ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜିର ଏହି ଲେଖାରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏମିତି ପ୍ରଶ୍ନ ଯାହା ବଡ଼ ବଡ଼ ପରୀକ୍ଷା ପାଇଁ ହେଉଥିବା ସାକ୍ଷାତକାର ରେ ପଚରା ଯାଇଥାଏ। ଯେଉଁ ସବୁ ପ୍ରଶ୍ନ ଗୁଡ଼ିକ ପାଇଁ ମାନସିକ ଦକ୍ଷତା ର ବ୍ୟବହାର କରିବାକୁ ପଡ଼ିବ। ପ୍ରଶ୍ନ ଗୁଡ଼ିକ ଶୁଣିଲା ପରେ ଆପଣଙ୍କୁ ହୁଏତ ଏହାର ଉତ୍ତର କିଛି ଅଜବ ଲାଗିପାରେ କିନ୍ତୁ ବାସ୍ତବରେ ଏହାର ସକାରାତ୍ମକ ଦିଗ ରହିଛି ଏବଂ ଏଥିପାଇଁ ଆପଣଙ୍କୁ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରିବା ନିହାତି ଆବଶ୍ୟକ।ଆଜି ଆମେ ଜାଣିବା ରାମାୟଣ ର କିଛି ପ୍ରଶ୍ନ ବିଷୟ ରେ ।

1- ହନୁମାନ ସୀତା କୁ ଖୋଜିବା ପାଇଁ ଯିବା ବେଳେ ରାମ ଙ୍କ ଠାରୁ କଣ ନେଇଥିଲେ ?
ଉତ୍ତର -ହନୁମାନ ସୀତା କୁ ଖୋଜିବା ପାଇଁ ଯିବା ବେଳେ ରାମ ଙ୍କ ଠାରୁ ମୁଦ୍ରିକା ନେଇଥିଲେ ।।

2- ମହି ରାବଣ ଭିବିଷଣ ଙ୍କ ରୂପ ଧାରଣ କରି ରାମ ଓ ଲକ୍ଷଣ କୁ କେଉଁ ଠିକୁ ନେଇ ଯାଇ ଥିଲେ ?
ଉତ୍ତର -ମହି ରାବଣ ଭିବିଷଣ ଙ୍କ ରୂପ ଧାରଣ କରି ରାମ ଓ ଲକ୍ଷଣ କୁ ପାତାଳ ଭିତରକୁ ନେଇ ଯାଇ ଥିଲେ

 

3- ରାମ ଲକ୍ଷଣ ସୀତା କୁ ଖୋଜିବା ସମୟ ରେ କାହା ସହିତ ଭେଟ ହୋଇ ଥିଲା ?
ଉତ୍ତର – ଜଟାୟୁ ସହିତ

 

4- ଶିବ ଧନୁ ସଭା ସ୍ଥଳ ରେ କିଏ ଭାଙ୍ଗି ଥିଲେ ?
ଉତ୍ତର -ଶିବ ଧନୁ ସଭା ସ୍ଥଳ ରେ ରାମ ଭାଙ୍ଗି ଥିଲେ

 

5- ଅଗସ୍ତ୍ୟ ଋଷି ନହୁଷ ଙ୍କୁ କି ଅଭିଶାପ ଦେଇ ଥିଲେ ?
ଉତ୍ତର -ଅଗସ୍ତ୍ୟ ଋଷି ନହୁଷ ଙ୍କୁ ସାପ ହୋଇ ଯିବାର ଅଭିଶାପ ଦେଇ ଥିଲେ

6- ରାବଣ କାହା ଠାରୁ ବର ଲାଭ କରି ଥିଲେ ?
ଉତ୍ତର – ରାବଣ କାହା ବ୍ରହ୍ମା ଙ୍କ ଠାରୁ ବର ଲାଭ କରି ଥିଲେ

