ଜାଣନ୍ତୁ ବିଜୟ ମହାନ୍ତିଙ୍କର ପରିବାର ଆଉ ତାଙ୍କ ସମ୍ପତ୍ତି ବିଷୟରେ, ଏତେ ସମ୍ପତ୍ତି ର ମାଲିକ ଥିଲେ…..

ଲୋକ ପ୍ରିୟ କଳାକାର ବିଜୟ ମହାନ୍ତି l ଯାହାଙ୍କ ଚରିତ୍ରକୁ ସମସ୍ତ ଓଡିଶା ବlସି ପସନ୍ଦ କରନ୍ତି l ବିଜୟ ମହାନ୍ତି ଯିଏକି ପ୍ରଥମେ ଓଲିଉଡ଼ ରେ ଖଳନାୟକ ର ଭୂମିକା ଲିଭାଇ ଥିଲେ l ଏବଂ ପରେ ସେ ମଧ୍ୟ ହିରୋ ଭୂମିକା ଆହୁରି ସେ କମେଡି ଭୂମିକାରେ ଅଭିନୟ କରିଛନ୍ତି l ଚାଲନ୍ତୁ ଜାଣିବା ବିଜୟ ମହାନ୍ତି ଙ୍କର ଜୀବନୀ l

ସେ ଜନ୍ମ ଗ୍ରହଣ କାରିଥିଲେ 1950 ମସିହା କେନ୍ଦ୍ରାପଡ଼ା ଜିଲ୍ଲା ରେ l ସେ ନିଜର ପାଠପଢା ଭଦ୍ରକ ଏବଂ ମୟୁରଭଞ୍ଜ ଜିଲ୍ଲା ରେ ସାରିଥିଲେ l

ପରେ ସେ ସେଣ୍ଟ୍ରାଲ ଡ୍ରାମା କଲେଜ ରେ ନିଜର ପାଠପଢା ସାରିଥିଲେ l ସେ ନିଜର ପାଠ ପଢା ସାରିଥିଲେ 1975 ମସିହାରେ l ପରେ ସେ 1977 ଠାରୁ ଓଲିଉଡ଼ ଜଗତରେ ପାଦ ଦେଇଥିଲେ l ତାଙ୍କର ପ୍ରଥମ ଫିଲ୍ମ ହେଉଛି ଚିଲିକାତୀର ଯେଉଁ ଥୀରେ ସେ ଖଳ ନାୟକ ର ଭୂମିକା ରେ ଅଭିନୟ କାରିଥିଲେ l ଏହାପରେ ସେ ନାଗଫାଶ ଭଳି ସେ ଅନେକ ଫିଲ୍ମ କରିଛନ୍ତି l ବିଜୟ ମହାନ୍ତି ଙ୍କର ଶେଷ ଫିଲ୍ମ ହେଉଛି ପିଲାଟି ବିଗିଡି ଗଲା l ଏହି ଫିଲ୍ମ ଟି ରିଲିଜ ହୋଇ ଥିଲା 2015 ମସିହାରେ l

ବିଜୟ ମହାନ୍ତି ଙ୍କର ବାପାଙ୍କ ନାମ ହେଉଛି ଆଦିକାନ୍ତ ମହାନ୍ତି l ମାତା ଙ୍କର ନାମ ଶାନ୍ତିକାନ୍ତ ମହାନ୍ତି l ବିଜୟ ମହାନ୍ତିଙ୍କର ପତ୍ନୀ ଙ୍କର ନାମ ହେଉଛି ମତନ୍ଦ୍ରାଳୟ l ବିଜୟ ମହାନ୍ତି ଙ୍କର ମାତ୍ର ଗୋଟିଏ ଝିଅ ଯାହାଙ୍କୁ ସେ ପାଠ ପଢ଼ିସାରିବା ପରେ ହାଇଦ୍ରାବାଦ ରେ ବିବାହ ଦେଇ ଛନ୍ତି l ଏବେ ତାଙ୍କର ଗୋଟିଏ ନାତି ନାତୁଣୀ ଅଛନ୍ତି l

ବିଜୟ ମହାନ୍ତି ସେ ଓଡ଼ିଶାରେ ରୁହନ୍ତି ଏବଂ ହାଇଦ୍ରାବାଦ ରେ ମଧ୍ୟ୍ୟ ରହୁଥିଲେ l ବିଜୟ ମହାନ୍ତିଙ୍କର ଦେହ ଖରାପ ହେବାରୁ ସେ ହାଇଦ୍ରାବାଦ ର ଏକ ବଡ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ l ତାପରେ ସେ ବିହାର ରେ ଚିକିତ୍ସା ହେଉ ଥିଲେ l

ଭଲ ହେବାରୁ ସେ ଓଡ଼ିଶା ଆସିଥିଲେ l ମାତ୍ର ତାଙ୍କର ହଠାତ ଦେହ ଖରାପ ହେଲା ଗୋଟିଏ ଦିନ ରାତିରେ ଆଉ ତାଙ୍କୁ ଏକ ଓଡ଼ିଶା ହସ୍ପିଟାଲ ରେ ରଖି ଚିକିତ୍ସା କରାଯାଇଥିଲା l ପରେ ସେ ସେହି ହସ୍ପିଟାଲ ରେ ମୃତ୍ୟୁ ବରଣ କରିଥିଲେ l ତାଙ୍କର ମୃତ୍ୟୁ ହୋଇଥିଲା20 ଜୁଲାଇ 2020 ରେ ତାଙ୍କର ମୃତ୍ୟୁ ହୋଇଥିଲା l ଜାଣିଥିବେ ଯେ 2020ମସିହାରେ ଦେଶରେ କେବଳ ବିପଦ ଆସିଛି କହିଲେ ହେବ ନାହିଁ l

ଓଲିଉଡ଼ ଏବଂ ବଲିଉଡ ଜଗତରେ ମଧ୍ୟ ଆସିଛି l ଏହି ମସିହାରେ ବହୁତ କଳାକାର ଙ୍କର ନିଧନ ହୋଇଛି l ଆମର ଓଲିଉଡ଼ ରେ ବହୁତ ଜଣ ଙ୍କ ମୃତ୍ୟୁ ହୋଇଛି ସେ ମାନଙ୍କ ମଧ୍ୟରୁ ବିଜୟ ମହାନ୍ତି ଅନ୍ୟତମ l ତାଙ୍କର ଘର ଭୁବନେଶ୍ୱର ରେ ମଧ୍ୟ ରହିଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।