ଯଦି ଆପଣଙ୍କ କାନରେ କେବେ କୌଣସି ପୋକ ପସିଯାଏ, କରନ୍ତୁ ଏହି ସରଳ ଉପାୟ, ପୋକ ତୁରନ୍ତ ବାହାରକୁ ଆସିବ

ଆମ ପରିବେଶରେ ଦୁଇ ପ୍ରକାରର ପ୍ରାଣୀ ବାସ କରିଥାନ୍ତି l ସଜୀବ ଆଉ ନିର୍ଜୀବ l ସଜୀବ ପ୍ରାଣୀ କହିଲେ ମନୁଷ୍ୟ, କୀଟ ପତଙ୍ଗ ଓ ସରୀସୃପ ଇତ୍ୟାଦି l ସମସ୍ତ ସଜୀବ ପ୍ରାଣୀ ମାନଙ୍କର ଜୀବନ ଶଇଲି ଭିନ୍ନ ଭିନ୍ନ ଅଟେ l ମନୁଷ୍ୟ ମାନେ ସବୁ ଋତୁରେ ସେମାନେ ନିଜର ଜୀବନକୁ ସୁନ୍ଦର ଭାବରେ ଅତିବାହିତ କରନ୍ତି l ଏହି କୀଟ ପତଙ୍ଗ ଆଦି ସବୁ ବର୍ଷା ଋତୁରେ ଜନ୍ମ ଗ୍ରହଣ କରିଥାନ୍ତି l କୀଟପତଙ୍ଗ ଗୁଡିକ ଜନ୍ମ ନେଇ ସନ୍ତସନ୍ତିଆ ଜାଗାରେ ରହି ଥାନ୍ତି ଓ ଚାରିଆଡେ ଚରି ବୁଲିଥାନ୍ତି l ଏହା ମନୁଷ୍ୟ ମାନଙ୍କ ପାଇଁ ବହୁତ କ୍ଷତି ମଧ୍ୟ କରିଥାନ୍ତି l ଏମାନେ ଆକାରରେ ବହୁତ ଛୋଟ ନହେଲେ ବଡ ହୋଇଥାନ୍ତି l

ଏହା ଆମର ଅଙ୍ଗ ପ୍ରତ୍ୟଙ୍ଗରେ ମଧ୍ୟ ପଶି ଆମକୁ ବହୁତ ଅସୁବିଧାରେ ମଧ୍ୟ ପଡିଥାଉ l ଶରୀରରେ କାନ, ନାକ ଓ ଆଖିରେ ପଶି ଆମକୁ ବହୁତ ବିପଦର ସମ୍ମୁଖୀନ ହେବାକୁ ପଡିଥାଏ l ଛୋଟ ଯିବାକୁ କାନରୁ ବାହାର କରିବା ବହୁତ ସହଜ ହୋଇଥାଏ l ଯଦି ପୋକ ଭିତରେ ମାରି ଯାଇଛି, ତେବେ ଆପଣ କେମିତି ସେହି ବଂଚିଥିବା ଓ ମରିଯାଇଥିବା ପୋକକୁ କିପରି ବାହାର କରିବେ l

ଏହାର କିଛି ଉପାୟ ଜାଣିବା l ପୋକ କାନରେ ପଶିଥିଲେ ଆମକୁ ବହୁତ kasta ହୋଇଥାଏ l ଯନ୍ତ୍ରଣା ମଧ୍ୟ ହୋଇଥାଏ l ଯାହା ଆମକୁ ବହୁତ କଷ୍ଟ ମଧ୍ୟ ଦେଇଥାଏ l ଆମ କାନ ହେଉଛି ବହୁତ ସେନସିଟିବ ଅଙ୍ଗ ହୋଇଥାଏ l ଏହା ଦ୍ୱାରା ଆମେ ବାହାରର ଶବ୍ଦକୁ ଶୁଣି ପାରୁ l ଯଦି ଆମ କାନ ଏମିତି ଖରାପ ହୋଇଯାଏ, ତେବେ ଆମକୁ କିଛି ଶୁଣା ଜୀବନାହିଁ l ଏହାର କିଛି ଉପାୟ ମାଧ୍ୟମରେ ଜାଣିବା ଆମେ କିପରି ଆମ କାନରୁ ପୋକକୁ ବାହାର କରିବା l

1- କାନରେ ପୋକ ପଶିଥିଲେ ଆମେ ପାଣିରେ କିଛି ସେନ୍ଧା ଲୁଣ ମିଶାଇ ବୁନ୍ଦାବୁନ୍ଦା କରି କାନରେ ପକାନ୍ତୁ ପୋକ ବାହାରି ଆସିବ l

2- ବଞ୍ଚିଥିବା ଓ ମାରିଥିବା ପୋକକୁ ବାହାର କରିବା ପାଇଁ ଆମେ ସୋରିଷ ତେଲକୁ ଗରମ କରି ବୁନ୍ଦାବୁନ୍ଦା କରି ପକାନ୍ତୁ ଏହା ଦ୍ୱାରା ପୋକ ବାହାରି ଆସିବ l

3- ଯଦି କାନରେ ପୋକ ପଶି ଯାଇଛି ତେବେ କାନକୁ ଉପର ଅଦାକୁ ରଖନ୍ତୁ ଏହା କଲେ ବାହାରି ଆସିବ ଏବଂ ପୋକ କାନର ଅଧିକ ବାଟ ପର୍ଯ୍ୟନ୍ତ ଯାଇ ପାରେନାହିଁ l କାନରେ ଥିବା ଏୟାର୍ଡ୍ରୋମସ ତାଙ୍କୁ ରୋକିଥାଏ l

4- କାନରେ ପଶିଥିବା ପୋକକୁ କାଠି ବା ତୁଳା ମାଧ୍ୟମରେ ମାରନ୍ତୁ ନାହିଁ l ଏହା ଦ୍ୱାରା ପୋକକୁ କାନରୁ ବାହାର କରିବା ପାଇଁ ବହୁତ କଷ୍ଟ ହୋଇଥାଏ l

ଆମେ ଯଦି ଏହି ସବୁ ଉପାୟ କରିବା ଦ୍ୱାରା ଆମ କାନରୁ ପୋକକୁ ବାହାର କରି ପାରିବା l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।