ଯଦି ଆପଣ ଛୋଲା ଖାଉଛନ୍ତି ତେବେ ଛୋଲା ଖାଇବା ପରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ ନଚେତ ହୋଇପାରେ ଭୟଙ୍କର

ଯଦି ଆପଣ ଛୋଲା ଖାଉଛନ୍ତି ତେବେ ଛୋଲା ଖାଇବା ପରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ ନଚେତ ଜୀବନ ପ୍ରତି ହାନିକାରକ ହେବ। ତେବେ ଆସନ୍ତୁ ଜାଣିବା କଣ ସବୁ ସେହି ଜିନିଷ ଅଟେ ଯାହାକୁ ଛୋଲେ ଖାଇବା ପରେ ଖାଇବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ।

ଅଧିକ ପ୍ରକାର ଖାଦ୍ୟ ଖାଇବା ଦ୍ବାରା ଆମ ଶରୀର ରେ କଣ ଘଟି ଥାଏ ଏହା ନଜାଣି ଆମେ ଗୋଟିଏ ପରେ ଗୋଟିଏ ଖାଦ୍ୟ ଗ୍ରହଣ କରି ଥାଉ।

ତେବେ ଖାଦ୍ୟ ହଜମ ର ବିଭିନ୍ନ ପ୍ରକାର ସମୟ ଥାଏ ଯେମିତି କୁ ଫଳ ଆମର ୩ ଘଣ୍ଟା ପରେ ହଜମ ହୋଇ ଯାଇ ଥାଏ ସେମିତି ପନି ପରିବା ହଜମ ହେବା ପାଇଁ ୬ ଘଣ୍ଟା ସମୟ ଲାଗି ଥାଏ । ତେବେ ଖାଦ୍ୟ ଖାଇବା ଦ୍ବାରା ଆମ ଶରୀର ରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ହୋଇ ଥାଏ । କେଉଁ ଖାଦ୍ୟ କୁ କେଉଁ ସମୟ ରେ ଖାଇବା ଉଚିତ୍ ନଜାଣି ଖାଇବା ଦ୍ବାରା ଆମେ ଅନେକ ସମସ୍ୟା ହୋଇ ଥାଏ ।

ଯେମିତି କି ମୁହ ରେ ବ୍ରଣ ବାହାରି ଥାଏ , ଧଳା ଦାଗ ହୋଇ ଥାଏ ଏହା ସହିତ ପେଟ ଜନିତ ସମସ୍ୟା ମଧ୍ୟ ହୋଇ ଥାଏ । ତେଣୁ କେଉଁ ଖାଦ୍ୟ ଖାଇବା ପରେ କଣ ଖାଇବା ଉଚିତ୍ ଏହା ଜାଣିବା ନିହାତି ଆବଶ୍ୟକ । ତେବେ ଆଜି ଆମେ କେବଳ ଛୋଲେ ଖାଇବା ପରେ କଣ ସବୁ ଖାଇବା ଉଚିତ୍ ନୁହେଁ ଆଜି ଜାଣିବା।

ଛୋଲା ଆମ ଶରୀର ପ୍ରତି ବହୁତ୍ ହିତକାରୀ ହୋଇଥାଏ । ଏଥିରେ ପ୍ରଚୁର ପରିମାଣ ର ପ୍ରୋଟିନ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ୍ ଭଲ ହୋଇଥାଏ ତେଣୁ ଆମେ ଛୋଲା କୁ ପ୍ରାୟତଃ ଖାଇ ଥାଉ ।ଯଦି ଆପଣ ପ୍ରତିଦିନ ଛୋଲା ଖାଉ ଅଛନ୍ତି ତେବେ ଛୋଲା ଖାଇବା ସହିତ କଣ ସବୁ ଖାଇବା ଅନୁଚିତ୍ ହୋଇଥାଏ ଏହି ବିଷୟ ରେ ମଧ୍ୟ ଜାଣିବା ନିହାତି ଆବଶ୍ୟକ ଅଟେ ।

୧- କ୍ଷୀର, ଛୋଲା ଖାଇବା ପରେ ଆପଣ କେବେବି କ୍ଷୀର ପିଇବା କିମ୍ବା କ୍ଷୀର ଚା ପିଇବା ଉଚିତ୍ ନୁହେଁ । ଆୟର୍ବେଦିକ ରେ ଏହି ଦୁଇ ଟି କୁ ଏକା ସହିତ ଖାଇବା ପାଇଁ ମନା କରାଯାଏ କାରଣ ଏହି ଦୁଇଟି ଜିନିଷ ଏକା ସହିତ ଖାଇବା ଦ୍ବାରା ଏହା ହଜମ ହେବା ପାଇଁ ବହୁତ୍ ସମୟ ଲାଗି ଥାଏ । ତେବେ ଏହା ଖାଇବା ଦ୍ଵାରା ପେଟ ଖରାପ୍ ହେବା ସହ ମୁହ ରେ ବ୍ରଣ ସମସ୍ୟା ମଧ୍ୟ ହୋଇ ଥାଏ ।

୨- କଞ୍ଚା ରସୁଣ , ତେବେ କଞ୍ଚା ରସୁଣ କୁ ଅନେକ ଲୋକ ଖାଲି ପେଟ ରେ ଖାଇ ଥାଆନ୍ତି ଛୋଲା କୁ ମଧ୍ୟ ଖାଲି ପେଟ ରେ ଖାଇ ଥାଆନ୍ତି । କିନ୍ତୁ ଏହି ଦୁଇ ଟି କୁ ଏକା ସହିତ ଖାଇବା ଅନୁଚିତ୍ ଏହା ଦ୍ଵାରା ସ୍କିନ ସମସ୍ୟା ଓ ଛଉ ପରି ସମସ୍ୟା ହୋଇ ଥାଏ ।

୩- ଅଣ୍ଡା , ଅଣ୍ଡା ରେ ପ୍ରଚୁର ପରିମାଣ ରେ ପ୍ରୋଟିନ ଥାଏ । ଛୋଲେ ରେ ମଧ୍ୟ ପ୍ରଚୁର ପରିମାଣ ର ପ୍ରୋଟିନ ଥାଏ। ଏହି ଦୁଇ ଟି କୁ ଏକା ସହିତ ଖାଇବା ଅନୁଚିତ୍ ଅଟେ କାରଣ ଏହା ହଜମ ହେବା ପାଇଁ ଅଧିକ ସମୟ ନେଇଥାଏ । ଏହା ଦ୍ବାରା ଆପଣ ଙ୍କ ର କନ୍ସ୍ତିପେଶନ ପରି ସମସ୍ୟା ମଧ୍ୟ ସୃଷ୍ଟି ହୁଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।