ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ମହାଭାରତ ର ଏମିତି କିଛି ପାଠ ରହିଥାଏ । ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ଆସନ୍ତୁ କିଛି ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା

1, ଭଗବାନ କେଉଁ ଯୁଗ ରେ ଶ୍ରୀ ରାମ ରୂପ ଧାରଣ କରି ଥିଲେ ?
ଉତ୍ତର :-ତ୍ରେତୟା ଯୁଗ l

2, ଦେବ ରାଜ ଇନ୍ଦ୍ର ଙ୍କର ବାହାନ କଣ ?
ଉତ୍ତର :- ଐରାବତ ଅଶ୍ୱ

3, ପୁରାଣ ରେ ଥିବା ରାକ୍ଷସ ମାନଙ୍କର ଗୁରୁ କିଏ ?
ଉତ୍ତର :-ଶୁକ୍ରାଚାର୍ଯ୍ୟ l

4, କେଉଁ ଦେବତା ଙ୍କର ରଥ କୁ ସାତ ଟି ଘୋଡା ମିଶି ଟାଣି ଥାନ୍ତି ?
ଉତ୍ତର :- ସୂର୍ଯ୍ୟ l

5, କେଉଁ ଦେବତା ସଂଜୀବନୀ ମନ୍ତ୍ର ଉଦ୍ଭାବନ କରି ଥିଲେ ?
ଉତ୍ତର :- ଶୁକ୍ରାଚାର୍ଯ୍ୟ l

6, ଭଗବାନ ଶ୍ରୀ କୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରି ଥିଲେ ?
ଉତ୍ତର :- ଦ୍ୱାପର ଯୁଗ l

7, ଭଗବାନ ରାମ ଙ୍କର ଗୁରୁ କିଏ ଥିଲେ ?
ଉତ୍ତର :-ବିଶ୍ଵାମିତ୍ର l

8, ଭଗବାନ ଶ୍ରୀ କୃଷ୍ଣ ଙ୍କର ଗୁରୁ କିଏ ଥିଲେ ?
ଉତ୍ତର :- ସନ୍ଦୀପନି l

9, ଭାରତ ଙ୍କର ପତ୍ନୀ ଙ୍କର ନାମ କଣ ?
ଉତ୍ତର :- ମାଣ୍ଡବୀ l

10, ଭଗବାନ ବିଷ୍ଣୁ କେଉଁଠି ବାସ କରନ୍ତି ?
ଉତ୍ତର :- ବୈକୁଣ୍ଠ ରେ l

11, କୈଳାଶ ରେ କେଉଁ ଦେବତା ରହି ଥାନ୍ତି ?
ଉତ୍ତର :-ଶିବ l

12, ଦେବତା ବ୍ରହ୍ମl କେଉଁଠି ରହି ଥାନ୍ତି ?
ଉତ୍ତର :- ସତ୍ୟ ଲୋକ ରେ l

13, କେଉଁ ଦେବତା ସବୁ ବେଳେ ଜୋତା ବିନ୍ଧି ରହି ଥାନ୍ତି ?
ଉତ୍ତର :- ସୂର୍ଯ୍ୟ ଦେବତା l

14, ରୁକ୍ମଣୀ କୁ କେଉଁ ଦେବତା ବିବାହ କରି ଥିଲେ ?
ଉତ୍ତର :-ଶ୍ରୀ କୃଷ୍ଣ l

15, ଦଶରଥ ଙ୍କର ତିନି ରାଣୀ ଙ୍କର ନାମ କଣ ,?
ଉତ୍ତର :- କୌଶଲ୍ୟା, କକେଇ , ସୁମିତ୍ରା l

16, ଚଉଦ ବର୍ଷ ବନବାସ ସମୟ ରେ ରାମ, ଲକ୍ଷ୍ମଣ , ସୀତା ଙ୍କ ସହିତ ଆଉ କିଏ ରହି ଥିଲେ ?
ଉତ୍ତର :- ସୁମନ୍ତ l

17, ଉର୍ମିଳା କାହା ଙ୍କର ପତ୍ନୀ ଥିଲେ ?
ଉତ୍ତର :- ଲକ୍ଷ୍ମଣ l

18, ସମୁଦ୍ର ପାରି ହେବା ପାଇଁ ହନୁମାନ କେଉଁ ପର୍ବତ ରୁ ଡ଼ିଆ ମାରି ଥିଲେ ?
ଉତ୍ତର :- ମହେନ୍ଦ୍ର ପର୍ବତ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।