ଦେଖନ୍ତୁ ଭିଡିଓ , ଅନୁଭବ ଙ୍କୁ ଛାଡି ବର୍ଷା କେମିତି ନିଆରା ଢଙ୍ଗରେ ପାଳନ କଲେ ଭାଲେଣ୍ଟାଇନ୍ ଡେ ” ପୁରା ଭିଡିଓ ଦେଖିଲେ ଆପଣ ଙ୍କ ଆଖି ଧୋକା ଖାଇଯିବ…..
ଜଣେ ନାରୀକୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ନାରୀଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କତିର ମୁଳମନ୍ତ୍ର । ଆଜି ଆମେ ଏହି ସଂସାରକୁ ଆସିପାରିଛେ ଜଣେ ମାଁ ପାଇଁ । ନାରୀର ବହୁତ ଅବତାର ଅଛି ସେ ମାଁ ପୁଣି କେତେବେଳେ ଭଗୀନି ତ ପୁଣି କେତେବେଳେ ସ୍ତ୍ରୀ ହୋଇ ଆମ ସହିତ ସାରା ଜୀବନ ରହିଥାଏ । କହିବାକୁ ଗଲେ ଜଣେ ପୁରୁଷର ଅସ୍ତିତ୍ବ ଜଣେ ନାରୀ ବିନା ଅସଂମ୍ପୂର୍ଣ୍ଣ ଅଟେ । କିନ୍ତୁ ତଥାପି ନାରୀକୁ ସବୁବେଳେ ଅବହେଳା କରାଯାଏ ।
ଆମ ଅଲିଉଡ ଇଣ୍ଡଷ୍ଟ୍ରି ରେ କାମ କରୁଥିବା କଳାକାର ମାନଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସେମାନଙ୍କର ପର୍ସନାଲ ତଥା ପ୍ରଫେସନାଲ୍ ଲାଇଫ୍ କଥା ମଧ୍ୟ ଆପଣ ମାନେ ଅଳ୍ପେ ବହୁତ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନେ ସେମାନଙ୍କ ଚେଷ୍ଠା, ନିଷ୍ଠା ତଥା ପରିଶ୍ରମ ଦ୍ବାରା ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ଏବଂ ଇଣ୍ଡଷ୍ଠ୍ରିକୁ ମଧ୍ୟ ବହୁତ ଆଗକୁ ନେଇ ପାରିଛନ୍ତି ।
ଅଲିଉଡର କ୍ୟୁଇନ୍ ବର୍ଷା ପ୍ରିୟଦର୍ଶନୀଙ୍କୁ ଅଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି । ଅଲିଉଡର ଆଗ ଧାଡିର ସଫଳ ତଥା ଅଲିଉଡ କ୍ୟୁଇନ୍ ବର୍ଷା ପ୍ରିୟଦର୍ଶନୀଙ୍କୁ କିଏ ବା ନଜାଣେ । ଯୁବକ ଠାରୁ ଆରମ୍ଭ କରି ବୃଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଅଭିନୟରେ ମୁଗ୍ଧ ହୋଇଯାାନ୍ତି ।
ତେବେ ଆପଣ ମାନେ ଜାଣିଥିବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍ ଯୋଜି ଅନୁଭବ ମହାନ୍ତି ଏବଂ ଅଲିଉଡ କ୍ୟୁଇନ୍ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟରେ ତିକ୍ତତା ଚାଲିଛି ଏବଂ ଘରୋଇ ହିଂସାକୁ ନେଇ ଛାଡପତ୍ର ହେବାକୁ ୟାଉଛି ।
ତେଣୁ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଗୋଟିଏ ଘରେ ରହିଲେ ମଧ୍ୟ ଅଲଗା ଅଲଗା ରହୁଛନ୍ତି । ଆଉ ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ଅନୁଭବ-ବର୍ଷାଙ୍କ ବିବାଦ କୁ ନେଇ ସବୁଠି ଚର୍ଚ୍ଚା ଚାଲିଛି କିନ୍ତୁ ଏହା ଭିତରେ ବର୍ଷା ତାଙ୍କର ବିଭିନ୍ନ ସାମାଜିକ ତଥା ଜନହିତକର କାର୍ଯ୍ୟକରି ବେଶ୍ ଚର୍ଚ୍ଚା ଏବଂ ପ୍ରଶଂସାର ପାତ୍ରୀ ମଧ୍ୟ ହୋଇ ପାରିଛନ୍ତି ।
ତେବେ ବର୍ତ୍ତମାନ ସମୟରେ ଯାହା ଦେଖିବାକୁ ମିଳୁଛି ବର୍ଷା ପ୍ରିୟଦର୍ଶନୀ ଭ୍ୟାଲେନଟାଇନ୍ ଡେ କିପରି ପାଳନ କରିଛନ୍ତି ତାହାର ଗୋଟିଏ ଭିଡିଏ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ମଧ୍ୟ ସମସ୍ତେ ବହୁ ପସନ୍ଦ ତଥା ପ୍ରଶଂସା ମଧ୍ୟ କରିଛନ୍ତି ।\
ତେବେ ଭିଡିଓଟିରେ ଦେଖିବାକୁ ମିଳିଛି ଯେ ବର୍ଷା ପ୍ରିୟଦର୍ଶନୀ ଭ୍ୟାଲେନଟାଇନ୍ ଡେ ରେ ଅନେକ ସମାଜ ସେବା କରୁଛନ୍ତି ଏବଂ ଲୋକମାନଙ୍କୁ ଅନେକ ଉପହାର ମଧ୍ୟ ଦେଉଛନ୍ତି । ପିଲାମନାଙ୍କୁ ତଥା ଗୋଟିଏ କୁନି ପିଲାକୁ ସ୍ନହେରେ ଧରିଥିବା ମଧ୍ୟ ନିଜର ଆସିଛନ୍ତି । ସେ ASSOCIATION FOT SOCIAL HEALTH IN INDIA ମାଧ୍ୟମରେ ଲୋକମାନଙ୍କୁ ଅନେକ ସମ୍ମାନ ତଥା ଉପହାର ଦେଉଥିବାର ନଜର ଆସିଛନ୍ତି । ଯାହାକୁ ଲୋକମାନଙ୍କ ଦ୍ବାରା ବହୁ ପ୍ରଶଂସା କରାଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।