ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ
ଆଜିର ଆପଣ ମାନଙ୍କୁ ଏମିତି ଜ୍ଞାନ ବିଷୟରେ ରେ କହିବୁ ସେହି ପ୍ରଶ୍ନ ଗୁଡିକ ଅଧିକ ଜାଣିବା ଆବଶ୍ୟକ l ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ l ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ l
ଆସନ୍ତୁ କିଛି ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା lବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ l ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ l ଆମେ ଆପଣକୁ କିଛି ଅତି ସାଧାରଣ କିନ୍ତୁ ଆପଣ ଜାଣି ନଥିବେ ଏହିଭଳି କିଛି ଜୀବ ବିଜ୍ଞାନ ରୁ ଦଶ ଟି ପ୍ରଶ୍ନ କହିବୁ ଯାହା ଆପଣ ଜାଣି ଖୁସି ହେବେ l ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ?
1, ସୂର୍ଯ୍ୟ ଙ୍କର ଆୟୁଷ କେତେ ?
ଉତ୍ତର :- 4.603 ମିଲିୟନ ବର୍ଷ l
2, ପ୍ରଥମ ବିଶ୍ୱ ଯୁଦ୍ଧ କେବେ ହୋଇ ଥିଲା ?
ଉତ୍ତର. 1914 l
3, ଅମିତାଭ ଘୋଷ ଙ୍କୁ କେଉଁ କ୍ଷେତ୍ର ରେ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରା ଯାଇଛି ?
ଉତ୍ତର. ସାହିତ୍ୟ l
4, ଆଖିରେ କଳା ପଟି ହାତରେ ନିକିତି ଏହା କାହାର ପ୍ରତୀକ ଅଟେ ?
ଉତ୍ତର. ନ୍ୟାୟ l
5, ଡ଼ିଲୱାଡ଼l ରେ ଜୈନ ମନ୍ଦିର କେଉଁ ଥରେ ଅବସ୍ଥିତ ?
ଉତ୍ତର. ମାଉଣ୍ଟ ଆବୁ, ରାଜସ୍ଥାନ l
6, ଆଣବିକ ଗବେଷଣା ପ୍ରତିଷ୍ଠାନ ସାହା ଇନଷ୍ଟିଚୁଡ଼ ଅଫ ନିଉ କ୍ଲିୟର ଫିଜି କେଉଁ ଥରେ ଅବସ୍ଥିତ ?
ଉତ୍ତର. କୋଲକାତା l
7, ଏହି ମଧ୍ୟ ରୁ ଓଡ଼ିଶାର ଦେଖା ଯାଉ ଥିବl ଜନଜାତି ବା ଆଦିବାସୀ ସମ୍ପ୍ରଦାୟ ଟି କଣ ?
ଉତ୍ତର. କନ୍ଧ, ଓରାମ, ମୁଣ୍ଡା, ସାନ୍ତାଳ l
8, ପାତାଳି ପୁତ୍ର ରେ ନୂତନ ବା ଏବେକା ନାମ କଣ ?
ଉତ୍ତର. ପାଟଣା l
9, ଅଚାନ କମାର ୱାଇଲଡ ଲାଇଫ ସଂକେଚେରୀ କେଉଁ ରାଜ୍ୟ ରେ ଅବସ୍ଥିତ ?
ଉତ୍ତର. ମୁଙ୍ଗେଲି, ଛତିଶଗଡ l
10, ଦେବୀ ଅହଲ୍ୟା ବାଇ ବିମାନ ବନ୍ଦର ଟି କେଉଁ ଠାରେ ଅବସ୍ଥିତ ?
ଉତ୍ତର. ଇନ୍ଦୋର, ମଧ୍ୟପ୍ରଦେଶ l
11. ପ୍ରଥିବୀର ସବୁଠାରୁ ଛୋଟ ଦେଶ ଟିର ନାମ କଣ ?
ଉତ୍ତର. ଭାଟିକାନ ସିଟି
ଏହି ପ୍ରଶ୍ନ ଗୁଡିକ ଇତିହାସ ରୁ ଆସିଛି ଏହା ଅତ୍ୟନ୍ତ ଶିକ୍ଷଣୀୟ ଅଟେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।