– ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ? ଜାଣିଥିଲେ ଥିଲେ ଶିଘ୍ର କମେଣ୍ଟ କରନ୍ତୁ….

ଆଜିର ଯୁଗରେ ସବୁ ବେଳେ ଜ୍ଞାନ ର ଉପଯୋଗ କରାଯାଉଛି l ଯଦି ଜଣେ ବ୍ୟକ୍ତି ବହୁତ ଡିଗ୍ରୀ କରିଥାଏ ତାହାଲେ ବି ତାଙ୍କ ପାଖରେ ସାଧାରଣ ଜ୍ଞାନ ହେବା ନିତ୍ୟାନ୍ତ ଆବଶ୍ୟକ l କାହିଁକି ନା ଆଜିର ଯୁଗ ସାଇଧ୍ୟାନ୍ତିକ ହୋଇଥିଲେ ମଧ୍ୟ କିନ୍ତୁ ବେଶୀ ବ୍ୟବହାରିକ ଜ୍ଞାନ ରହିବା ଆବଶ୍ୟକ l ଆଜିର ଏହି ବର୍ତମାନ ଯୁଗରେ ଅଧିକ ସାଧାରଣ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଉଛି l ତେବେ ଚାଲନ୍ତୁ ଜାଣିବା କିଛି ଜଗନ୍ନାଥ ଙ୍କର ବିଷୟରେ l

1-ନନ୍ଦିଘୋଷ ରଥର କପଡା ରଙ୍ଗ କେମିତି ଅଟେ ?
ଉ -ନନ୍ଦିଘୋଷ ରଥର କପଡାର ରଙ୍ଗ ଦୁଇଟି ରଙ୍ଗରେ ହୋଇଥାଏ ଯଥା -ଲାଲ, ହଳଦିୟl l

2-ଗରୁଡ ଧ୍ବଜକୁ ଅନ୍ୟ କେଉଁ ନାମରେ ଜଣା ଯାଏ ?
ଉ-ଗରୁଡ଼ଧ୍ୱଜ ରଥର ଅନ୍ୟ ନାମ ହେଉଛି ନନ୍ଦୀଘୋଷ ଅଟେ l

3-ଜଗନ୍ନାଥ ମନ୍ଦିର କୁ ଅନ୍ୟ କେଉଁ ନାମରେ ଜଣା ଯାଏ ?
ଉ -ଜଗନ୍ନାଥ ମନ୍ଦିରର ନାମ ହେଉଛି ନନ୍ଦିଘୋଷ ଅଟେ l

4-ନନ୍ଦିଘୋଷ ରଥର ମୋଟ କେତୋଟି ଚକ ରହିଥାଏ ?
ଉ-ନନ୍ଦିଘୋଷ ରଥରେ ମୋଟରେ ଷୋହଳ ଗୋଟି ଚକ ରହିଥାଏ l

5-ନନ୍ଦିଘୋଷ ରଥ ପତାକାର ନାମ କଣ ?
ଉ- ତ୍ରିଲୋକ୍ୟ ମହିନୀ ନନ୍ଦିଘୋଷ ରଥର ପତାକାର ନାମ ଅଟେ l

6-ଚାରିଧାମ ରୁ ଗୋଟିଏ ଧାମ ର ନାମ କୁହ ?
ଉ -ଜଗନ୍ନାଥ ଧାମ ଚାରିଧାମ ର ଗୋଟିଏ ଅଟେ l

8- ନନ୍ଦିଘୋଷ ରଥର ବା ପ୍ରଭୁ ଜଗନ୍ନାଥ ଙ୍କର ରକ୍ଷକଃ କିଏ ଅଟନ୍ତି?
ଉ -ଗରୁଡ଼ ନନ୍ଦିଘୋଷ ରଥର ଏବଂ ଜଗନ୍ନାଥ ଙ୍କର ରକ୍ଷକଃ ଅଟନ୍ତି l

9-ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ କେଉଁ ରାଜାଙ୍କ ଦ୍ୱାରl ଆରମ୍ଭ କରାଯାଇଥିଲା?
ଉ – ରାଜା ଅନନ୍ତ ବର୍ମା ଚୋଡଗଂଗଦେବ ଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିରର ଆରମ୍ଭ ନିର୍ମାଣ କାର୍ଯ୍ୟ ହୋଇଥିଲା l

10-ଅର୍ଜୁନ କେଉଁ ରଥର ସାରଥୀ ଅଟନ୍ତି ?
ଉ -ଦର୍ପଦଳନ ରଥର ସାରଥୀ ଅଟନ୍ତି ଅର୍ଜୁନ l

11-ନନ୍ଦିଘୋଷ ରଥ ମୋଟ କେତେଗୋଟି କାଠରେ ନିର୍ମାଣ କରାଯାଇଥାଏ ?
ଉ -ଆଠ ଶହ ବତିଶ କାଠ ଖଣ୍ଡ ରେ ନନ୍ଦିଘୋଷ ରଥର ନିର୍ମାଣ ହୋଇଥାଏ l

12-ଜଗନ୍ନାଥ ମନ୍ଦିର ଉପରେ କାହିଁକି ପକ୍ଷୀ ମାନେ ଉଡନ୍ତି ନାହିଁ ?
ଉ -ଜଗନ୍ନାଥ ମନ୍ଦିରରେ ଗରୁଡର ଉପସ୍ଥିତି ଯୋଗୁଁ l କାରଣ ଜଗନ୍ନାଥ ଙ୍କର ବାହନ ହେଉଛି ଗରୁଡ଼ ଯିଏକି ପକ୍ଷୀ ମାନଙ୍କ ରାଜା ସେଥି ପାଇଁ l

13-ଚାରିଧାମ ମଧ୍ୟ ରୁ କେଉଁଟା ଶ୍ରେଷ୍ଠ ଧାମ ଅଟେ ତାହାର ନାମ କଣ ?
ଉ -ଚାରି ଧାମ ରୁ ଶ୍ରେଷ୍ଠ ଧାମ ହେଉଛି ଜଗନ୍ନାଥ ଧାମ l

14-ସୁଭଦ୍ରା ଙ୍କର ରଥର ଦୌଡ଼ି ନାମ କଣ?
ଉ -ସ୍ଵର୍ଣ ଚୁଡା ନାଗୁଣୀ l

15-ପ୍ରଭୁ ଜଗନ୍ନାଥଙ୍କର ରଥର ନାମ କଣ?
ଉ -ନନ୍ଦିଘୋଷ ଅଟେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।