ମଜାଳିଆ ପ୍ରଶ୍ନ – ଜାଣନ୍ତୁ ମଜାଦାର ପ୍ରଶ୍ନର ଉତ୍ତର ଯାହାର ଉତ୍ତର ୯୯% ଲୋକ ଜାଣି ନାହାନ୍ତି, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇପାରିବ
ଆଜି ଆମେ ଆପଣଙ୍କୁ ଏମିତି କିଛି ଟି ପ୍ରଶ୍ନ ପଚାରିବୁ l ଅର୍ଥାତ ଆପଣଙ୍କୁ ଜଣେଇବୁ ଯାହାକୁ ଆପଣ ଜାଣିଲେ ଆପଣଙ୍କ ଜୀବନ ରେ ଆଗେ ଯାଇ ତାହାର ଉପଯୋଗ କରିପାରିବେ l ମଣିଷ ପାଖରେ ଯେତେ ଜ୍ଞାନ ଥାଉ ନା କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତି କୁ ସମ୍ମାନ ପ୍ରାପ୍ତ କରାଇଥାଏ l
ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଜଣେଇବୁ ଯାହାକୁ ଆପଣ ଜାଣିବା ନିହାତି ଆବଶ୍ୟକ l
ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ l ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ l ଆମେ ଆପଣକୁ କିଛି ଅତି ସାଧାରଣ ହେବେ l ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ?
1 :- କଣ ସବୁବେଳେ ଆସେ କିନ୍ତୁ କେବେ ପହଞ୍ଚେ ନାହିଁ l
ଉତ୍ତର :-ଆସନ୍ତା କାଲି l
2:- ସେ କିଏ, ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ କିନ୍ତୁ ପାଣି ପିଇ ବାକୁ ଦେଲେ ସେ ମାରି ଯାଏ l କିଏ କହି ପାରିବ l
ଉତ୍ତର :- ନିଆଁ l
3 :- ମାଉଣ୍ଟ ଏଭରେଷ୍ଟ କୁ ବିଶ୍ୱ ର ସବୁଠୁ ଉଚ୍ଚ ପର୍ବତ ମାନ୍ୟତା ମିଳିବା ପୂର୍ବରୁ କିଏ ସବୁଠୁ ଉଚ୍ଚ ପର୍ବତ ଥିଲା l କିଏ କହିବ ଏହାର ଉତ୍ତର ?
ଉତ୍ତର :- ମାଉଣ୍ଟ ଏଭେରେଷ୍ଟ l
4 :- ଗୋଟିଏ ଦୌଡ଼ି ପ୍ରତି ଯୋଗିତା ରେ ଯଦି ଜଣେ ଧାବକ ଦ୍ୱିତୀୟ ସ୍ଥାନ ରେ ଦୌଡୁ ଥିବl ଧାବକ କୁ ଅତିକ୍ରମ କଲେ ତେବେ ତାର ସ୍ଥାନ କେତେ ହେବ l ସହଜ ପ୍ରଶ୍ନ ଏହା ର ଉତ୍ତର କିଏ କହି ପାରିବ ?
ଉତ୍ତର :- ଦ୍ୱିତୀୟ ସ୍ଥାନ l
5 :- ଆପଣ ଭାବନ୍ତୁ ଆପଣ ଗୋଟିଏ ଜଙ୍ଗଲ ରେ ଅଛନ୍ତି ଆପଣଙ୍କୁ ଚାରି ଦିଗ ରୁ ଚାରି ଟି ବାଘ ଲମ୍ଫ ମାରିଲେ ଆପଣ କେମିତି ବଞ୍ଚିବେ l ଯିଏ କହି ପାରିବ ସେ ନିଶ୍ଚୟ ବୁଦ୍ଧି ବାନ ଓ ଚାଲାକ ଅଟନ୍ତି କହିଲ କଣ ଦେଖି ?
ଉତ୍ତର :- ଆପଣଙ୍କ ଭାବନା ବନ୍ଦ କରିଦେବେ l
6, ଦଶ କିଲୋ ଲୁହ ଓ ଦଶ କିଲୋ ତୁଳା ମଧ୍ୟ ରୁ କାହାର ଓଜନ ଆଦିକା ହେବ l
ଉତ୍ତର :-ଉଭୟ ସମାନ l
7, ଏମିତି ଆପଣଙ୍କ ର କଣ ଅଛି ଆପଣଙ୍କ ଠାରୁ ବଡ଼ କିନ୍ତୁ ତାର ଓଜନ ନାହିଁ ?
ଉତ୍ତର :-ଆପଣଙ୍କ ଛାଇ l
ତେଣୁ ଏହା କୁ ଏକ ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁହା ଯାଇ ପରେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।