ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆପଣ ମାନେ ଜାଣିଛନ୍ତି ଯେତେବେଳେ ଜଣେ ଛାତ୍ର ବା ଛାତ୍ରୀ IAS କିମ୍ବା ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥାଏ ସେତେବେଳେ ସେ ବିଭିନ୍ନ ପର୍ଯ୍ୟାୟ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଥାଏ। କାରଣ ଏହି ପରୀକ୍ଷା ଉତ୍ତୀର୍ଣ୍ଣ କରିବାକୁ ହେଲେ ଆପଣଙ୍କୁ ଉଭୟ ଲିଖିତ ଏବଂ ମୌଖିକ ପରୀକ୍ଷା ରେ ପାସ୍ ହେବାକୁ ପଡ଼ିଥାଏ।ତେବେ ମୌଖିକ ପରୀକ୍ଷା ସାଧାରଣତଃ ସାମାନ୍ୟ କଷ୍ଟ ହୋଇଥାଏ କାରଣ ଏଥିରେ ଆପଣଙ୍କୁ ନିଜର ଉପସ୍ଥିତ ବୁଦ୍ଧି ଓ ଚତୁରତା କାରଣରୁ ହିଁ ସଫଳତା ମିଳିଥାଏ ।

ତେବେ ଏହି ସବୁ ପ୍ରଶ୍ନ ର ଉତ୍ତର କେବଳ ବୁଦ୍ଧିମାନ ଲୋକ ମାନେ ହିଁ କହି ପାରିବେ।ଆପଣ ମାନେ ଜାଣିଥିବେ ଯେ ଆଇଏସ ପରୀକ୍ଷା ଇଣ୍ଟରଭିଉ କେତେ କଷ୍ଟ ହୋଇଥାଏ।

୧- ବିଶ୍ଵ ର କେଉଁ ଦେଶ ସବୁଠାରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ ବିଶ୍ବ କୁ ଛାଡୁଚି ?
ଉତ୍ତର -ବିଶ୍ଵ ର ଚୀନ୍ ଦେଶ ସବୁଠାରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ ବିଶ୍ବ କୁ ଛାଡୁଚି ।।

୨- ଭାରତ ରେ କେଉଁ ରାଜ୍ୟରେ ଏପର୍ଯ୍ୟନ୍ତ ଜଣେ ବି ମହିଳା ମୁଖ୍ୟ ମନ୍ତ୍ରୀ ହୋଇ ନାହାଁନ୍ତି ?
ଉତ୍ତର – ମହାରାଷ୍ଟ୍ର ର ଏପର୍ଯ୍ୟନ୍ତ ଜଣେ ବି ମହିଳା ମୁଖ୍ୟ ମନ୍ତ୍ରୀ ହୋଇ ନାହାଁନ୍ତି ।।

୩- ମୋଗଲ ସାମ୍ରାଜ୍ୟ ର ସ୍ଥାପନ କିଏ କରି ଥିଲେ ?
ଉତ୍ତର -ମୋଗଲ ସାମ୍ରାଜ୍ୟ ର ସ୍ଥାପନ ବାବର୍ କରି ଥିଲେ

୪- ସୁପ୍ରିମକୋର୍ଟ ରେ ସମୁଦାୟ ଯଜ୍ ସଂଖ୍ୟା କେତେ ?
ଉତ୍ତର -ସୁପ୍ରିମକୋର୍ଟ ରେ ସମୁଦାୟ ଯଜ୍ ୩୧ ଜଣ ଅଟନ୍ତି ।।

୫- ହାଇକୋର୍ଟ ର ମୁଖ୍ୟ ବିଚାରପତି ଙ୍କୁ କିଏ ନିଯୁକ୍ତି ଦିଏ ?
ଉତ୍ତର -ହାଇକୋର୍ଟ ର ମୁଖ୍ୟ ବିଚାରପତି ଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି ।।

୬- ଧ୍ୟାନଚାନ୍ଦ ପୁରସ୍କାର ରେ କେତେ ଟଙ୍କା ନଗଦ ରାଶି ଦିଆ ଜାଏ ?
ଉତ୍ତର -ଧ୍ୟାନଚାନ୍ଦ ପୁରସ୍କାର ରେ ୫,୦୦,୦୦୦ ନଗଦ ରାଶି ଦିଆ ଜାଏ ।।

