ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜିର ଏହି ଜ୍ଞାନ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ l ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ l ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ l ଆସନ୍ତୁ କିଛି ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା l

1, ସ୍ୱାଧୀନ ଭାରତ ରେ ପ୍ରଥମ ପ୍ରଧାନମନ୍ତ୍ରୀ କିଏ ?
ଉତ୍ତର :- ପଣ୍ଡିତ ଜବାହର ଲାଲ ନେହେରୁ l

2, ଭାରତ ର ପ୍ରଥମ ଗୃହ ମନ୍ତ୍ରୀ କିଏ ?
ଉତ୍ତର. ସର୍ଦ୍ଧର ବଲ୍ଲଭ ଭାଇ ପଟେଲ l

3, ଭାରତ ର ପ୍ରଥମ ଉପରାଷ୍ଟ୍ରପତି କିଏ ?
ଉତ୍ତର. ଡ଼ଃ ସର୍ବ ପଲ୍ଲୀ ରାଧା କ୍ରିଷ୍ଣା l

4, ଭାରତ ର ପ୍ରଥମ ବିଲାତ ଯାତ୍ରୀ କିଏ ?
ଉତ୍ତର. ରାଜା ରାମମୋହନ ରାଓ l

5, ନୋବେଲ ପୁରସ୍କାର ପ୍ରାପ୍ତି ପ୍ରଥମ ଭାରତୀୟ କିଏ ?
ଉତ୍ତର. ରବୀନ୍ଦ୍ର ନାଥ ଠାକୁର l

6, ଭାରତ ରତ୍ନ ପ୍ରାପ୍ତ ପ୍ରଥମ ଭାରତୀୟ କିଏ ?
ଉତ୍ତର. ଡ଼ଃ ସର୍ବ ପଲ୍ଲୀ ରାଧା କ୍ରିଷ୍ଣା l

7, ଭାରତ ର ପ୍ରଥମ ରାଷ୍ଟ୍ରପତି କିଏ ?
ଉତ୍ତର. ଡ଼ଃ ରାଜେନ୍ଦ୍ର ପ୍ରସାଦ l

8, ଭାରତୀୟ ଜାତୀୟ କଂଗ୍ରେସ ର ପ୍ରଥମ ବାଚସ୍ପତି କିଏ ?
ଉତ୍ତର. ରମେଶ ଚନ୍ଦ୍ର ବାନାର୍ଜୀ l

9, ଭାରତ ର ପ୍ରଥମ ଶିକ୍ଷା ମନ୍ତ୍ରୀ କିଏ ?
ଉତ୍ତର. ଅବଦୁଲ କାଲାମ ଆଜାଦ l

10, ସମ୍ବିଧାନ ସଭା ର ପ୍ରଥମ ଅଦକ୍ଷ କିଏ ?
ଉତ୍ତର. ଡ଼ଃ ରାଜେନ୍ଦ୍ର ପ୍ରସାଦ l

11, ଲୋକ ସଭା ର ପ୍ରଥମ ବାଚସ୍ପତି କିଏ ?
ଉତ୍ତର. ଗଣେଶ ବାସୁଦେବ ମେଭୁଲକାର l

12, ସ୍ୱାଧୀନ ଭାରତ ର ପ୍ରଥମ ଗଭର୍ଣ୍ଣର କିଏ ?
ଉତ୍ତର. ଲୋର୍ଡ ମାଉଣ୍ଟ ବ୍ୟାଟେନ l

13, ଭାରତ ର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ ?
ଉତ୍ତର. ଡ଼ଃ ଜାକିର ହୁସେନ l

14, ସମ୍ବିଧାନ ର ପ୍ରଥମ ଅସ୍ଥାୟୀ ଅଦକ୍ଷ କିଏ ଥିଲେ l କିଏ କହି ପାରିବ ଏହି ସହଜ ପ୍ରଶ୍ନ ର ଉତ୍ତର ?
ଉତ୍ତର. ଡ଼ଃ ସଚ୍ଚିଦାନନ୍ଦ ସିଂହାହା l

15, ସ୍ୱାଧୀନ ଭାରତ ର ପ୍ରଥମ ତଥା ଅନ୍ତିମ ଭାରତୀୟ ଗଭର୍ଣ୍ଣର କିଏ ଥିଲେ କହିଲ ଦେଖି, କିଏ କହିବ ଏହାର ଉତ୍ତର ?
ଉତ୍ତର. ରାଜ ଗୋପାଳ ଚାରୀ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।