ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?
ଆଜି ଆମେ ଆପଣଙ୍କୁ ଏମିତି 5 ଟି ପ୍ରଶ୍ନ ପଚାରିବୁ l ଅର୍ଥାତ ଆପଣଙ୍କୁ ଜଣେଇବୁ ଯାହାକୁ ଆପଣ ଜାଣିଲେ ଆପଣଙ୍କ ଜୀବନ ରେ ଆଗେ ଯାଇ ତାହାର ଉପଯୋଗ କରିପାରିବେ l ମଣିଷ ପାଖରେ ଯେତେ ଜ୍ଞାନ ଥାଉ ନା କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତି କୁ ସମ୍ମାନ ପ୍ରାପ୍ତ କରାଇଥାଏ l ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଜଣେଇବୁ ଯାହାକୁ ଆପଣ ଜାଣିବା ନିହାତି ଆବଶ୍ୟକ l
ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ l
ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ l ଆମେ ଆପଣକୁ କିଛି ଅତି ସାଧାରଣ କିନ୍ତୁ ଆପଣ ଜାଣି ନଥିବେ ଏହିଭଳି କିଛି ଜୀବ ବିଜ୍ଞାନ ରୁ ଦଶ ଟି ପ୍ରଶ୍ନ କହିବୁ ଯାହା ଆପଣ ଜାଣି ଖୁସି ହେବେ l ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ?
1 :- ଆଖିରେ ରେ ଯେବେ ଆସି ଯାଉ 20 ଥର ବସି ଥାଉ କହିଲ ଦେଖି ସେ କିଏ l ଯିଏ କହିବ ସେ ନିଶ୍ଚୟ ଚାଲାକ ହୋଇ ଥିବା ?
ଉତ୍ତର :-ନିନ୍ଦ l
2:- ତାହା କଣ ସେ ସବୁ ବେଳେ ତଳ କୁ ଉପର କୁ ହୋଇ ଥାଏ l କିଏ କହି ପାରିବ l
ଉତ୍ତର :- ଟେଂପେରାଚର ବା ତାପମାତ୍ରା l
3 :- ଏମିତି କେଉଁ ଜିନିଷ ବା କଣ ଅଛି ଯାହା ଆଲୋକ ରୁ ଜନ୍ମ ହୋଇ ଥାଏ l ଆଲୋକ ରେ ବଞ୍ଚି ଥାଏ l ଆଲୋକ ରେ ମରି ଥାଏ l କିଏ କହିବ ଏହାର ଉତ୍ତର ?
ଉତ୍ତର :- ଛାଇ l
4 :- ଏମିତି କଣ ଅଛି ଯାହାକୁ ଆମେ ବାମ ହାତ ରେ ଧରି ପାରୁ ଓ ଡାହାଣ ହାତ ରେ ଧରି ପାରୁ ନାହିଁ l ଏହା ବହୁତ ସହଜ ପ୍ରଶ୍ନ ଏହା ର ଉତ୍ତର କିଏ କହି ପାରିବ ?
ଉତ୍ତର :- ଡାହାଣ ହାତ l
5 :- ଏମିତି କେଉଁ ପରିବା ଅଛି ଯାହା କୁ ଘର କୁ ଆଣିଲେ ଏକ ସହିତ ଚାବି ଓ କାଠି ଏକ ସାଥିରେ ଆସି ଥାଏ l ଏହା ଏକ ପରିବା ର ନାମ ଏହା କୁ ଯିଏ କହି ପାରିବ ସେ ନିଶ୍ଚୟ ବୁଦ୍ଧି ବାନ ଓ ଚାଲାକ ଅଟନ୍ତି କହିଲ କଣ ଦେଖି ?
ଉତ୍ତର :- ଲକି ପାରିବl l ଯାହାର ଅର୍ଥ, ଲକ -ଚାବି, କି -କାଠି l
ତେଣୁ ଏହା କୁ ଏକ ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁହା ଯାଇ ପରେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।