୭- କିଶାନ କ୍ରେଡିଟ କାର୍ଡ ଯୋଜନା କେଉଁ ବର୍ଷ ଲାଗୁ କରା ଗଲା ?
ଉତ୍ତର -କିଶାନ କ୍ରେଡିଟ କାର୍ଡ ଯୋଜନା ୧୯୯୮-୯୯ ଲାଗୁ କରା ଗଲା

୮ – ଏମାନଙ୍କ ମଧ୍ୟରୁ କିଏ ତିନୋ ଟି ଗୋଲ୍ ଟେବୁଲ୍ ବୈଠକ ରେ ଭାଗ ନେଇ ଥିଲେ ?
ଉତ୍ତର – ଆମ୍ବେଦକର ତିନୋ ଟି ଗୋଲ୍ ଟେବୁଲ୍ ବୈଠକ ରେ ଭାଗ ନେଇ ଥିଲେ।।

୯- କେଉଁ ଗଛ ଉପରେ ଆମେ ଚଢି ପାରିବା ନାହିଁ ?
ଉତ୍ତର – କଦଳୀ ଗଛ ଉପରେ ଆମେ ଚଢି ପାରିବା ନାହିଁ

୧୦- ଟେଷ୍ଟ କ୍ରିକେଟ ରେ ୩୦୦ ରନ୍ କରି ଥିବା ପ୍ରଥମ ଭାରତୀୟ ଖେଳାଳି ଙ୍କ ନାମ କଣ ?
ଉତ୍ତର -ଟେଷ୍ଟ କ୍ରିକେଟ ରେ ୩୦୦ ରନ୍ କରି ଥିବା ପ୍ରଥମ ଭାରତୀୟ ଖେଳାଳି ବିରେନ୍ଦ୍ର ସେହେବଗ ଅଟନ୍ତି

୧୧- ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ କେତେ ହେବା ଦରକାର ?
ଉତ୍ତର – ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ ୩୫ ବର୍ଷ ହେବା ଦରକାର ।।

୧୨- ଭାରତ ରେ କେତୋଟି ଭାଷା କୁ ସିକୃତି ପ୍ରଦାନ କରା ଯାଇଛି ?
ଉତ୍ତର -ଭାରତ ରେ ୨୨ କୁ ସିକୃତି ପ୍ରଦାନ କରା ଯାଇଛି

୧୩- ପୁରାଣ ଅନୁସାରେ ଗଙ୍ଗା କୁ କିଏ ସ୍ବର୍ଗ ରୁ ଆଣି ଥିଲେ ?
ଉତ୍ତର -ପୁରାଣ ଅନୁସାରେ ଗଙ୍ଗା କୁ ଭାଗିରଥ ସ୍ବର୍ଗ ରୁ ଆଣି ଥିଲେ ।

୧୪- ଓଡ଼ିଶା ରେ କେଉଁ କବି ଶୁଦ୍ର ମୁନି ଉପାଧି ରେ ବିଭୂଷିତ ?
ଉତ୍ତର -ଓଡ଼ିଶା ରେ ସାରଳା ଦାସ ଶୁଦ୍ର ମୁନି ଉପାଧି ରେ ବିଭୂଷିତ

୧୫- ଓଡ଼ିଆ ନବ ବର୍ଷ କେବେ ପାଳନ କରାଯାଏ ?
ଉତ୍ତର – ଓଡ଼ିଆ ନବ ବର୍ଷ ମହା ବିଷୁବ ସଂକ୍ରାନ୍ତି ପାଳନ କରାଯାଏ ।

୧୬- ପ୍ରଭୁ ଲିଙ୍ଗରାଜ ଙ୍କ ରଥ ଯାତ୍ରା କେଉଁ ଦିନ ଅନୁଷ୍ଠିତ ହୁଏ ?
ଉତ୍ତର – ଆସୋକା ଅଷ୍ଟମୀ ଦିନ ପ୍ରଭୁ ଲିଙ୍ଗରାଜ ଙ୍କ ରଥ ଯାତ୍ରା ଅନୁଷ୍ଠିତ ହୁଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।