ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

ଆଜିର ଆପଣ ମାନଙ୍କୁ ଏମିତି ଜ୍ଞାନ ବିଷୟରେ ରେ କହିବୁ ସେହି ପ୍ରଶ୍ନ ଗୁଡିକ ଅଧିକ ଜାଣିବା ଆବଶ୍ୟକ l ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ l ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ l

ଆସନ୍ତୁ କିଛି ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା lବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ l ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ l ଆମେ ଆପଣକୁ କିଛି ଅତି ସାଧାରଣ କିନ୍ତୁ ଆପଣ ଜାଣି ନଥିବେ ଏହିଭଳି କିଛି ଜୀବ ବିଜ୍ଞାନ ରୁ ଦଶ ଟି ପ୍ରଶ୍ନ କହିବୁ ଯାହା ଆପଣ ଜାଣି ଖୁସି ହେବେ l ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ?

1, ଯେତେବେଳେ ରାଷ୍ଟ୍ରପତି ପଦ ଶୂନ ପଡିଲେ ସେତେ ବେଳେ ଉପରାଷ୍ଟ୍ରପତି ସର୍ବାଧିକ କେତେ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ରାଷ୍ଟ୍ରପତି ରୂପେ କାର୍ଯ୍ୟ କରନ୍ତି ?
ଉତ୍ତର :- 6 ମାସ l

2, ମହାଭିଯୋଗ ପ୍ରସ୍ତାବ ଆଗତ କରିବା ପାଇଁ ସଂସଦ ର ଯେ କୌଣସି ସଭ୍ୟ ର ଗୃହ ର ସଭ୍ୟ ମାନେ ଲିଖିତ ନୋଟିସ ଆଗତ କରି ଥାନ୍ତି ?
ଉତ୍ତର. 14 ଦିନ l

3, ନିମ୍ନୋକ୍ତ ମଧ୍ୟ ରୁ କିଏ ଅର୍ଥ ଆୟୋଗ ଗଠନ କରନ୍ତି ?
ଉତ୍ତର. ରାଷ୍ଟ୍ରପତି l

4, ନିମ୍ନୋକ୍ତ ମଧ୍ୟ ରୁ କିଏ ଆମ ଦେଶ ରେ ପ୍ରତି ରକ୍ଷ୍ୟା ବାହିନୀ ର ସର୍ବୋଚ୍ଚ ସେନା ଦକ୍ଷ ଅଟେ ?
ଉତ୍ତର. ରାଷ୍ଟ୍ରପତି l

5, ସମ୍ଭିଧାନ ର କେଉଁ ଧାରା ଅନୁସାରେ କୌଣସି ରାଜ୍ୟ ରେ ରାଷ୍ଟ୍ରପତି ଶାସନ ଜାରି ହୁଏ ?
ଉତ୍ତର.356 ଧାରା l

6, କଲେକ୍ଟର ପଦବୀ କେବେ ସୃଷ୍ଟି ହୋଇଥିଲା ?
ଉତ୍ତର. 1772 l

7, ଆମ ଦେଶ ରେ କିଏ ଆର୍ଥିକ ଜରୁରୀ ପରିସ୍ଥିତି ଜାରି କରନ୍ତି ?
ଉତ୍ତର. ରାଷ୍ଟ୍ରପତି l

8, କୌଣସି ରାଜ୍ୟରେ ସର୍ବାଧିକ ରାଷ୍ଟ୍ରପତି ଶାସନ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବା ର ବ୍ୟବସ୍ଥା ରହିଛି ?
ଉତ୍ତର. 3 ବର୍ଷ l

9, ରାଷ୍ଟ୍ରପତି କେତେ ଦିନ ପର୍ଯ୍ୟନ୍ତ ନିର୍ବାଚନ ହୋଇଥାନ୍ତି ?
ଉତ୍ତର. 5 ବର୍ଷ l

10, କିଏ ତା ନବଜାତ ସନ୍ତାନ ଙ୍କୁ ଦେଖିବା ପୂର୍ବରୁ ମୃତ୍ୟୁ ବାରଣ କରି ଥାଏ ?
ଉତ୍ତର. ପ୍ରଜାପତି l

11. ଭାରତର ଜାତିୟ ପଶୁ ର ନାମ କ’ଣ ?

ଉତ୍ତର. ବାଘ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।