁଜର ଆଇଡି ଆଉ ପାସୱର୍ଡ ଦେଇ ଲଗ୍ ଅନ୍ କରନ୍ତୁ।

ଏହା ପରେ ଏଟିଏମ୍ କାର୍ଡ ସର୍ଭିସ୍ କୁ ଯିବେ ଓ ସେଥିରେ ବ୍ଲକ୍ ଏଟିଏମ୍ କାର୍ଡ ରେ କ୍ଲିକ୍ କରିବେ ।ତେବେ ସେଥିରେ ଆପଣ ଙ୍କୁ ନିଜର ଏଟିଏମ୍ କାର୍ଡ , କ୍ରେଡିଟ କାର୍ଡ ସବୁ ସୋ କରିବ। ସେଥିରେ ଆପଣ ଯେଉଁ କାର୍ଡ କୁ ବ୍ଲକ କରିବାକୁ ଚାହୁଛନ୍ତି ସେଥିରେ କ୍ଲିକ୍ କରନ୍ତୁ ।ଏହା ପରେ ଆପଣ ଙ୍କ ମୋବାଇଲ କୁ ଓଟିପି ଯିବ ସେଠାରେ ଓଟିପି ଦେବା ପରେ ଆପଣଙ୍କ କାର୍ଡ ବ୍ଲକ୍ ହୋଇଯିବ ।

ଏହା ସହିତ ଆପଣ ଇମେଲ ଆଇଡି ଦ୍ଵାରା ମଧ୍ୟ କାର୍ଡ ବ୍ଲକ୍ କରି ପାରିବେ । ଏଥିପାଇଁ ଅଲଗା ଅଲଗା ବ୍ୟାଙ୍କ୍ ର ଅଲଗା ଅଲଗା ଇମେଲ ଆଇଡି ରହିଛି ସେଠୀ ଆପଣ ନିଜର ଏଟିଏମ୍ କାର୍ଡ ନମ୍ବର ଓ ନାମ ଠିକଣା ଆଦି ଲେଖି ବ୍ଲକ୍ କରିବା ପାଇଁ ଲେଖିଲେ ଆପଣ ଏଟିଏମ୍ କାର୍ଡ ବ୍ଲକ୍ ହୋଇଯିବ । ଏହା ସହିତ ଏସେମେସ ମାଧ୍ୟମ ରେ ମଧ୍ୟ କାର୍ଡ ବ୍ଲକ୍ କରି ପାରିବେ। ଅଲଗା ଅଲଗା ବ୍ୟାଙ୍କ୍ ର ଅଲଗା ନମ୍ବର ରହିଛି ଯାହା ଦ୍ଵାରା ଆପଣ ନିଜ କାର୍ଡ ବ୍ଲକ୍ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।