ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୮% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ବନ୍ଧୁଗଣ ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ। ଆଜି ଆମେ ଆଇପିଏଲ ବିଷୟ ରେ କିଛି ପ୍ରଶ୍ନ ବିଷୟ ରେ ଜାଣିବା । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣ ଙ୍କ ସାଧାରଣ ଜ୍ଞାନ ବଢ଼ାଇବାରେ ସହାୟକ ହେବ।ତେବେ ଆସନ୍ତୁ ଜାଣିବା ;

୧- IPL ୨୦୧୮ ରେ ଅରେଞ୍ଜ କ୍ୟପ କାହାକୁ ମିଳିଥିଲା ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି କେନ୍ ୱିଲ୍ମିସନ୍ ଯିଏ କି ୭୩୫ ରନ୍ କରିଥିଲେ ୨୦୧୮ ଆଇପିଏଲ ରେ

୨- ପ୍ରଥମ IPL ବିଜେତା କିଏ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ରାଜସ୍ଥାନ ରୟାଲ୍ସା ପ୍ରଥମ IPL ବିଜେତା ଅଟେ

୩- ୨୦୧୮ ମସିହା ରେ କେତୋଟି ଟିମ୍ ଖେଳି ଥିଲେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ୮ ଟି , ୨୦୧୮ ମସିହା ରେ ୮ ଟିମ୍ ଆଇପିଏଲ ଖେଳି ଥିଲେ

୪- IPL ୨୦୧୮ ରେ ପର୍ପଲ୍ କ୍ୟପ୍ କାହାକୁ ମିଳି ଥିଲା ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଆନ୍ଦ୍ରିୱିଇ ତାଏ (Andrew tye ) IPL ୨୦୧୮ ରେ ପର୍ପଲ୍ କ୍ୟପ୍ ମିଳି ଆନ୍ଦ୍ରିୱିଇ ତାଏ ଙ୍କୁ ମିଳି ଥିଲା

୫- ୨୦୧୮ ମସିହା ରେ ଆଇପିଏଲ ବିଜେତା କିଏ ଅଟେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଚେନ୍ନାଇ ସୁପର୍ କିଙ୍ଗ ( CSK ) , ଚେନ୍ନଇ ସୁପର୍ କିଙ୍ଗ ୨୦୧୮ ମସିହା ରେ ଆଇପିଏଲ ବିଜେତା ଅଟେ

୬- ଆଇପିଏଲ ରେ ପ୍ରଥମ ଶତକ କିଏ କରିଥିଲେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ବ୍ରେନେଦେନ୍ ମେକୁଲମ୍ ( Brenden- mecmulam ) ଆଇପିଏଲ ରେ ପ୍ରଥମ ଶତକ କରିଥିଲେ

୭- ଆଇପିଏଲ କେଉଁ ମସିହା ରେ ଆରମ୍ଭ ହୋଇଥିଲା ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ୨୦୦୮ ମସିହା ରେ ଆଇପିଏଲ ଆରମ୍ଭ ହୋଇଥିଲା

୮- ୨୦୧୮ ରେ ଆଇପିଏଲ ରେ stylish player of the season ର ଆୱାର୍ଡ଼ କାହାକୁ ଦିଆ ଯାଇଥିଲା ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ରିଶବ୍ ପାଣ୍ଟ ( Rishav pant ) କୁ ୨୦୧୮ ରେ ଆଇପିଏଲ ରେ stylish player of the season ର ଆୱାର୍ଡ଼ ଦିଆ ଯାଇଥିଲା

୯- ୨୦୧୮ ଆଇପିଏଲ ରେ fairy play award କେଉଁ ଟିମ୍ କୁ ମିଳିଥିଲା ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ମୁମ୍ବାଇ ଇଣ୍ଡିଆନ୍ (MI ) । ମୁମ୍ବାଇ ଇଣ୍ଡିଆନ୍ ଟିମ୍ କୁ ଆଇପିଏଲ ରେ fairy play award ମିଳିଥିଲା

୧୦- ଏହାର ସଠିକ୍ ଉତ୍ତର ହେଉଛି CSK ର ମାଲିକ କିଏ ?
ଉତ୍ତର – Csk cricket ltd (ଚେନ୍ନଇ ସୁପର୍ କିଙ୍ଗ ଲିମିଟେଡ ) ଚେନ୍ନଇ ସୁପର୍ କିଙ୍ଗ ର ମାଲିକ

୧୧- IPL ର ଫୁଲ ଫର୍ମ କଣ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି Indian premier League (ଇଣ୍ଡିଆନ ପ୍ରୀମିଆର ଲେଗୂୟ )

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।