ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ ! ଜଳ ଭିତରେ କୁମ୍ଭୀର ସହିତ ଗାଧୋଇବା ସମୟରେ ଯାହା ଘଟିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ……

ବର୍ତମାନ ସମୟରେ ଲୋକ ମାନେ ହିଂସ୍ର ପଶୁ ମାନଙ୍କ ସହିତ ସେଲ୍ଫି ନେବାକୁ ପସନ୍ଦ କରୁଛନ୍ତି । ଲୋକେ ଅନେକ ପଶୁ ସହିତ ଭିଡିଓ କରି ସୋସିଆଲ ମିଡ଼ିଆରେ ଶେୟାର କରିଥାନ୍ତି । ଯାହା ସୋସିଆଲ ମିଡିଆରେ ଅନେକ ଲୋକ ପସନ୍ଦ କରିଥାନ୍ତି । କେତେକ ଲୋକ ଅଛନ୍ତି ଯେଉଁ ମାନେ ପ୍ରକୃତି ପ୍ରେମୀ ଅଟନ୍ତି । ପ୍ରକୃତି ର ସବୁ ଉପାଦାନ କୁ ସାଇତି ରଖନ୍ତି । ନିଜର ଘରେ ମଧ୍ୟ ପ୍ରକୃତିର ସମସ୍ତ ଜିନିଷ କୁ ନିଜର ଘରେ ସଜେଇ ରଖନ୍ତି ।

ପ୍ରକୃତି ର ସମସ୍ତ ଜୀବ ଙ୍କୁ ଏମାନେ ପୋଷା ମନେଇ ଥାନ୍ତି । ଦେଖିଥିବେ ଯେ ସୋସିଆଲ ମିଡିଆରେ ଅନେକ ଲୋକ ବାଘ ପରି ହିଂସ୍ର ଜୀବକୁ ମଧ୍ୟ ପୋଷl ମନେଇ ସେମାନଙ୍କ ସହିତ ଫୋଟୋ ଶେୟାର କରିଥାନ୍ତି । ଅନେକ ସମୟରେ ପଶୁ ମାନଙ୍କ ସହିତ ମଧ୍ୟ ବସ ବାସ ମଧ୍ୟ୍ୟ କରିଥାନ୍ତି ।

ଏମିତି କି ଅନେକ ଲୋକ ଅଛନ୍ତି ଯେଉଁ ମାନେ କିଛି ହିଂସ୍ର ପଶୁଙ୍କ ସହିତ ଜଙ୍ଗଲରେ ବୁଲୁ ଥିବାର ଦେଖାଯାଇଛି । ବର୍ତମାନ ଲୋକ ବି ନଦୀ ରେ ଡଲଫିନଙ୍କସହିତ ଜଳରେ ପହଁରୁଛନ୍ତି । ସେହି ପରିବାର ବିଷାକ୍ତ ସାପ ସହିତ ଖେଳୁ ଛନ୍ତି ।

ମଣିଷ ମାନେ ଏବେ ଅଧିକ ହିଂସ୍ର ପଶୁକୁ ପୋଷା ମନେଇବାକୁ ପସନ୍ଦ କରୁଛନ୍ତି । ଏହି ପରି ହିଂସ୍ର ପଶୁ କୁ ପୋଷା ତୋ ମନାଉଛନ୍ତି । କିନ୍ତୁ ସେମାନଙ୍କ ସହିତ ଅନେକ ପ୍ରକlର ଦୁର୍ଘଟଣା ଘଟୁଛି ଯାହାକି ସେମାନଙ୍କୁ ମଧ୍ୟ ଜୀବନ ଦେବାକୁ ପଡୁଛି ।

ଅନେକ ସମୟରେ ଲୋକେ ହିଂସ୍ର ପଶୁଙ୍କ ସହିତ ସେଲ୍ଫି ତଥା ଫୋଟୋ ଉଠାଇବାରେ ଅତେ ବ୍ୟସ୍ତ ରହୁଛନ୍ତି ଯେ ସାବଧାନତା ରକ୍ଷା କରୁ ନାହାନ୍ତି । ଯାହା ଯୋଗୁଁ ସେମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । କେତେ ବେଳେ ବାଘ ସହିତ ମିଶି ଫୋଟୋ ଉଠାଉ ଥିବା ସମୟରେ ବାଘ ଖାଇ ଗଲାଣି ତୋ କେତେ ବେଳେ ସିଂହ ଖାଇଗଲାଣି । ଏହି ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି ।

ଆଜି ଆମେ ଏହି ଭଳି ଏକ ଘଟଣା କହିବୁ ଯାହାକି ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରଲ ହୋଇଛି । ତେବେ ଚାଲନ୍ତୁ ଜାଣିବା କଣ ସେହି ଘଟଣା ।ଜଣେ ବ୍ୟକ୍ତି ଦୁଇଟି କୁମ୍ଭୀରକୁ ପୋଷା ମନାଇଥିଲେ । ଯାହାଙ୍କ ସହିତ ଜଳରେ ସେହି ଦୁଇଟି ହିଂସ୍ର କୁମ୍ଭୀର ସହିତ ପ୍ରତି ଦିନ ଗାଧୋଉ ଥିଲେ ।

ଗୋଟିଏ ଦିନ ଗାଧୋଉ ଥିବା ସମୟରେ ଜଳରେ ଗୋଟିଏ କୁମ୍ଭୀର ରାଗି ଯାଇ ଉକ୍ତ ବ୍ୟକ୍ତିଙ୍କୁ ଖାଇବାକୁ ଆସିଲା । କିନ୍ତୁ ବ୍ୟକ୍ତି ଜଣକ ବହୁତ କଷ୍ଟରେ ବଂଚି ଗଲେ ।ତେଣୁ ଯେତେ ବି ହିଂସ୍ର ଜୀବ କୁ ପୋଷl ମନେଇଲେ ବି ସେମାନଙ୍କ ସହିତ ବିନା ସାବଧାନରେ ମିଶନ୍ତୁ ନାହିଁ । କାରଣ ଏହି ଭଳି ଘଟଣା ମଧ୍ୟ ଆପଣଙ୍କ ସହିତ ହୋଇ ପରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।