ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

ଆଜିର ଏହି ଆଧୁନିକ ଜଗତ ରେ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ l ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ l ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ l ଆସନ୍ତୁ କିଛି ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା l

1, ହାତ ରେ ନ ଧରି ମଧ୍ୟ ଆମେ ତାକୁ ଅଟକାଇ ଦେଇ ପାରିବା କିଏ କହି ପାରିବ ଏହାର ଉତ୍ତର ?
ଉତ୍ତର. ନିଶ୍ୱାସ l

2, ଏମିତି କୋଉ ଜିନିଷ ଅଛି ତାହା କୁ ବାନ୍ଧିଲା ପରେ ମଧ୍ୟ ଚାଲି ଥାଏ ?
ଉତ୍ତର. ହାତ ଘଡି ବା ଘଣ୍ଟା l

3, ଦଶ କିଲୋ ଲୁହା ଓ ଦଶ କିଲୋ ତୁଳା ମଧ୍ୟ ରେ କାହାର ଓଜନ ଅଧିକ ହେବ କହିଲ ଦେଖି ?
ଉତ୍ତର. ଉଭୟ ଙ୍କର ଓଜନ ସମାନ ହେବ l

4, ଗାଁ ସହର ରେ ବୁଲୁ ଥାଏ, କିନ୍ତୁ ମନ୍ଦିର ଯିବ କୁ ଡରୁ ଥାଏ କିଏ ଏହି ସହଜ ପ୍ରଶ୍ନ ର ଉତ୍ତର କହି ପାରିବ ?
ଉତ୍ତର. ଚପଲ ବା ଜୋତା l

6, ଇଂରାଜୀ ରେ କେଉଁ ଶବ୍ଦ କୁହ ଯେଉଁ ଥିରେ a ଠାରୁ f ପର୍ଯ୍ୟନ୍ତ ସମସ୍ତ ଅକ୍ଷର ଆସି ଥାଏ ?
ଉତ୍ତର. feedback l

7. ଯାଏ ନୀଳ କାର ରେ ଆସେ ନାଲି କାର ରେ ସେ କିଏ ?
ଉତ୍ତର. ପାନ ଛେପ l

8, ରାମ ତା ସାଙ୍ଗ କୁ ଗୋଟିଏ ଫୋଟ ଦେଖି କହିଲା ଏହା ମୋ ବାପା ଙ୍କର ପୁଅ ର ଫୋଟ କିନ୍ତୁ ସେ ମୋ ଭାଇ ନୁହନ୍ତି ଏହା କିପରି ସମ୍ଭବ ?
ଉତ୍ତର. ଫୋଟ ଟି ରାମୁ ର ଥିଲା l

9, ଗୋଟିଏ ଟେବୁଲ ଉପରେ ଦୁଇଟି ପ୍ଲେଟ ରେ ଦୁଇଟି ସେଓ ଥିଲା 3 ଜଣ ଲୋକ ନ କାଟି କେମିତି ଗୋଟେ ଗୋଟେ ଖାଇବେ ?
ଉତ୍ତର. ଟେବୁଲ ଉପରେ ଆଉ ଗୋଟିଏ ଥିଲା l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।