Pregnants Tips – ପିଆଜ ଓ ରସୁଣ ରୁ ଜାଣିପାରିବେ ଗର୍ଭରେ ବଢୁଥିବା ଶିଶୁ ପୁତ୍ର କି କନ୍ୟା ଗ୍ୟାରେଣ୍ଟି….Dr. Shruti Sinha….
ଯେତେ ବେଳେ ଏକ ନାରୀ ବିବାହ କରିଥାଏ ସେତେ ବେଳେ ତାର ପ୍ରଥମ ସ୍ୱପ୍ନ ଥାଏ କି ସେ ଏକ ମା ହେବ ଆଉ ମା ହୋଇ ଗଲା ପରେ ତାର ସବୁ ସ୍ୱପ୍ନ ସାକାର ହୋଇ ଯାଇଥାଏ | ତେବେ ପ୍ରାୟ ପରିବାର ଚାହିଁ ଥାଆନ୍ତି କି ତାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ନେଉ କାରଣ ପୁତ୍ର ସନ୍ତାନ କୁଳ ଆଗକୁ ବଢ଼ାଇ ଥାଏ ଏବଂ ବାପା ମା ର ସାହାରା ବାଡ଼ି ହୋଇ ଥାଏ | କିନ୍ତୁ ଏହା ସତ ଯେ ପୁଅ ହେଉ କି ଝିଅ ଏହା ଈଶ୍ୱର ଙ୍କର କୃପା ହୋଇ ଥାଏ ଏବଂ ଆଜିକାଲି ର ଦୁନିଆଁ ରେ ପୁଅ ଝିଅ ସବୁ ସମାନ ଅଟନ୍ତି |
ଝିଅ ହେଉ ଅବା ପୁଅ କେବେ ମନ ଉଣା କରିବା ଉଚିତ ନୁହେଁ କେବଳ ଵଂଶ ଆଗକୁ ନେବା ପାଇଁ ସମସ୍ତ ଙ୍କ ମନରେ ପୁତ୍ର ସନ୍ତାନ ର ଇଚ୍ଛା ରହି ଥାଏ | ଗର୍ଭ ରେ ପୁଅ ଅଛି କି ଝିଅ ଅଛି ଜାଣିବା ପାଇଁ ପରୀକ୍ଷା କରିବା ଆଇନଗତ ଅପରାଧ ଅଟେ |
କିନ୍ତୁ ଅନେକ ମହିଳା ଅଛନ୍ତି ଯେଉଁଭଳି ଗର୍ଭବତୀ ସମୟ ରେ ଜାଣିବା ପାଇଁ ଖୁବ ଇଚ୍ଛା ପ୍ରକାଶ କରିଥାନ୍ତି କି ସେମାନଙ୍କ ଗର୍ଭରେ ଝିଅ ଅଛି କି ପୁଅ ଅଛି | ତେବେ ଆଜି ଏଭଳି ଏକ ଘରୋଇ ଉପାୟ ସମ୍ପର୍କ ରେ ଜଣାଇବୁ ଯାହାକି ସାଧାରଣ ରସୁଣ ଦ୍ୱାରା ହିଁ ଆପଣ ଜାଣି ପାରିବେ କି ଆପଣଙ୍କ ଗର୍ଭରେ ଝିଅ ଅଛି କି ପୁଅ ଅଛି |
ମହିଳା ଙ୍କ ଶରୀର ରେ ଏମିତି ଅନେକ ଲକ୍ଷଣ ଦେଖା ଯାଏ ଯାହା ଦ୍ୱାରା ଜାଣି ହେବ କି ମହିଳା ଟି ଗର୍ଭରେ ଝିଅ ଅଛି ନା ପୁଅ ଅଛି | ଯେମିତି କି ଆମେ ପେଟର ଆକାର ରୁ ମଧ୍ୟ ଜାଣି ପାରିବା , ତେବେ ଯେମିତି ପେଟର ଆକାର ରୁ କହିହୁଏ ପୁଅ ଝିଅ ବିଷୟରେ, ଗର୍ଭବତୀ ମହିଳାର ପେଟର ଆକାର ଗୋଲ ହେଇ ଆଗକୁ ବାହାରି ଥାଏ ତେବେ ସେହି କ୍ଷେତ୍ରରେ ପୁଅ ଜନ୍ମ ହେଇଥାଏ |
ଆଉ ପେଟର ଆକାର ଚଉଡା ଓ ଗୋଲେଇ ହୋଇଥାଏ ତେବେ ସେତେବେଳେ ଝିଅ ଜନ୍ମ ହେଇଥାନ୍ତି | ସେହିଭଳି ଭାବରେ ଖାଦ୍ୟ ଖାଇବାରୁ ମଧ୍ୟ ଜାଣି ହୋଇ ଥାଏ କି ପୁଅ ଅଛି ନା ଝିଅ ଅଛି |
ଗର୍ଭବତୀ ସମୟରେ ଅନେକ ମହିଳା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ ଏବଂ ଖାଦ୍ୟ ଖାଇଲେ ଅଧିକ ବାନ୍ତି କରିଥାନ୍ତି, ତେବେ ସେମାନଙ୍କର ପୁଅ ହୋଇ ଥାଏ | ଆଉ ଯେଉଁ ମହିଳା ମାନେ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ବା ଅଧିକ ଖାଦ୍ୟ ଖାଆନ୍ତି ସେମାନଙ୍କର ଝିଅ ହୋଇଥାଏ |
ତେବେ କୁହାଯାଏ କି ଗର୍ଭବତୀ ସମୟରେ ରସୁଣ ଖାଇବା ଉଚିତ ନୁହେଁ | ଯେତେବେଳେ ଗର୍ଭବତୀ ମହିଳାଙ୍କୁ ରସୁଣ ଓ ପିଆଜ ର ଗନ୍ଧ ହେଇଥାଏ ବା ସେହି ଗନ୍ଧ ତାଙ୍କୁ ଭଲ ଲାଗେ ନାହିଁ ତେବେ ଅନୁମାନ କରାଯାଏ କି ହେବାକୁ ଥିବା ସନ୍ତାନ ପୁଅ ଅଟେ | ଆଉ ଯେତେବେଳେ ରସୁଣ ପିଆଜ ଗନ୍ଧରୁ ମହିଳାଙ୍କୁ ବାନ୍ତି ହେଇ ନଥାଏ ଓ ସେମାନେ ଏତେଟା ଗନ୍ଧ ବାରି ପାରନ୍ତି ନାହିଁ ସେତେବେଳେ ଝିଅ ପିଲା ଜନ୍ମ ହେଇଥାନ୍ତି |