ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

ଆଜିର ଏହି ଜ୍ଞାନ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ l ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ l ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ l ଆସନ୍ତୁ କିଛି ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା l

1, ଭାରତର ସୂର୍ଯ୍ୟ ଙ୍କର ପହିଲି କିରଣ ସର୍ଵ ପ୍ରଥମେ କେଉଁ ରାଜ୍ୟରେ ପଡି ଥାଏ ?
ଉତ୍ତର. ଅରୁଣାଚଳପ୍ରଦେଶ l

2, ଭଗବାନ ବୁଦ୍ଧ କେଉଁ ଠାରେ ଜ୍ଞାନ ପ୍ରାପ୍ତି ହୋଉ ଥିଲେ ?
ଉତ୍ତର. ବୁଦ୍ଧଗୟା l

3, ଭାରତ ର ମୁଖ୍ୟ ଦକ୍ଷିଣ ତଟ କେଉଁଠି ?
ଉତ୍ତର. କନ୍ୟାକୁମାରୀ, ତାମିଲନାଡୁ ର l

4, ବିହୁ କେଉଁ ରାଜ୍ୟ ରେ ପ୍ରସିଦ୍ଧ ପର୍ବ ?
ଉତ୍ତର. ଆସାମ l

5, ପୋଙ୍ଗଲ କେଉଁ ରାଜ୍ୟ ରେ ପ୍ରସିଦ୍ଧ ପର୍ବ ଅଟେ ?
ଉତ୍ତର. ତାମିଲନାଡୁ l ଏହି ପର୍ବ ଟି ସାଧାରଣତଃ ସେଠାର ମହିଳା ମାନଙ୍କ ପାଇଁ ଅଧିକ ପାଳନ କରି ଥାନ୍ତି l ପୋଲାଙ୍ଗ ମହିଳା ମାନଙ୍କର ପର୍ବ ଅଟେ l

6, ଗିଦ୍ଧ ଓ ଭାଙ୍ଗଡ଼ କେଉଁ ରାଜ୍ୟ ରେ ଲୋକ ନୃତ୍ୟ ?
ଉତ୍ତର. ପଞ୍ଜାବ l

7, ‘ଆପକା ବ୍ୟାଙ୍କ, ଆପକା ଦ୍ୱାର ‘ଏହା କେଉଁ ବ୍ୟାଙ୍କ ର ଟ୍ୟାଗ ଲାଇନ ?
ଉତ୍ତର. i. p. p. b. ବ୍ୟାଙ୍କ l

8, ରାଷ୍ଟ୍ରୀୟ କ୍ରୀଡା ଦିବସ କେବେ ପାଳନ କରାଯାଏ ?
ଉତ୍ତର. 29 ଅଗଷ୍ଟ l

9, କାଜିରଙ୍ଗା ଉଦ୍ୟାନ କେଉଁ ରାଜ୍ୟର ରେ ଅବସ୍ଥିତ ଅଛି ?
ଉତ୍ତର. ଆସାମ l

10, ଜବାହର ସାଗର ବନ୍ଧ ବା ଡ୍ୟାମ କେଉଁ ନଦୀ କୁଳ ରେ ଅବସ୍ଥିତ l
ଉତ୍ତର. ଚମ୍ବଲ ନଦୀ କୂଳରେ l

11, ନାସିକ ର କେଉଁ ନଦୀ କୂଳରେ ରେ କୁମ୍ଭ ମେଳା ଅନୁଷ୍ଠିତ ହୁଏ ?
ଉତ୍ତର. ଗୋଦାବରୀ l

12, ଭୌଗଳିକ ଦୃଷ୍ଟି କୋଣ ରୁ ଭାରତ ର ପ୍ରାଚୀନ ତମ ପର୍ବତ ଶୃଙ୍ଖଳ କେଉଁ ଠାରେ ଅବସ୍ଥିତ ?
ଉତ୍ତର. ଆରବଳୀ l

13, ଅଜନ୍ତା ଗୁମ୍ଫା କେଉଁ ଠାରେ ଅବସ୍ଥିତ ?
ଉତ୍ତର. ମହାରାଷ୍ଟ୍ର l

14, ନାଳନ୍ଦା ବିଶ୍ୱ ବିଦ୍ୟାଳୟ କେଉଁ ରାଜ୍ୟ ରେ ଅବସ୍ଥିତ ?
ଉତ୍ତର. ବିହାର l

15, ନନ୍ଦା ଦେବୀ ପର୍ବତ ର ଉଚ୍ଚତା କେତେ ?
ଉତ୍ତର. 7816 ମିଟର l

16, ଭାରତର ଜାତୀୟ ଖେଳ ର ନାମ କଣ ?

ଉତ୍ତର :- ହକି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।