ଜାଣନ୍ତୁ ଏହି ମଜାଦାର ପ୍ରଶ୍ନ ଗୁଡିକର ଉତ୍ତର କଣ ହେବ। ଯାହା ଆପଣଙ୍କୁ ଚକିତ କରିବ

ଆଜିର ଏହି ଲେଖାରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏମିତି ପ୍ରଶ୍ନ ଯାହା ବଡ଼ ବଡ଼ ପରୀକ୍ଷା ପାଇଁ ହେଉଥିବା ସାକ୍ଷାତକାର ରେ ପଚରା ଯାଇଥାଏ। ଯେଉଁ ସବୁ ପ୍ରଶ୍ନ ଗୁଡ଼ିକ ପାଇଁ ମାନସିକ ଦକ୍ଷତା ର ବ୍ୟବହାର କରିବାକୁ ପଡ଼ିବ। ପ୍ରଶ୍ନ ଗୁଡ଼ିକ ଶୁଣିଲା ପରେ ଆପଣଙ୍କୁ ହୁଏତ ଏହାର ଉତ୍ତର କିଛି ଅଜବ ଲାଗିପାରେ କିନ୍ତୁ ବାସ୍ତବରେ ଏହାର ସକାରାତ୍ମକ ଦିଗ ରହିଛି ଏବଂ ଏଥିପାଇଁ ଆପଣଙ୍କୁ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରିବା ନିହାତି ଆବଶ୍ୟକ।

୧- ପୂର୍ବ ଜନ୍ମ ରେ ରାବଣ ର ନାମ କଣ ଥିଲା ?
ଉତ୍ତର — ପୂର୍ବ ଜନ୍ମ ରେ ରାବଣ ର ନାମ ପ୍ରତାପ ଭାନୁ ଥିଲା

୨- ରାବଣ ର ଭୟ ରେ କେଉଁ ଦେବତା ନିଜ କୁ କାଉ ରୂପ ରେ ଲୁଚାଇ ରଖି ଥିଲେ ?
ଉତ୍ତର -ରାବଣ ର ଭୟ ରେ ଯମ ଦେବତା ନିଜ କୁ କାଉ ରୂପ ରେ ଲୁଚାଇ ରଖି ଥିଲେ ।।

୩- ରାମାୟଣ କେଉଁ ଯୁଗ ସହିତ ସମ୍ବଢିତ ଅଟେ ଅଟେ ?
ଉତ୍ତର -ରାମାୟଣ ତ୍ରେତେୟା ଯୁଗ ଯୁଗ ସହିତ ସମ୍ବଢିତ ଅଟେ ଅଟେ

୪- ଜମରାଜ ଙ୍କ ହସ୍ତୀ ଙ୍କ ନାମ କଣ ?
ଉତ୍ତର – ଜମରାଜ ଙ୍କ ହସ୍ତୀ ଙ୍କ ନାମ ମହାପଦ୍ମ

୫- କେଉଁ ମହର୍ଷି ନିଜ ପିତା ଙ୍କ ଆଦେଶ ରେ ମାତା ଙ୍କ ମୁଣ୍ଡ କାଟି ଦେଇ ଥିଲେ ?
ଉତ୍ତର – ପର୍ଶୁରାମ ମହର୍ଷି ନିଜ ପିତା ଙ୍କ ଆଦେଶ ରେ ମାତା ଙ୍କ ମୁଣ୍ଡ କାଟି ଦେଇ ଥିଲେ

୬- କେଉଁ ଅସୁର ଗୋଟିଏ ଥର ରେ ଛ ମାସ ପର୍ଯ୍ୟନ୍ତ ସୋଇଥିଲେ ?
ଉତ୍ତର – କୁମ୍ଭକର୍ଣ୍ଣ ଅସୁର ଗୋଟିଏ ଥର ରେ ଛ ମାସ ପର୍ଯ୍ୟନ୍ତ ସୋଇଥିଲେ

