ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ 98% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ
ଆଜି ଆମେ ଆପଣଙ୍କୁ ୫ ଗୋଟି ଚତୁର ମଜାଳିଆ ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ର ଉତ୍ତର ଅତି ସରଳ ଓ ସହଜ ।ଏହି ପ୍ରଶ୍ନ ଗୁଡିକ ର ଆପଣ ଅତି ଚତୁରତା ର ସହକାରେ ଦେବେ ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।
ତେବେ ଏହି ସବୁ ପ୍ରଶ୍ନ ଉତ୍ତର ଦେବା ପାଇଁ ଆପଣ ୫ ସେକେଣ୍ଡ ସମୟ ନେଇ ପାରିବେ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ୫ ଟି ପ୍ରଶ୍ନ ବିଷୟରେ;
୧- କେଉଁ ଫଳ ଅଛି ଯାହା କଞ୍ଚା ବେଳେ ହଳଦିଆ ପାଚିଲେ କଳା କହି ନପାରିଲେ ରାଜ୍ୟ ରୁ ପଳା ?
ଉତ୍ତର – ଏହି ପ୍ରଶ୍ନ ର ସଠିକ୍ ଉତ୍ତର ହେଉଛି ଖଜୁରୀ କୋଳି କାରଣ ଖଜୁରୀ କୋଳି କଞ୍ଚା ବେଳେ ହଳଦିଆ ପାଚିଲେ କଳା ବା ମାଟିଆ ରଙ୍ଗର ହୋଇଥାଏ ।
୨- କୋଣାର୍କ ମନ୍ଦିର ର ଦଧିନଉତି କିଏ ମାରିଥିଲେ ?
ଉତ୍ତର – ଏହି ପ୍ରଶ୍ନ ର ସଠିକ୍ ଉତ୍ତର ହେଉଛି ଧର୍ମପଦ । ୧୨ ଶହ ବଢେଇ ମାନଙ୍କୁ ସାହାର୍ଯ୍ୟ କରିବା ସେ କୋଣାର୍କ ମନ୍ଦିର ର ଦଧିନଉତି ମାରିଥିଲେ ଓ ସମୁଦ୍ର ଭିତରକୁ ଲମ୍ପ ମାରି ଥିଲେ ।
୩- ଆଜି କାଲି ଆମେ ଯେଉଁ ଇଣ୍ଟରନେଟ ବ୍ୟବହାର କରୁଛେ ସେହି ଇଣ୍ଟରନେଟ କିଏ ପ୍ରଥମ ଉଦ୍ଭାବନ କରି ଥିଲେ ?
ଉତ୍ତର -ଏହି ପ୍ରଶ୍ନ ର ସଠିକ୍ ଉତ୍ତର ହେଉଛି ରବର୍ଟ ଇ ଖାନ୍ ଓ ଭିଷ୍ଟ କେର୍ଫ ଯିଏକି ଇଣ୍ଟରନେଟ ପ୍ରଥମେ ଉଦ୍ଭାବନ କରି ଥିଲେ ।
୪- ଏମିତି କେଉଁ ଜିନିଷ ଅଛି ଯାହା ଝିଅ ମାନଂକ ର ଗୋଲ୍ ଓ ପୁଅ ମାନଙ୍କ ର ଲମ୍ବା ହୋଇ ଥାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଚନ୍ଦନ ବା ତିଳକ ଟୀକା ଯାହା ଝିଅ ମାନଙ୍କ ର ଗୋଲ ଓ ପୁଅ ମାନଙ୍କ ର ଲମ୍ବା ହୋଇ ଥାଏ
୫-ବହୁଳ ମାତ୍ରା ରେ ବ୍ୟବହାର ହେଉ ଥିବା ମୋବାଇଲ ଫୋନ ପ୍ରଥମେ କିଏ ଉଦ୍ଭାବନ କରି ଥିଲେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ମାର୍ଟିନ କୁକର୍ ସ୍ମାର୍ଟ ପ୍ରଥମେ ମୋବାଇଲ ଫୋନ ଉଦ୍ଭାବନ କରି ଥିଲେ ।
ଏହି ସବୁ ପ୍ରଶ୍ନ ମଧ୍ୟରୁ କିଛି ପ୍ରଶ୍ନ ର ଉତ୍ତର ହୁଏତ ଆପଣ ମାନେ ଜାଣି ଥିବେ।ଯଦି ଜାଣି ନଥିବେ ତେବେ ଆଜି ଆପଣ ଏହି ସମସ୍ତ ପ୍ରଶ୍ନ ର ଉତ୍ତର କୁ ଭଲ ଭାବେ ମନେ ରଖନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।