7- ବ୍ରହ୍ମ ହତ୍ୟା ପାପ ରୁ ଇନ୍ଦ୍ର କିପରି ମୁକ୍ତି ପାଇଲେ ?
ଉତ୍ତର -ବ୍ରହ୍ମ ହତ୍ୟା ପାପ ରୁ ଇନ୍ଦ୍ର ଅଶ୍ଵମେଧ ଯଜ୍ଞ କରିବା ଦ୍ଵାରା ମୁକ୍ତି ପାଇଲେ

8- ମାୟା ମୃଗ କୁ କିଏ ଚିହ୍ନି ପାରିଲେ ?
ଉତ୍ତର – ମାୟା ମୃଗ କୁ ଲକ୍ଷ୍ମଣ ଚିହ୍ନି ପାରିଲେ

9- ସେତୁ ବନ୍ଧ ନିର୍ମାଣ କରିବା ପାଇଁ କେତେ ଦିନ ଲାଗି ଥିଲା ?
ଉତ୍ତର – ପାଞ୍ଚ ଦିନ

10 – ଶୁଦ୍ର ମୁନି କୁ କିଏ ହତ୍ୟା କରି ଥିଲେ ?
ଉତ୍ତର -ଶୁଦ୍ର ମୁନି କୁ ରାମ ହତ୍ୟା କରି ଥିଲେ

11- ମିଥିଳା ରୁ ଫେରି ଭରତ ଓ ଶତୃଘ୍ନ କେଉଁଠାକୁ ଗଲେ ?
ଉତ୍ତର -ମିଥିଳା ରୁ ଫେରି ଭରତ ଓ ଶତୃଘ୍ନ ମାମୁ ଘର କୁ ଯାଇ ଥିଲେ

12- ସୂପର୍ଣାଖା ର ସ୍ବାମୀ ଙ୍କୁ କିଏ ମାରି ଥିଲେ ?
ଉତ୍ତର -ସୂପର୍ଣାଖା ର ସ୍ବାମୀ ଙ୍କୁ ରାମ ମାରି ଥିଲେ ।

13- ବୈଷ୍ଣବ ଧନୁ କୁ ରାମ କାହାକୁ ପ୍ରଦାନ କରି ଥିଲେ ?
ଉତ୍ତର – ବୈଷ୍ଣବ ଧନୁ ବରୁଣ କୁ ରାମ ପ୍ରଦାନ କରି ଥିଲେ

14- ପଞ୍ଚବାତୀ କେଉଁ ଠାରେ ଅବସ୍ଥିତ ଅଟେ ?
ଉତ୍ତର – ଗୋଦାବରୀ ନଦୀ କୂଳରେ

15- ରାବଣ ସୀତା ଙ୍କୁ କେଉଁ ଥିରେ ବସାଇ ଲଙ୍କା କୁ ନେଇ ଥିଲେ ?

 

ଉତ୍ତର – ରାବଣ ସୀତା ଙ୍କୁ ପୁଷ୍ପକ ବିମାନ ରେ ବସାଇ ଲଙ୍କା କୁ ନେଇ ଥିଲେ

16 – ରାବଣ ସୀତା ଙ୍କୁ ନେଇ କେଉଁ ଠାରେ ରଖି ଥିଲେ ?
ଉତ୍ତର – ରାବଣ ସୀତା ଙ୍କୁ ନେଇ ଅଶୋକ ବନ ରେ ରଖି ଥିଲେ।

17- ରାମାୟଣ କିଏ ରଚନା କରି ଥିଲେ ?
ଉତ୍ତର – ବାଲ୍ମୀକି ରାମାୟଣ ରଚନା କରି ଥିଲେ

18- ବାଲ୍ମୀକି ଙ୍କୁ ରାମାୟଣ ରଚନା କରିବା ପାଇଁ କିଏ ନିର୍ଦ୍ଦେଶ ଦେଇ ଥିଲେ ?
ଉତ୍ତର – ବାଲ୍ମୀକି ଙ୍କୁ ରାମାୟଣ ରଚନା କରିବା ପାଇଁ ବ୍ରହ୍ମା ନିର୍ଦ୍ଦେଶ ଦେଇ ଥିଲେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।