ଜଙ୍ଗଲ ଭିତରେ ପ୍ରେମି ଯୁଗଳ କରୁଥିଲେ ଖେଳ।କିଛି ଯୁବକ ପହଞ୍ଚି ଭାଇରାଲ କଲେ ଜଙ୍ଗଲ ଭିତରେ ପ୍ରେମି ଯୁଗଳଙ୍କ ରୋମାନ୍ସ ଭିଡ଼ିଓ

କିଶୋର ବୟସ ରେ ପ୍ରେମ ର ପରିଭାଷା କଣ ଜାଣିବା ଆଗରୁ ଉତ୍ସୃଙ୍ଖଳା ର ସ୍ତର ଡେଇଁ ସାରିଲେଣି ଆଜିର ପ୍ରେମି ଯୁଗଳ।ପ୍ରେମ କରିବା ଭୁଲ ନୁହେଁ, କିନ୍ତୁ ସର୍ବସାଧାରଣ ରେ ଏପରି କାର୍ଯ୍ୟ କରି ପ୍ରେମ କୁ ବଦନାମ କରିବା ହିଁ ପାପ।କିନ୍ତୁ ଏହାକୁ ବୁଝୁ ନାହାନ୍ତି ଆଜିର ଏହି ପ୍ରେମି ଯୁଗଳ।ନିଜର କାମନା ବାସନା ଏବଂ ପରସ୍ପର ପ୍ରତି ଥିବା ଆକର୍ଷଣ କୁ ସେମାନେ ପୂରଣ କରିବା ପାଇଁ କୌଣସି ବି ସ୍ଥାନ କୁ ଛାଡ଼ୁ ନାହାନ୍ତି।

ପ୍ରେମ ଓ ଭଲ ପାଇବା ଏକ ନିଆରା ଏବଂ ସୁନ୍ଦର ଅନୁଭବ ଅଟେ।ପୁରାତନ ସମୟର ପ୍ରେମ ଓ ଆଜିର ସମୟର ପ୍ରେମ ଭିତରେ ଦେଖିବାକୁ ମିଳୁଛି ଅନେକ ତାରତମ୍ୟ।ଆଜିର ଏହି ପ୍ରେମି ଯୁଗଳ ପ୍ରେମ କୁ ବିଚ ବଜାର ରେ ନିଲାମ କରି ସାରିଲେଣି।

ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଭଗବାନ ଶ୍ରୀକୃଷ୍ଣ ଯେଉଁ ପ୍ରେମର ବ୍ୟାଖ୍ୟା କରି ଥିଲେ ତାହା ଏମାନେ ଭୁଲି ଗଲେଣି।ପ୍ରେମ ହେଉଛି ସବୁଠାରୁ ପବିତ୍ର କାର୍ଯ୍ୟ।ପ୍ରେମ ଶାଶ୍ୱତ ଓ ପ୍ରେମ ଆମର।କିନ୍ତୁ ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।

ଯାହା ବାସ୍ତବରେ ଏକ ଭୁଲ ମାନସିକତା।ଦୁଇଟି ଆତ୍ମାର ମିଳନକୁ ପ୍ରେମ କୁହାଯାଏ କିନ୍ତୁ ଏମାନେ ଦୁଇ ଦେହର ମିଳନକୁ ପ୍ରେମ ଭାବୁଛନ୍ତି।ବାରମ୍ବାର ଏପରି ନିନ୍ଦନୀୟ କାର୍ଯ୍ୟ କରି ଏମାନେ ପ୍ରେମ ପରି ଏକ ପବିତ୍ର ସମ୍ପର୍କରେ କଳଙ୍କର ଟୀକା ଲଗାଉଛନ୍ତି।ଟିକେ ଫାଙ୍କା ବା ନିଛାଟିଆ ସ୍ଥାନ ଦେଖିବା ମାତ୍ରେ ଆରମ୍ଭ କରି ଦେଉଛନ୍ତି ରୋମାନ୍ସ ଯାହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି।

ଆଜି ଆମେ ଆପଣଙ୍କୁ ଏମିତି ଏକ ଭାଇରାଲ ଭିଡ଼ିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ବି ଲଜ୍ଜିତ ହେବେ।ଏଥିରେ ଦେଖିବାକୁ ମିଳିଛି ଏକ ଜଙ୍ଗଲ ମଧ୍ୟରେ ଯୁବକ ଜଣଙ୍କ ତାଙ୍କ ପ୍ରେମିକା ଙ୍କ ସହିତ ରୋମାଣ୍ଟିକ ହେବାକୁ ଚେଷ୍ଟା କରୁଛନ୍ତି ।ତାଙ୍କ ପ୍ରେମିକା କିନ୍ତୁ ଟିକିଏ ଲାଜ କରୁଛନ୍ତି।

ପ୍ରେମିକ ପ୍ରେମିକା ପରସ୍ପର ସହ ନିବିଡ଼ ହେବାକୁ ଚେଷ୍ଟା କରୁଛନ୍ତି। ଉଭୟ ସେମାନଙ୍କର ପ୍ରେମର ଆଳାପ ଓ ରୋମାନ୍ସ ଜଙ୍ଗଲ ମଧ୍ୟରେ ଅନ୍ୟର ଅଜାଣତରେ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ କିନ୍ତୁ ଭାବୁ ନାହାନ୍ତି କି ତାଙ୍କର ଏହି କାର୍ଯ୍ୟ କୁ କେହି କ୍ୟାମେରାରେ ରେକର୍ଡ କରି ଏମିତି ଭାଇରାଲ କରିବ ବୋଲି।

ମାତ୍ର ଏହି ସମୟରେ କିଛି ଯୁବକ ପହଂଚି ସେମାନଙ୍କ ଭିଡ଼ିଓ ରେକର୍ଡ କରିଛନ୍ତି ଓ ସୋସିଆଲ ମିଡ଼ିଆ ରେ ଭାଇରାଲ ମଧ୍ୟ କରିଛନ୍ତି।ଏହା ସହିତ ଜଙ୍ଗଲରେ ଏପରି ଖରାପ କାମ କରୁଥିବା ରୁ ସେହି ଲୋକମାନେ ସେମାନଙ୍କୁ ଗାଳି ଗୁଲଜ କରିଥିଲେ।

ତେବେ ଏହି ଭିଡ଼ିଓ ଟି ଝାଡ଼ଖଣ୍ଡ ର ଚନ୍ଦ୍ରପୁର ଥାନା ଅନ୍ତର୍ଗତ ପାକି ପାଲମୁ ନିକଟସ୍ଥ ଏକ ଜଙ୍ଗଲରେ ରେ ଘଟିଛି।ସେହି ଯୁବକଙ୍କ ନାମ ଶୀତଳ କୁମାର ମେହେତା ଆଉ ଝିଅ ର ନାମ ପଲଭିକ୍ ମହାନ୍ତି ବୋଲି ଜଣା ପଡ଼ିଛି।ତେବେ ସେହି ଯୁବତୀ ଜଣଙ୍କ ଅତି ଅଳ୍ପ ବୟସର ବୋଲି ଜଣା ପଡ଼ୁଛନ୍ତି।ଏହି ଘଟଣା ଟି ଅଳ୍ପ ବୟସର ପ୍ରେମି ଯୁଗଳଙ୍କୁ ଏକ ଶିକ୍ଷା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।