କେତେଥର ଶାରିରୀକ ସମ୍ପର୍କ ରଖିବା ପରେ ମହିଳା ମାନେ ଗର୍ଭବତୀ ହୋଇଥାନ୍ତି ! ପ୍ରତ୍ୟେକ ଦାମ୍ପତ୍ୟ ଯୋଡି ଙ୍କୁ ଏହି କଥା ଜାଣି ରଖିବା ଦରକାର ?
ମାତୃତ୍ୱ ଲାଭ କରିବା ଜଣେ ମହିଳା ପାଇଁ ଏକ ସୁନ୍ଦର ଅନୁଭବ। ବିବାହ ପରେ ଯେତେବେଳେ ଜଣେ ନାରୀ ମାଆ ହେବାର ସୋୖୖଭାଗ୍ୟ ଅର୍ଜନ କରିଥାଏ ସେତେବେଳେ ତାର ଜୀବନରେ ପୂର୍ଣ୍ଣତା ଆସିଥାଏ।ତେବେ ଏଥିପାଇଁ ସ୍ବାମୀ ସ୍ତ୍ରୀ ଉଭୟଙ୍କ ଭିତରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥାନ୍ତି।ତେବେ ବହୁତ ଜଣ ଦମ୍ପତି ବାପା ମାଆ ହେବାର ସୋୖୖଭାଗ୍ୟ ଅର୍ଜନ କରି ପାରି ନଥାନ୍ତି।
ଏଥିପାଇଁ ବହୁତ ସମୟରେ ପରିବାର ଲୋକେ ସନ୍ତାନ ସନ୍ତତି ନହେବା କାରଣରୁ ବୋହୂକୁ ଦାୟୀ କରିଥାନ୍ତି ଏବଂ ଦୋଷ ମଧ୍ୟ ଦେଇଥାନ୍ତି। ଏଥିପାଇଁ ଦମ୍ପତ୍ତି ବହୁତ ଚିନ୍ତାରେ ମଧ୍ୟ ରହିଥାନ୍ତି।
ତେବେ ଏଥିପାଇଁ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ସମାନ ଭାବରେ ଦାୟୀ ଅଟନ୍ତି। ସନ୍ତାନ ଜନ୍ମ ପାଇଁ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅନେକ ବ୍ୟାକୁଳ ହୋଇଥାନ୍ତି। ସେମାନେ ଏଥିପାଇଁ ଚିନ୍ତାରେ ପଡିଯାନ୍ତି। ତେବେ ଆସନ୍ତୁ ଆମେ ଜାଣିବା ଜଣେ ସ୍ତ୍ରୀ ଗର୍ଭବତୀ ହେବା ପଛରେ କାରଣ କଣ ଏବଂ କେତେଥର ସମ୍ବନ୍ଧ ସ୍ଥାପନ କରିବା ପରେ ଜଣେ ମହିଳା ଗର୍ଭବତୀ ହୋଇଥାଏ।
ତେବେ ଏଥି ନିମିତ୍ତ ଯେଉଁ ତଥ୍ୟ ରହିଛି ଯାହା ଗବେଷଣା ଭିତ୍ତିକ ଅଟେ,ସେହି ଅନୁସାରେ ଗୋଟିଏ ଦମ୍ପତ୍ତି ୭୮ ଥର ଶାରିରୀକ ସମ୍ପର୍କ ରଖିବା ଦ୍ବାରା ସ୍ତ୍ରୀ ଗର୍ଭବତୀ ହୋଇଥାଏ ଏବଂ ସ୍ବାମୀ ସ୍ତ୍ରୀ ୧୪୫ ଦିନ ଏକତ୍ର ସହବାସ କରିବା ଦ୍ଵାରା ସେମାନେ ବାପା ମା ହେବାର ସୌଭାଗ୍ୟ ଅର୍ଜନ କରନ୍ତି।
ତେବେ ଏହି ତଥ୍ୟ ମାତ୍ର ୫ ପ୍ରତିଶତ ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହୋଇଥାଏ ବୋଲି ଯାହା ମହିଳା ମାନଙ୍କର ମତ ରହିଛି ଏବଂ ସେମାନେ ଏହାକୁ ସ୍ବୀକାର କରିଛନ୍ତି।୧୩ ପ୍ରତିଶତ ମହିଳା କହିଛନ୍ତି କି ସେମାନେ ମାସିକ ୧୭ ଥର ଶାରିରୀକ ସ୍ଥାପନ ପରେ ଗର୍ଭବତୀ ହେବାର ଉପଲବ୍ଧି ହାସଲ କରିଛନ୍ତି।
ସେହିପରି ୪୩ ପ୍ରତିଶତ ମହିଳା କହିଛନ୍ତି ଯେ ସେମାନେ ମାନସିକ ଶାନ୍ତି ସହିତ ଏହି ସମ୍ପର୍କ ରଖିବା ଦ୍ବାରା ମାଆ ହୋଇଛନ୍ତି।ତେବେ ଏଥିପାଇଁ ମାନସିକ ଶାନ୍ତି ରହିବା ନିହାତି ଦରକାର। ଏଥିପାଇଁ ଆପଣଙ୍କୁ ଅଳ୍ପ କେତେ ଥର ଶାରିରୀକ ସମ୍ବନ୍ଧ ବନେଇବା ଦ୍ବାରା ଏହି ଉପଲବ୍ଧି ମିଳିଥାଏ।
ଆଉ କେତେ ଜଣ ମହିଳା ମାନଙ୍କ କହିବା ଅନୁସାରେ ସେମାନେ ଏକାଥରେ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ମାତୃତ୍ୱ ଲାଭର ଉପଲବ୍ଧି କୁ ଅର୍ଜନ କରିଥାନ୍ତି। ସେମାନେ ଏହିଭଳି ଭାବରେ ସମ୍ପର୍କ ସ୍ଥାପନ କରିଥାନ୍ତି ଏବଂ ଗର୍ଭ ଧାରଣ କରିବାକୁ ସକ୍ଷମ ମଧ୍ୟ ହୋଇଥାନ୍ତି। ଏଥିପାଇଁ କୌଣସି ପ୍ରକାର ପ୍ରସ୍ତୁତି ନଥାଇ ମଧ୍ୟ ସାଧାରଣ ଭାବରେ ସମ୍ଭୋଗ କରି ଏହି ମହିଳା ମାନେ ଗର୍ଭବତୀ ହୋଇଛନ୍ତି ବୋଲି ସେମାନଙ୍କର ମତ ଦେଇଛନ୍ତି।
ଏହା ଥିଲା ଆଜିର ବିଶେଷ ଆଲୋଚନା ଦମ୍ପତ୍ତି ମାନଙ୍କ ପାଇଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।