ଯାତ୍ରା ଷ୍ଟେଜ ଉପରେ ଏମିତି SCENE ଦେଖି ସହି ପାରିଲେନି ଦର୍ଶକ, ଆଉ ତା’ ପରେ କଣ ହେଲା… ଦେଖନ୍ତୁ VIDEO 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ
ଆମ ଓଡ଼ିଶାରେ ଯାତ୍ରା ଜଗତର ଚାହିଦା ବେଶ୍ ଅଧିକ ରହିଛି। ଅନେକ ଲୋକ ଯାତ୍ରା ଦେଖିବାକୁ ବହୁତ୍ ପସନ୍ଦ କରନ୍ତି। ଯାତ୍ରା କଳାକାର ମାନଙ୍କର ପ୍ରତ୍ୟକ୍ଷ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ଆକୃଷ୍ଟ କରିଥାଏ। ସେମାନଙ୍କ ନିକଟରେ ଏକ ଭିନ୍ନ ଧରଣର ଆକର୍ଷଣୀୟ ଅଭିନୟ ଦେଖିବା ପାଇଁ ମିଳିଥାଏ। ତେବେ ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ଅନେକଙ୍କ ମନରେ ଏକ ଭିନ୍ନ ଭଲପାଇବା ବି ରହିଥାଏ। ତାହା କେବଳ ଯାତ୍ରା ପ୍ରେମୀ ହିଁ ବୁଝି ପାରିବେ। ତେବେ ଯାତ୍ରା ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି।
ସେମାନଙ୍କ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଦିଏ।ଯାତ୍ରା ଜଗତର କିଛି ସୁନ୍ଦର୍ ଦୃଶ୍ୟ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ଯଦି ଆପଣ ଜଣେ ଯାତ୍ରାପ୍ରେମୀ ହୋଇଥିବେ ତେବେ ଜାଣିଥିବେ ଯେ ଯାତ୍ରା ଜଗତର କଥା କେତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ଅଟେ। ଏଠାରେ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଚରିତ୍ରର ଅଭିନୟକୁ ଦର୍ଶକ ପାଖରୁ ଉପଲବ୍ଧି କରିଥାନ୍ତି। ତେବେ ଯାତ୍ରା ପ୍ରେମୀ ମାନଙ୍କର ଯାତ୍ରାପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ତେବେ ଯେତେବେଳେ ବି ଯାତ୍ରା ଜଗତର କୌଣସି କଥା ଆସେ ସେତେବେଳେ ଯାତ୍ରା ପ୍ରେମୀଙ୍କ ମନରେ ଭରି ଯାଇଥାଏ ଏକ ଭିନ୍ନ ଉତ୍ସାହ।
ଯାତ୍ରା ଏକ ଏଭଳି ମନୋରଂଜନ ର ମଞ୍ଚ ଯାହା ଦର୍ଶକ ମାନଙ୍କୁ ତାର ଆକର୍ଷଣୀୟ ପ୍ରଦର୍ଶନ ରେ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ। ଅନେକ ସୁନ୍ଦର୍ ସୁନ୍ଦର୍ କାହାଣୀ, ବିଷୟବସ୍ତୁ କୁ ନେଇ ପ୍ରସ୍ତୁତ ହୋଇଥାଏ ଯାତ୍ରା। ଯାହା ଅନେକାଂଶରେ ପାରିବାରିକ କଥାବସ୍ତୁ କୁ ନେଇ ଆଧାରିତ ହୋଇଥାଏ। ବେଳେବେଳେ କିଛି ଏମିତି ଦୃଶ୍ୟ ଯାତ୍ରାରେ ଦେଖିବାକୁ ମିଳେ ଯାହା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ସମାଜର ବାସ୍ତବ ଛବିକୁ ପରିଚିତ୍ରଣ କରିଥାଏ। ତେଣୁ ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଅଟେ। ଯାତ୍ରାରେ ଆପଣ ଉଭୟ ହସ ଏବଂ କାନ୍ଦ ର ଦୃଶ୍ୟ ବି ଦେଖିବାକୁ ପାଉଥିବେ।
ତେବେ ଅପେରା ସାଇ ଦୁର୍ଗା ର ଏକ ସୁପରହିଟ ନାଟକ “ଭୁଲ ତୋର ନା ଭୁଲ ମୋର ” ର ଏକ ଯାତ୍ରା ସିନ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି | ଆଉ ଯେଉଁଥିରେ ଦେଖିବାକୁ ମିଳିଛି ଯାତ୍ରା ଜଗତରେ ମା ଭୂମିକା ରେ ଅଭିନୟ କରୁଥିବା ମହିଳା ଜଣଙ୍କ କେଉଁ ଭଳି ଭାବରେ ସୁନ୍ଦର ଅଭିନୟ ର ଝଲକ ଦେଖାଇବାକୁ ଲାଗିଛନ୍ତି ଯାତ୍ରା ମଞ୍ଚରେ |ଏମିତି ଇମୋସନାଲ ଭାବରେ ଅଭିନୟ କରିବାକୁ ଲାଗିଛନ୍ତି ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ କାନ୍ଦି ପକେଇବେ |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |