ଜଙ୍ଗଲ ଭିତରେ ପ୍ରେମି ଯୁଗଳ କରୁଥିଲେ ରୋମାନ୍ସ ! ସେମାନଙ୍କୁ ଧରିଲେ ସ୍ଥାନୀୟ ଲୋକ । ଆଉ ତାପରେ………

ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ରୋକିବା ପାଇଁ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଦେଖାଉଛନ୍ତି।ହେଲେ ଖାତିର କରୁ ନାହାନ୍ତି ଅପରାଧୀ। ପ୍ରତ୍ୟେକ ଦିନ ମୋବାଇଲ ରୁ ମୋବାଇଲ ଏପରି କିଛି ଫଟୋ ଭାଇରାଲ ହେଉଛି ଯାହା ସଭ୍ୟ ସମାଜ ର ମୁଣ୍ଡ ତଳକୁ କରି ଦେଉଛି।

ଏହି ଅସାମାଜିକ ବ୍ୟକ୍ତି ମାନେ ବାରମ୍ବାର ଏମିତି ନିରୀହ ଝିଅ ଙ୍କ ଫଟୋ ଭାଇରାଲ କରି ସେମାନଙ୍କୁ ଆତ୍ମହତ୍ୟା କରିବା କୁ ବାଧ୍ୟ କରୁଛନ୍ତି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆଜିର ସମାଜ ରେ ହେଉ ଥିବା ଅପରାଧ ରେ ଅପରାଧି ମାନଙ୍କର ଯେତିକି ଭୁଲ ,ପ୍ରେମି ଯୁଗଳ ମାନଙ୍କର ମଧ୍ୟ ସେତିକି ଭୁଲ।କାରଣ ଆଜିର ପ୍ରେମି ଯୁଗଳ ମାନେ ପ୍ରେମ କୁ କଳଙ୍କିତ କରି ସାରିଲେଣି।

ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଭଗବାନ ଶ୍ରୀକୃଷ୍ଣ ଯେଉଁ ପ୍ରେମର ବ୍ୟାଖ୍ୟା କରି ଥିଲେ ତାହା ଏମାନେ ଭୁଲି ଗଲେଣି।ପ୍ରେମ ହେଉଛି ସବୁଠାରୁ ପବିତ୍ର କାର୍ଯ୍ୟ।ପ୍ରେମ ଶାଶ୍ୱତ ଓ ପ୍ରେମ ଆମର।କିନ୍ତୁ ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।

ଯାହା ବାସ୍ତବରେ ଏକ ଭୁଲ ମାନସିକତା।ଦୁଇଟି ଆତ୍ମାର ମିଳନକୁ ପ୍ରେମ କୁହାଯାଏ କିନ୍ତୁ ଏମାନେ ଦୁଇ ଦେହର ମିଳନକୁ ପ୍ରେମ ଭାବୁଛନ୍ତି।ବାରମ୍ବାର ଏପରି ନିନ୍ଦନୀୟ କାର୍ଯ୍ୟ କରି ଏମାନେ ପ୍ରେମ ପରି ଏକ ପବିତ୍ର ସମ୍ପର୍କରେ କଳଙ୍କର ଟୀକା ଲଗାଉଛନ୍ତି।ଟିକେ ଫାଙ୍କା ବା ନିଛାଟିଆ ସ୍ଥାନ ଦେଖିବା ମାତ୍ରେ ଆରମ୍ଭ କରି ଦେଉଛନ୍ତି ରୋମାନ୍ସ ଯାହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି।ଏବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଏମିତି କିଛି ଘଟଣା ର ଭିଡ଼ିଓ ଭାଇରାଲ ହୋଇଛି।

ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏକ ନିଛାଟିଆ ସ୍ଥାନରେ ଏକ ପ୍ରେମି ଯୁଗଳ ବସି ରୋମାନ୍ସ କରୁ ଥିଲେ।ଏହି ସମୟରେ କିଛି ଦୁର୍ବୁତ୍ତ ଚୁପଚାପ ଆସି ସେମାନଙ୍କ ର ଭିଡ଼ିଓ କଏଦ କଲେ ଏବଂ ତାଙ୍କ ପାଖକୁ ଯାଇ ସେମାନଙ୍କୁ ଗାଳି ଗୁଲଜ ସହିତ ଧମକ ଚମକ ଦେଲେ।

ସେମାନଙ୍କ ଭିଡ଼ିଓ ଭାଇରାଲ କରିବାର ବ୍ଲକମେଲିଂ ମଧ୍ୟ କଲେ।ସେହି ଯୁବକ ଯୁବତୀ ହାତ ଧରି ଯେତେ କାକୁତି ମିନତୀ ହେଲେ ମଧ୍ୟ ସେମାନେ ଶୁଣିଲେ ନାହିଁ।ଶେଷରେ ସେମାନେ ଦୁର୍ବୁତ୍ତ ମାନଙ୍କ ଗୋଡ଼ ମଧ୍ୟ ଧରିଲେ କିନ୍ତୁ ସେମାନେ ଶୁଣିଲେ ନାହିଁ।ଏହି ଭିଡ଼ିଓ ଟି ପଶ୍ଚିମବଙ୍ଗ ର ବୋଲି ଅନୁମାନ କରାଯାଉଛି କାରଣ ସେମାନେ ବଙ୍ଗଳା ରେ କଥା ହେଉଛନ୍ତି।ଶେଷରେ ଦୁର୍ବୁତ୍ତ ମାନେ ପ୍ରେମି ଯୁଗଳଙ୍କୁ ମୋବାଇଲ ଏବଂ ପାଖରେ ଥିବା ଟଙ୍କା ମାଗିଲେ।

ଏବଂ ଦୁଇଟି ମୋବାଇଲ ଓ ଟଙ୍କା ଧରି ଚାଲି ଗଲେ। ଏହି ଭିଡ଼ିଓ ର ଶେଷରେ ଜଣା ପଡ଼ିଲା କି ସେମାନେ ଆଜିର ଆଧୁନିକ ପ୍ରେମି ଯୁଗଳଙ୍କୁ ସଚେତନ କରାଇବା ପାଇଁ ଏହି ଭିଡ଼ିଓ ଟି ରେକର୍ଡ କରିଥିଲେ।ସେମାନେ ଏହି ଭିଡ଼ିଓ ମାଧ୍ୟମରେ ସମାଜକୁ ବାର୍ତ୍ତା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।