Intresting Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ବନ୍ଧୁଗଣ ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ।

କାରଣ ସେମିତି ହେଲେ ଆମେ ସହଜ ପ୍ରଶ୍ନ ର ଉତ୍ତର ମଧ୍ୟ ଭୁଲ୍ କହି ଦେଇଥାଉ।ଆପଣଙ୍କୁ ଆଜି ଏମିତି ମଜାଦାର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ। ଆଜି ଆମେ ରାମାୟଣ ବିଷୟ ରେ କିଛି ପ୍ରଶ୍ନ ବିଷୟ ରେ ଜାଣିବା ।

୧- ନାରଦ ଙ୍କ ପିତା କିଏ ଅଟନ୍ତି ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ପିତାମହ ବ୍ରହ୍ମା

୨- ପିତାମହ ବ୍ରହ୍ମା କାହା ଠାରୁ ଜନ୍ମ ଗ୍ରହଣ କରି ଥିଲେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଭଗବାନ ବିଷ୍ଣୁ

୩- ପ୍ରଭୁ ଶ୍ରୀ ରାମ କେଉଁ ବଂଶ ର ଥିଲେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ସୂର୍ଯ୍ୟ ବଂଶ

୪- ପିତାମହ ବ୍ରହ୍ମା ଙ୍କ ର କେତୋଟି ମସ୍ତକ ଅଟେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ୪ ଟି

୫- ରାମାୟଣ ଅନୁସାରେ ଲଙ୍କାପତି ରାବଣ ର ପିତାଙ୍କ ନାମ କଣ ଥିଲେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ବିଶ୍ରବା ଋଷି

୬- କିଏ ସୂର୍ଯ୍ୟଙ୍କୁ ଫଳ ଭାବି ଖାଇବାକୁ ଯାଇଥିଲା ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ହନୁମାନ

୭- ହନୁମାନ ସୂର୍ଯ୍ୟଙ୍କୁ ଫଳ ଭାବି ଖାଇବାକୁ ଯିବା ସମୟ ରେ କିଏ ବାଧା ଦେଇଥିଲା ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଦେବରାଜ ଇନ୍ଦ୍ର

୮- ଚାରୋଟି ନାମ ମଧ୍ୟରୁ କେଉଁ ନାମ ଟି ଗଣେଶ ଙ୍କ ର ଅନ୍ୟ ନାମ ନୁହେଁ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ମୁରଲୀ ଧର

୯- କେଉଁ ପଶୁ ଗଣେଶ ଙ୍କ ର ଯାନବାହାନ ଭାବେ କାର୍ଯ୍ୟ କରିଥାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ମୂଷା

୧୦- ଭଗବାନ ଶ୍ରୀକୃଷ୍ଣ କାହାକୁ ବିବାହ କରିଥିଲେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ରୁକ୍ମିଣୀ

୧୧- ରାବଣ ମାତା ସୀତା ଙ୍କୁ କେଉଁଠାରୁ ଚୋରି କରି ନେଇଥିଲା ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ପଞ୍ଚବଟୀ

୧୨- ଶିବ ଧନୁ କିଏ ନିର୍ମାଣ କରିଥିଲେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ବିଶ୍ଵକର୍ମା, ଶିବ ଧନୁ ବିଶ୍ଵକର୍ମା ନିର୍ମାଣ କରିଥିଲେ ?

୧୩- ରାବଣ କୁ ରାବଣ ନାମ କିଏ ଦେଇଥିଲେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଶିବ , ଶିବ ରାବଣ କୁ ରାବଣ ନାମ ଦେଇଥିଲେ

୧୪- ରାବଣ ଶାସନ କରିବା ପୂର୍ବରୁ ଲଙ୍କା ରେ କିଏ ଶାସନ କରୁଥିଲେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ରାବଣ ଶାସନ କରିବା ପୂର୍ବରୁ ଲଙ୍କା ରେ କୁବେର ଶାସନ କରୁଥିଲେ

୧୫- ରାବଣ ଭୟ ରେ କୁବେର କେଉଁ ଠାରେ ଲୁଚି ଯାଇ ଥିଲେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି କୈଳାଶ ପର୍ବତ ରେ,ରାବଣ ଭୟ ରେ କୁବେର କୈଳାସ ପର୍ବତ ଠାରେ ଲୁଚି ଯାଇ ଥିଲେ

୧୬- ରାମଚନ୍ଦ୍ର ଙ୍କୁ ବ୍ରହ୍ମ ଅସ୍ତ୍ର କିଏ ଦେଇ ଥିଲେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଅଗସ୍ତ୍ୟ ମୁନି

୧୭- ଗୌତମ ମୁନି ଙ୍କ ପତ୍ନୀ ଙ୍କ ନାମ କଣ ଥିଲା ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଅହଲ୍ୟା ଗୌତମ ମୁନି ଙ୍କ ପତ୍ନୀ ଥିଲେ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।