ବାହାଘର ପରେ ସିନେମା ଛାଡି ଯାତ୍ରା ପାର୍ଟିରେ ଯୋଗଦେଲେ olywod ଅଭିନେତ୍ରୀ ରିୟା ଦେ ( riya de)- ଦେଖନ୍ତୁ video
ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଆ ସିରିଏଲ ଜଗତ ରେ ଅନେକ ସେଲିବ୍ରେଟି ରହିଛନ୍ତି ଯେଉଁ ମାନେ ତାଙ୍କ ଅଭିନୟ ର ଯାଦୁ ରେ ଆମ ମନ କୁ କିଣି ନେଇ ଥାଆନ୍ତି | ତେବେ ସମସ୍ତ ଙ୍କର ପ୍ରାୟ ନିଜର ପ୍ରିୟ କଳାକାର ରହି ଥାଆନ୍ତି ଆଉ ତାଙ୍କର ଫିଲ୍ମ କୁ ନେଇ ଆମେ ଚାତକ ଭଳି ଚାହିଁ ରହି ଥାଉ ଏବଂ ତାଙ୍କର କିଛି ଭିଡ଼ିଓ ହେଉ ଅବା ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ମନରେ ଏକ ଆଗ୍ରହ ପ୍ରକାଶ ହୋଇ ଥାଏ | ତେବେ ଏହି ସେଲିବ୍ରେଟି ଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣ ର ହୋଇ ଥାଏ ଅର୍ଥାତ ଷ୍ଟାଇଲିସ ହୋଇ ଥାଏ |
ତେବେ କୌଣସି ଯାତ୍ରା ମଞ୍ଚ ହେଉ ଅବା କୌଣସି ଷ୍ଟେଜ ପ୍ରଗ୍ରାମ ହେଉ ଏହି ସେଲିବ୍ରେଟି ମାନେ ଅତିଥି ଭାବେ ଏଥିରେ ସାମିଲ ହୋଇ ଥାଆନ୍ତି ଆଉ ଦର୍ଶକ ମାନଙ୍କର ଖୁବ ମନରଞ୍ଜନ କରାଇ ଥାଆନ୍ତି | ତେବେ ସେଭଳି ଏକ ସେଲିବ୍ରେଟି ଙ୍କୁ ଏବେ ଯାତ୍ରା ମଞ୍ଚ ରେ ଦେଖିବା ପାଇଁ ମିଳିଛି ଯାହାର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି |
ଓଲିଓଡ଼ ଜଗତ ର ଅଭିନେତ୍ରୀ ରିୟା ଦେଓ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ସମସ୍ତ ବଡ଼ ବଡ଼ ଅଭିନେତା ଙ୍କ ସହ ମଧ୍ୟ କାମ କରି ସାରିଛନ୍ତି | ସେ 2010 ମସିହା ରେ ପ୍ରଥମ କରୋ ଫିଲ୍ମ ଦୁନିଆ ରେ ପାଦ ଦେଇ ଥିଲେ ଆଉ ଏହାପରେ ଅନେକ ଫିଲ୍ମ ରେ ସେ କାମ କରି ସୁନାମ ଅର୍ଜନ କରି ଥିଲେ |
ତାଙ୍କର ଚୁଲବୁଲି ଅଭିନୟ ସହିତ ସୁନ୍ଦର ଡ୍ୟାନ୍ସ ସମସ୍ତ ଦର୍ଶକ ଙ୍କୁ ଖୁବ ଆକର୍ଷିତ କରାଇ ଥାଏ | ଆପଣ ତ ଜାଣି ଥିବେ ଏହି କିଛି ଦିନ ହେବ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଆଉ ବିବାହ ପରେ ସେ ଯାତ୍ରା ମଞ୍ଚ ରେ ଦେଖିବା ପାଇଁ ମିଳିଛନ୍ତି |
ତେବେ ବହୁତ ଦିନ ଧରି ସୁନୀଲ ଙ୍କ ସହ ପ୍ରେମ ସମ୍ପର୍କ ରେ ରହିବା ପରେ ସେ ପ୍ରେମ ବିବାହ କରିଛନ୍ତି ଆଉ ତାଙ୍କ ଶାଶୂଘରେ ବେସ ଖୁସି ବାସ ରେ ଜୀବନ କାଟୁଛନ୍ତି | ରିୟା ଙ୍କ ବିବାହ ରେ ଅନେକ ବଡ଼ ବଡ଼ ସେଲିବ୍ରେଟି ଯୋଗ ଦେଇ ଥିଲେ ଯାହାକି ଆପଣ ଭିଡ଼ିଓ ମାଧ୍ୟମ ରେ ନିହାତି ଦେଖି ଥିବେ |
ତେବେ ବର୍ତ୍ତମାନ ସମୟରେ ରିୟା ଙ୍କୁ ଯାତ୍ରା ଷ୍ଟେଜ ରେ ଦେଖିବା ପାଇଁ ମିଳିଛି ଆଉ ଯାତ୍ରା ଷ୍ଟେଜ ରେ ସୁନ୍ଦର ଅଭିନୟ ସହିତ ସୁନ୍ଦର ଭାବରେ ଡ୍ୟାନ୍ସ ମଧ୍ୟ କରି ଦେଖାଇଛନ୍ତି | ଯାହାକି ଦର୍ଶକ ମାନଙ୍କୁ ହୃଦୟ କୁ ଖୁବ ଛୁଇଁଛି ଆଉ ତାଳି ରେ ମାହଲ ଟି କମ୍ପି ଉଠୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।