Jyotisa Shastra – ଜାନୁଆରୀ ମାସର ଆରମ୍ଭ ହେଉଛି ବଡ ରାଜଯୋଗ, ଏହି ୪ ଟି ରାଶିଗୁଡିକରୁ ମିଳିବ ଖୁସିଖବର…

ଅନେକ ସମସ୍ୟା ଅସୁବିଧା ଏବଂ ଶଙ୍କଟ ଭିତରେ ବର୍ଷ ୨୦୨୦ ବିଦାୟ ନେଇଛି।ତାପରେ ଅନେକ ଆଶା ଏବଂ ସୁଖର ସମ୍ଭାର ନେଇ ଆସିଛି ନବବର୍ଷ ୨୦୨୧। ତେବେ ଏହା କିପରି ଆମ ସମସ୍ତଙ୍କ ପାଇଁ ରହିବ।ଏହି ବର୍ଷ ଆପଣଙ୍କ ପାଇଁ କେଉଁ ଫଳ ପ୍ରଦାନ କରିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିବର୍ଷ ଆରମ୍ଭ ରୁ ଏହା ଗ୍ରହ, ନକ୍ଷତ୍ର ମାନଙ୍କର ଚଳନ ରୁ କେଉଁ ପ୍ରକାର ପ୍ରଭାବ ଲୋକଙ୍କ ଉପରେ ପଡ଼ିଥାଏ ତାହା ଜଣା ପଡ଼ିଥାଏ।ଯଦି କୌଣସି କାରଣରୁ କିଛି କ୍ଷେତ୍ରରେ ଗ୍ରହ ନକ୍ଷତ୍ରରେ କିଛି ପରିବର୍ତ୍ତନ ପରିଲକ୍ଷିତ ହୁଏ, ତେବେ ରାଶି ମାନଙ୍କ ଉପରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ।

ତେବେ ଏହି ସବୁ ଗ୍ରହ, ଉପଗ୍ରହ ମାନଙ୍କର ଚଳନ କାରଣରୁ କିଛି ରାଶି ଉପରେ ଏହାର ଭଲ ପ୍ରଭାବ ପକାଇଥାଏ,ପୁଣି କିଛି ରାଶି ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପକାଇଥାଏ। ତେଣୁ ଏହା ସ୍ପଷ୍ଟ ଯେ ଯେଉଁ ରାଶି ମାନଙ୍କ ଉପରେ ଏହାର ଶୁ ପ୍ରଭାବ ପଡ଼ିବ ସେମାନେ ବହୁତ୍ ଉନ୍ନତି ଦେଖିବେ ତାଙ୍କ ଜୀବନରେ ବହୁତ୍ ସଫଳତା ପାଇବେ। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ ୨୦୨୧ ଜାନୁଆରୀ ମାସ ଆରମ୍ଭରୁ କେଉଁ ସବୁ ରାଶି ମାନଙ୍କର ରାଜ ଯୋଗ ଅଛି, କେଉଁ ସବୁ ରାସି ମାନେ ବହୁତ୍ ଉନ୍ନତି ସାଧନ କରିବେ ଏବଂ ସଫଳତାର ଶୀର୍ଷକୁ ଯିବେ।

୧) କନ୍ୟା-

ମାତା ଲକ୍ଷ୍ମୀଙ୍କ ଆଶିର୍ବାଦ ଆପଣଙ୍କ ଉପରେ ରହିଥିବା କାରଣରୁ ଆପଣ ଅନେକ ସମୃଦ୍ଧିଶାଲି ହେବା ସହିତ ଧନ ସମ୍ପଦ ର ଅଧିକାରୀ ହେବେ। ଅନେକ ଶୁଭ ଫଳ ପ୍ରାପ୍ତ ହେବ ଏବଂ ଜୀବନରେ ଆଶା କରିଥିବା ଜିନିଷ ଏବଂ କାମ ଆପଣଙ୍କୁ ମିଳିବ।ସେହି କ୍ରମରେ ଆପଣ ଅନେକ କ୍ଷେତ୍ରରେ ନିଜକୁ ବିଜୟୀ କରି ପାରିବେ।

୨) କୁମ୍ଭ-

ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଏହି ବର୍ଷଟି ଆପଣଙ୍କ ପାଇଁ ବହୁତ୍ ଭଲ ରହିବ। ଆପଣଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ଶୁଭ ପ୍ରଦ ହେବ, ଯେ କୌଣସି କାମରେ ହାତ ମାରିଲେ ଆପଣ ତାହାକୁ ସଫଳ ରୂପାୟନ କରି ପାରିବେ।

୩) ସିଂହ-

ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ। ଶିକ୍ଷା ଏବଂ କଳା କ୍ଷେତ୍ରରେ ଆପଣଙ୍କୁ ଉଲ୍ଲେଖନୀୟ ସଫଳତା ମିଳିବ। ଧନ ସମ୍ପଦ ବୃଦ୍ଧି ପାଇବ। ଅନେକ ସମାଧାନ ହୋଇ ପାରୁ ନଥିବା କାମ ସମାଧାନ ହେବ। ପାରିବାରିକ ବିବାଦ ର ମଧ୍ୟ ସମାଧାନ ମିଳିବ ଏବଂ ପାରିବାରିକ ଖୁସି ପ୍ରାପ୍ତ ହେବ।

୪) ମେଷ-

ଆପଣଙ୍କ ପାଇଁ ଏହି ବର୍ଷଟି ମଧ୍ୟ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ।ଜାନୁୟାରୀ ମାସ ଆରମ୍ଭରେ ରାଜ ଯୋଗ କାରଣରୁ ବିଶେଷ କରି ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ, ସାମାଜିକ ପ୍ରତିଷ୍ଠା ବଢ଼ିବ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆଶାନୁରୂପ ଫଳ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।