୭- ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ପରେ କିଏ ଅଯୋଧ୍ୟା ର ରାଜା ହୋଇ ଥିଲେ ?
ଉତ୍ତର -ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ପରେ କୁଷ ଅଯୋଧ୍ୟା ର ରାଜା ହୋଇ ଥିଲେ

୮-. ଲଙ୍କା କୁ ପୋଲ ତିଆରି କରିବା ପୂର୍ବରୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର କାହାକୁ ପାର୍ଥନା କରି ଥିଲେ ?
ଉତ୍ତର – ଲଙ୍କା କୁ ପୋଲ ତିଆରି କରିବା ପୂର୍ବରୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଶିବ ଙ୍କୁ ପାର୍ଥନା କରି ଥିଲେ

୯- ଜଟାୟୁ ର ଭାଇ କିଏ ଥିଲେ ?
ଉତ୍ତର -ଜଟାୟୁ ର ଭାଇ ସମ୍ପାତି ଥିଲେ

୧୦- କିଏ ରାବଣ ଦ୍ଵାରା ଅପମାନିତ ହୋଇ ଥିଲେ ?
ଉତ୍ତର – ବିଭୀଷଣ ରାବଣ ଦ୍ଵାରା ଅପମାନିତ ହୋଇ ଥିଲେ

୧୧- କେଉଁ ଋଷି ସବୁବେଳେ ନିଜ ହାତ ରେ ବୀଣା ଧରି ଥାଆନ୍ତି ?
ଉତ୍ତର – ନାରଦ ଋଷି ସବୁବେଳେ ନିଜ ହାତ ରେ ବୀଣା ଧରି ଥାଆନ୍ତି

୧୨- କେଉଁ ପ୍ରାଣୀ ଭଗବାନ ଶିବ ଙ୍କ ବାହାନ ଅଟେ ?
ଉତ୍ତର – ଷଣ୍ଢ ଭଗବାନ ଶିବ ଙ୍କ ବାହାନ

୧୩- ସେହି ଭାଲୁଟିର ନାମ କଣ ଯାହା କୁ ବ୍ରହ୍ମା ନିଜ ପାଟି ମାଧ୍ୟମ ରେ ଜନ୍ମ କରି ଥିଲେ ?
ଉତ୍ତର – ଜାମ୍ବବାନ ବ୍ରହ୍ମା ନିଜ ପାଟି ମାଧ୍ୟମ ରେ ଜନ୍ମ କରି ଥିଲେ

୧୪- ରାବଣ ର କେଉଁ ପୁତ୍ର କୁ ହନୁମାନ ଅଶୋକ ବାଟିକା ରେ ମାରିଥିଲେ ?
ଉତ୍ତର -ରାବଣ ର ଅକ୍ଷୟ କୁମାର ନାମକ ପୁତ୍ର କୁ ହନୁମାନ ଅଶୋକ ବାଟିକା ରେ ମାରିଥିଲେ

୧୫- ମହର୍ଷି ଜମଦଗ୍ନି କୁ କିଏ ହତ୍ୟା କରି ଥିଲେ ?
ଉତ୍ତର -ମହର୍ଷି ଜମଦଗ୍ନି କୁ ସହସ୍ରାର୍ଯୁନ ହତ୍ୟା କରି ଥିଲେ

୧୬- କେଉଁ ଋଷି ନିଜ ପିତା ଙ୍କ ଆଦେଶ ର ଗାଈ ମାନଙ୍କୁ ହତ୍ୟା କରି ଥିଲେ ?
ଉତ୍ତର – କନ୍ଦୁ ଋଷି ନିଜ ପିତା ଙ୍କ ଆଦେଶ ର ଗାଈ ମାନଙ୍କୁ ହତ୍ୟା କରି ଥିଲେ

୧୭- କାହା ଗର୍ଭ ରୁ ମକରଧ୍ବଜ ଜନ୍ମ ନେଇ ଥିଲେ ?
ଉତ୍ତର – ମାଛ ଗର୍ଭ ରୁ ମକରଧ୍ବଜ ଜନ୍ମ ନେଇ ଥିଲେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।