Intresting Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

ବନ୍ଧୁଗଣ ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ।

କାରଣ ସେମିତି ହେଲେ ଆମେ ସହଜ ପ୍ରଶ୍ନ ର ଉତ୍ତର ମଧ୍ୟ ଭୁଲ୍ କହି ଦେଇଥାଉ।ଆପଣଙ୍କୁ ଆଜି ଏମିତି ମଜାଦାର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ।  ଆଜି ଆମେ ସାଧାରଣ ଜ୍ଞାନ ର କିଛି ପ୍ରଶ୍ନ ଉତ୍ତର ବିଷୟ ରେ ଜାଣିବା ।ତେବେ ଆସନ୍ତୁ ଜାଣିବା ।

୧- ଜଳ ର ବିଶୋଧନ ପାଇଁ କାହାକୁ ବ୍ୟବହାର କରାଯାଏ ନାହିଁ ?
ଉତ୍ତର – ଆଇରନ ବଟିକା

୨- କେଉଁ ଥିରେ ଭିଟାମିନ A ଓ ଭିଟାମିନ D ଥାଏ ?
ଉତ୍ତର – ଲହୁଣୀ

୩- ଗୋଟିଏ ମାଛି ଥରକୁ କେତୋଟି ଅଣ୍ଡା ଦେଇ ପାରେ ?
ଉତ୍ତର – ୧୨୦ ରୁ ୧୬୦

୪- ପତ୍ର ରେ ଥିବା କାହା ମାଧ୍ୟମ ରେ ବାୟୁ ପତ୍ର ଭିତରକୁ ଜାଏ ?
ଉତ୍ତର – ପତ୍ର ଛିଦ୍ର ବା ଷ୍ଟୋମ

୫- କେଉଁ ଉଦ୍ଭିଦ ଶସ୍ୟ ଅମଳ ରେ ବ୍ୟାଘାତ ସ୍ତୃଷ୍ଟି କରି ଥାଆନ୍ତି ?
ଉତ୍ତର – ମୁଥା

୬- କେଉଁଟି ଏକ ପ୍ରାଣୀଜ ପୁଷ୍ଟିସାର ?
ଉତ୍ତର – କ୍ଷୀର

୭- କେଉଁ ଜଳ ପ୍ରାୟତଃ ଆବର୍ଜନା ମୁକ୍ତ ?
ଉତ୍ତର – ନଳକୂପ ଜଳ

୮- କେଉଁ ଫସଲ ଅତ୍ୟଧିକ ଜଳ ଆବଶ୍ୟକ କରିଥାଏ ?
ଉତ୍ତର – ଆଖୁ

୯- କେଉଁ ପ୍ରକ୍ରିୟା ଦ୍ଵାରା ଫୁଲ ରୁ ଫଳ ହୋଇଥାଏ ?
ଉତ୍ତର – ପରାଗ ସଙ୍ଗମ

୧୦- ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲି ଆସିବାକୁ କେତେ ସମୟ ନେଇ ଥାଏ ?
ଉତ୍ତର – ୨୪ ଘଣ୍ଟା

୧୧- ଶୀତ ଦିନେ ଆମ ଦେଶରେ ତୁଷାର ପଡୁଥିବା ରାଜ୍ୟ ଟି କେଉଁଟି ?
ଉତ୍ତର – କାଶ୍ମୀର

୧୨- ଗୋଟିଏ ଜମି ରେ ବାରମ୍ବାର ଚାଷ କରିବା ଦ୍ୱାରା କଣ ହୁଏ ?
ଉତ୍ତର – ଗୋଟିଏ ଜମି ରେ ବାରମ୍ବାର ଚାଷ କରିବା ଦ୍ୱାରା ଜମି ର ଉର୍ବରତା ହ୍ରାସ ପାଇଥାଏ

୧୩- ମାଟି ର ଊର୍ବରତା ଅନୁସାରେ ସଜ୍ଜିକରଣ କେଉଁଟି ଠିକ୍ ?
ଉତ୍ତର – ପଟୁ , ଦୋରସା , ମଟାଳ

୧୪- କାହାର ଆବର୍ତ୍ତନ କାଳ ସବୁଠୁ କମ୍ ?
ଉତ୍ତର – ପୃଥିବୀ

୧୫ – ଡିସେମ୍ବର ମାସ ରେ ଉତ୍ତର ମେରୁ ରେ କେଉଁ ଋତୁ ହୋଇଥାଏ ?
ଉତ୍ତର – ଶୀତ ଋତୁ

୧୬- ଜଳୀୟ ବାଷ୍ପ ଥଣ୍ଡା ହୋଇ ଧୂଳିକଣା ରେ ଲାଗି ବାୟୁ ରେ ଭାଷୀ ଥାଏ ତାହା କଣ ଅଟେ ?
ଉତ୍ତର – କୁହୁଡି

୧୭- କାହାର ଚାରି ପାଖରେ ସପ୍ତସି ମଣ୍ଡଳ ଘୁରିଥାର ?
ଉତ୍ତର – ଧୁବ ତାରା

୧୮- ଗ୍ରାମାଞ୍ଚଳ ଶାସନ ବ୍ୟବସ୍ଥା ର ତୃତୀୟ ସ୍ତର ଟି କଣ ?
ଉତ୍ତର – ଜିଲ୍ଲା ପରିଷଦ

୧୯- ମହାନଗର ନିଗମ ର ଶାସନ କାର୍ଯ୍ୟ ବୁଝୁଥିବା ସରକାରୀ ମୁଖ୍ୟ କୁ କଣ କୁହା ଯାଏ ?
ଉତ୍ତର – ମହାନଗର ନିଗମ କମିଶନର

୨୦- ପଞ୍ଚାୟତ ସମିତି ବୈଠକ ରେ କିଏ ସମ୍ପାଦକ ରୂପେ କାମ କରନ୍ତି ?
ଉତ୍ତର – ବିଡ଼ିଓ

୨୧- କାଞ୍ଜିଆହୁଡ଼ା ରେ କେଉଁ ମାନଙ୍କୁ ରଖା ଯାଇଥାଏ ?
ଉତ୍ତର – ଗାଈ ଗୋରୁ ମାନଙ୍କୁ

୨୨- କେତେ ଲୋକ ମାନଙ୍କୁ ନେଇ ମହାନଗର ନିଗମ ଗଠନ ହୋଇଥାଏ ?
ଉତ୍ତର – ୧୦ ଲକ୍ଷ ରୁ ଅଧିକ ଲୋକ

୨୩- ମହାନଗର ନିଗମର ମୁଖ୍ୟ କିଏ ?
ଉତ୍ତର – ମେୟର

୨୪- କେଉଁଟି ଗ୍ରାମପଞ୍ଚାୟତ ର ଇଛାଧିନ କାର୍ଯ୍ୟ ଅଟେ ?
ଉତ୍ତର – ବୃକ୍ଷ ରୋପଣ

୨୫- ଗ୍ରାମ ପଞ୍ଚାୟତ ନିର୍ବାଚନ କେତେ ବର୍ଷ ରେ ଥରେ ହୁଏ ?
ଉତ୍ତର – ୫ ବର୍ଷ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।