intresting gk – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

ବନ୍ଧୁଗଣ ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ। ଆଜି ଆମେ ଶ୍ରୀ ଜଗନ୍ନାଥ ଙ୍କ ବିଷୟ ରେ ୧୦ ଟି ପ୍ରଶ୍ନ ବିଷୟରେ ଜାଣିବା । ତେବେ ଆସନ୍ତୁ ଜାଣିବା ସେହି ୧୦ ଟି ପ୍ରଶ୍ନ ବିଷୟରେ ;

୧- ପୌରାଣିକ କିମ୍ବଦନ୍ତୀ ଅନୁସାରେ ପୁରୀ ରେ ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ରାଜା ଇନ୍ଦ୍ରଦ୍ୟୁମ୍ନ

୨- ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ର ପାଟରାଣୀ ଙ୍କ ନାମ କଣ ଥିଲା ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଗୁଣ୍ଡିଚା

୩- ଭଗବାନ ଶ୍ରୀକୃଷ୍ଣ ଙ୍କୁ କେଉଁ ଶବର ହତ୍ୟା କରିଥିଲେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଜାରା ଶବର

୪- ଜାରା ଓ ବିଶ୍ଵାବସୁ ଙ୍କ ର ବଂଶଧର ମାନଙ୍କୁ କଣ କୁହା ଯାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଦଇତାପତି

୫- ଶ୍ରୀ ଜଗନ୍ନାଥ ଙ୍କ ର ରଥ ର ନାମ କଣ ଅଟେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ନନ୍ଦିଘୋଷ

୬- ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଙ୍କ ସମ୍ମୁଖ ରେ କେଉଁ ସଂସ୍କୃତ ବହି ପଢାଯାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଗିତାଗୋବିନ୍ଦ

୭- ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥ ର ଉଚ୍ଚତା କେତେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ୪୫ ଫିଟ୍

୮- ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ରେ ଯେଉଁ ମାନେ ରୋଷେଇ କରନ୍ତି ସେମାନଙ୍କୁ କଣ କୁହାଯାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ସୂପକାର

୯- ଓଡ଼ିଶା ର କୈଳାଶ କୁହାଯାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର କପିଳାସ

୧୦- ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଚତୁର୍ପାର୍ଶ୍ଵ ରେ ଥିବା ପାଚେରୀ ର ନାମ କଣ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ମେଘନାଦ ପାଚେରୀ

୧୧- ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଜନ୍ମଦିନ କେବେ ପାଳନ କରାଯାଏ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା

୧୨- ଶ୍ରୀ ମନ୍ଦିର କୁ କଳା ପାହାଡ କେଉଁ ମସିହା ରେ ଆକ୍ରମଣ କରିଥିଲା ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ୧୫୬୮ ମସିହା ରେ

୧୩- କେଉଁ ମୁସଲମାନ ଭକ୍ତ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର ପରମ ଭକ୍ତ ଥିଲେ ?
ଉତ୍ତର – ଭକ୍ତ ସାଲବେଗ

୧୪- କେଉଁ ଭ ଭକ୍ତ ଙ୍କ ହାତ ରୁ ଶ୍ରୀ ଜଗନ୍ନାଥ ନଡ଼ିଆ ନେଇ ଥିଲେ ?
ଉତ୍ତର – ଦାସିଆ ବାଉରୀ

୧୫- ପ୍ରଭୁ ବଳଭଦ୍ର ରଥ ର ନାମ କଣ ?
ଉତ୍ତର – ତାଳଧ୍ଵଜ

୧୬- ଦେବଦଳନ ରଥର ଉଚ୍ଚତା କେତେ ଥାଏ ?
ଉତ୍ତର – ୪୪ ଫିଟ୍

୧୭- ଜଗନ୍ନାଥ ମନ୍ଦିର ର ପୂର୍ବ ପାର୍ଶ୍ଵ ରେ ଥିବା ଅରୁଣ ସ୍ତମ୍ଭ ର ଉଚ୍ଚତା କେତେ ?
ଉତ୍ତର – ୧୨ ମିଟର

୧୮- ଗଦା କ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଯାଜପୁର

୧୯- ଚକ୍ରଖେତ୍ର କାହାକୁ କୁହାଯାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଭୁବନେଶ୍ଵର

୨୦- ବିରଜା କ୍ଷେତ୍ର କେଉଁଠି ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଯାଜପୁର

୨୧- ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିର କେଉଁ ପଥର ରେ ନିର୍ମିତ ହୋଇଥିଲା ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଖଣ୍ଡୋଲାଇଟ

୨୨- ସୁଭଦ୍ରା ଙ୍କ ରଥ ର ନାମ କଣ ଅଟେ ?
ଉତ୍ତର – ଦେବଦଳନ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।