ollywood news-ଦେଖନ୍ତୁ ସ୍ବାମୀଙ୍କ ସହ ହିରୋଇନ୍ ଜାଙ୍କଲିନ୍ ଙ୍କ ସୁନ୍ଦର ରୋମାଣ୍ଟିକ୍ ଭିଡିଓ……

ଚଳଚ୍ଚିତ୍ର ଦୁନିଆ ରେ ଅଭିନୟ କରୁଥିବା ସବୁ କଳାକାର ମନ ଙ୍କ ଜୀବନ ଶୈଳୀ ଅନେକ ଅଲଗା ହେଇଥାଏ। ସେମାନଙ୍କ ରହିବା ଖାଇବା ଏବଂ ସବୁ କାମ ର କାର୍ଯ୍ୟ କରିବାର ଶୈଳୀ ଅନେକ ଅଲଗା ହେଇଥାଏ। ଅନେକ କଳାକାର ତାଙ୍କ ନିଜ ଜୀବନ ପାଇଁ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି। କିନ୍ତୁ ଆଜି ବି ଏମିତି କିଛି କଳାକାର ଅଛନ୍ତି ଯାହା ଙ୍କ ଚେହେରା ସୋସିଆଲ ମିଡିଆରେ ବହୁ ଅଳ୍ପ ଦେଖିବା କୁ ମିଳେ। ଯେଉଁ ମାନ ଙ୍କ ଜୀବନ ଶୈଳୀ ଜାଣିବାକୁ ଇଛା ଜାଗ୍ରତ ହୁଏ। ଯାହା କି ତାଙ୍କ ଫେନ୍ ମାନ ଙ୍କ ର ଜିଜ୍ଞାସା କୁ ବଢ଼ାଇ ଥାଏ।

ଆଜି ଆମେ ସେହି ପରି କଳାଜଗତ ର ଜଣେ ତାରକା ଙ୍କ ବିଷୟ ରେ କହିବାକୁ ଯାଉଛୁ । ସେ ତାଙ୍କ କଳାକାର ଦୁନିଆ ରେ ବେଶ୍ ଖୁ ସି ରେ ରହୁଥିଲେ। ତେବେ ଆସନ୍ତୁ ଜାଣିବା ଏହି ନାୟିକା ଜଣକ କିଏ ।

ତେବେ ଓଡିଆ ସିରିଏଲ ଜଗତର ହିରୋଇନ ଜାଙ୍କଲିନ୍ ମହାପାତ୍ରଙ୍କୁ ତ ଆପଣ ମାନେ ଜାଣିଥିବେ । ଜାଙ୍କଲିନ୍ ଙ୍କ ଜଣେ ଭଉଣୀ ଅଛନ୍ତି ସୋମାଲିନ୍ । ଆଉ ଜାଙ୍କଲିନ ଏବଂ ସୋମାଲିନ ହେଉଛନ୍ତି ଦୁଇ ଯାଆଁଳା ଭଉଣୀ ଏବଂ ସେମାନେ ଦେଖିବା ପାଇଁ ସଂମ୍ପୂର୍ଣ୍ଣ ଏକା ପରି । ପ୍ରଥମେ ସେମାନେ ନିଜର ଯାତ୍ରା କିଏ ହେବ ମୋ ହିରୋଇନରୁ ଆରମ୍ଭ କରିଥିଲେ ଏହା ପରେ ସେହିଠାରୁ ହିଁ ସେମାନଙ୍କର ଭାଗ୍ୟ ବଦଳି ଯାଇଥିଲା ଅର୍ଥାତ ସେହି ଷ୍ଟେଜ ପରଠାରୁ ସେମାନଙ୍କୁ ମିଳିଥିଲା ବହୁତ ସାରା ଅଫର ।


ଏପରିକି ବର୍ତ୍ତମାନ ସମୟରେ ଅନେକ ସିରିଏଲରେ ନଜର ଆସିଥାନ୍ତି ଜାଙ୍କଲିନ । ତାଙ୍କର ଅଭିନୟ ମଧ୍ୟ ବହୁତ ସୁନ୍ଦର ଅଟେ ବହୁତ କମ ସମୟରେ ସେ ଲୋକମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ନିଜର ଅଭିନୟର ଯାଦୁରେ ଲୋକମାନଙ୍କୁ ନିଜ ପ୍ରତି ଆକୃଷ୍ଟ କରିପାରିଛନ୍ତି । ବର୍ତ୍ତମାନ ଜାଙ୍କଲିନ୍ ଜି ସାର୍ଥକରେ ପ୍ରସାରିତ ହେ ପ୍ରଭୁ ସିରିଏଲ୍ ରେ ବହୁତ ସୁନ୍ଦର ଅଭିନୟ କରୁଛନ୍ତି ।

ତେବେ ଏହି କିଛି ଦିନ ତଳେ ଜାଙ୍କଲିନ୍ ଅଭିନେତା ଅରବିନ୍ଦଙ୍କୁ ପ୍ରେମ ବିବାହ କରିଛନ୍ତି । ଆଉ ବିବାହ ପରେ ଦୁହେଁ ବେଶ ଖୁସି ରହିବା ସହିତ ତାଙ୍କର ପ୍ରତିଟି ମୂହୂର୍ତ୍ତକୁ ସର୍ବଦା ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ତାଙ୍କର ଫ୍ୟାନ୍ ମାନଙ୍କ ପାଇଁ ଏବଂ ବହୁତ ସମୟ ଦୁହେଁ ସୋସିଆଲ ମିଡିଆରେ ଆକ୍ଟିଭି ରହିବା ମଧ୍ୟ ନଜର ଆସୁଛନ୍ତି ।

ଅରବିନ୍ଦଙ୍କ ସହିତ ପ୍ରିତିଟି ଖୁସିର ମୂହୂର୍ତ୍ତକୁ ସେ ସୋସିଆଲ ମିଡିଆରେ ଆପଲୋଡ କରୁଥିବାର ଆପଣ ମଧ୍ୟ ନଜର କରିଥିବେ । ତେବେ ବର୍ତ୍ତମାନ ଦୁହିଁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଯେଉଂଥିରେ ଜାଙ୍କଲିନ୍ ଓ ଅରବିନ୍ଦ ବିବାହ ପରେ ପ୍ରଥମଥର ପାଇଁ ହାଇଦ୍ରାବାଦ ବୁଲିବା ପାଇଁ ଯାଇଛନ୍ତି । ଆଉ ସେଠାରେ ସେମାନେ ବହୁତ ମଜାମସ୍ତି କରିବା ସହିତ ଅନେକ ସାରା ରୋମାଣ୍ଟିକ ଭିଡିଓ ସେମାନଙ୍କର ଫ୍ୟାନ୍ ମାନଙ୍କ ପାଇଁ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ବେଶି ଭାଇରାଲ୍ ହେବା ସହିତ ତାଙ୍କ ଫ୍ୟାନ୍ ମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।