ଜାଣନ୍ତୁ ପ୍ରଥମ ସ୍ତ୍ରୀକୁ କାହିଁକି ଛାଡପତ୍ର ଦେଇଥିଲେ ସବ୍ୟସାଚୀ – ଫିଟିଗଲା ଅସଲ ଗୁମର, ଦେଖନ୍ତୁ ଏହାକୁ ନେଇ ଏମିତି କହିଲେ ସବ୍ୟସାଚୀ….

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ। ତେବେ ବର୍ତ୍ତମାନ ଏକ ଖବର ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ରିଲ ଲାଇଫ ରେ ଲୋକ ମାନଙ୍କ ର ସବୁଠୁ ପ୍ରିୟ ଯୋଡ଼ି ଆଜି ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଏହି ଚର୍ଚ୍ଚିତ ଯୋଡ଼ି ଆଉ କେହି ନୁହନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡ଼ି । ଅଲିଉଡ ର ଏହି ପ୍ରିୟ ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ତେବେ ଏମାନେ ନିଜ ବିବାହ ବିଷୟ ରେ ପୂର୍ବ ସୂଚନା କିଛି ଦେଇ ନଥିଲେ ଓ ହଠାତ୍ ହଳଦୀ ରସମ୍ ର ଫୋଟୋ ପରେ ବାହାଘର ଫଟୋ ସେୟାର କରିଥିଲେ। ତେବେ ଗତକାଲି ରାତି ୯ ଟା ରେ ସବ୍ୟସାଚୀ ଅର୍ଚ୍ଚିତା ସାହୁ ଙ୍କୁ ବିବାହ କରିଥିବାର ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହା ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ସରପ୍ରାଇଯି ଥିଲା ଓ ସେମାନେ ଏହା ଦେଖି ଖୁବ୍ ଚକିତ ହୋଇ ଯାଇଥିଲେ।

ଏହା ପୂର୍ବରୁ ମଧ୍ୟ ସେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ଲେଖାଥିଲା ଯେ ” ଆଜିଠୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ” ଯାହା ସେ ଅର୍ଚ୍ଚିତା ଙ୍କ ଉଦ୍ଦେଶ୍ୟ ରେ ଲେଖିଥିଲେ ବୋଲି ତାଙ୍କ ଫ୍ୟାନ ମାନେ କହୁଛନ୍ତି । ତେବେ ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀ ଙ୍କ ବିବାହ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଅର୍ଚ୍ଚିତା ସାହୁ ଙ୍କୁ ବିବାହ କରିଥିବା ଫଟୋ ସହିତ ଆଉ ଜଣଙ୍କୁ ବିବାହ କରିଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଲୋକ ମାନେ ଭାବୁଛନ୍ତି ଯେ ଏହା ସବ୍ୟସାଚୀ ଙ୍କ ପୂର୍ବ ରୁ କରିଥିବା ବିବାହ ର ଫଟୋ କିନ୍ତୁ ଏହା ସତ୍ୟ ନୁହେ ଏହା ତାଙ୍କର ଏକ ସୁଟିଂ ର ଫଟୋ ଯାହା ତାଙ୍କ ଫିଲ୍ମ୍ ର ଏକ ଅଂଶ। ଲୋକ ମାନେ ଏହାକୁ ଦେଖି ଭାବୁଛନ୍ତି ଯେ ଏହା ତାଙ୍କର ପୂର୍ବ ବିବାହ ଫଟୋ।

ତେବେ ସବ୍ୟସାଚୀ ପୂର୍ବରୁ ବିବାହ କରିଥିଲେ କୌଣସି ବ୍ୟକ୍ତିଗତ କାରଣ ଥିବାରୁ ସେ ଛାଡ଼ପତ୍ର ଦେଇଥିଲେ। ଯଦି ଆମେ ସବ୍ୟସାଚୀ ଙ୍କ ବିଷୟ ରେ କହିବା ସେ କେବଳ ଜଣେ ଭଲ ଅଭିନେତା ନୁହଁନ୍ତି ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । କରନା ସମୟ ରେ ସେ ଅନେକ ପ୍ରବାସୀ ଙ୍କୁ ନିଜ ଘରକୁ ଆଣିଥିଲେ । ତେବେ ତାଙ୍କର ପ୍ରଥମ ବିବାହ ରେ ଛାଡ଼ପତ୍ର କାହିଁକି ହୋଇଥିଲା ଏହି ବିଷୟ ସେ କେବେ ଆଲୋଚନା କରି ନାହାନ୍ତି ଏହା ତାଙ୍କ ବ୍ୟକ୍ତିଗତ ଜୀବନ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।