ଯାଦୁ,କାଛୁ,କୁଣ୍ଡିଆଣ କେତେବି ପୁରୁଣା ହେଉ, କେବଳ ୨ ଦିନରେ ଭଲ ହେବ..ଆଜି ପରୀଷା କରନ୍ତୁ ଏବଂ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ..ଫଳାଫଳ..

ତେବେ ବିଭିନ୍ନ ପ୍ରକାର କାରଣ ଯୋଗୁଁ ଆମ ସ୍କ୍ରିନ ରେ ଇମଫେକସନ ହୋଇଯାଏ, ଖାସ କରି ଶୀତ ଦିନରେ ହିଁ ଆମକୁ ଏଭଳି ସମସ୍ୟା ର ସାମ୍ନା କରିବା ପାଇଁ ପଡିଥାଏ | ଅନେକ ଲୋକ ଙ୍କୁ ଏଲାର୍ଜି ଥିବା କାରଣ ରୁ ସେମାନଙ୍କୁ ମଧ୍ୟ ସ୍କ୍ରିନ ଇମଫେକସନ ଭଳି ସମସ୍ୟା ଭୋଗିବା ପାଇଁ ପଡିଥାଏ | ତେବେ ଆପଣ ଙ୍କର ଯଦି ଚର୍ମ ଜନିତ କୌଣସି ବି ସମସ୍ୟା ଅଛି ତେବେ ଆଜି ଏଭଳି ଏକ ସହଜ ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣ ଙ୍କର ଏହି ସମସ୍ୟା ସବୁ ଦୂର ହୋଇଯିବ ଆଉ ଯାହାକି ଏହା ଆପଣ ଙ୍କର ସ୍କ୍ରିନ ରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ | ତେବେ ଆସନ୍ତୁ ଜାଣିବା ଏହି ଉପଚାର ଟିକୁ ଆମେ କିପରି ପ୍ରସ୍ତୁତ କରିବା |

ଆବଶ୍ୟକ ସାମଗ୍ରୀ :-

 


1. କଞ୍ଚା କଦଳୀ, 2. ଦହି ଏବଂ 3. ହଳଦୀ |

ପ୍ରସ୍ତୁତି ପ୍ରଣାଳୀ :

 

ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଙ୍କୁ ଏକ କଞ୍ଚା କଦଳୀର ଆବଶ୍ୟକ ପଡ଼ିବ | ତେବେ ଏହି କଞ୍ଚା କଦଳୀ ର ଚୋପା କୁ ପ୍ରଥମେ ଛଡାଇ ଦିଅନ୍ତୁ ଆଉ ଏଥିରୁ ଫାଳେ କଦଳୀ ନେଇ ତାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ |

ଏଠାରେ ଧ୍ୟାନ ରଖିବେ କି କଦଳୀ କୁ ବିନା ପାଣିରେ ଗ୍ରାଇଣ୍ଡିଙ୍ଗ କରିବେ | ଏହାପରେ ବସା ଦହି ଏଥିରେ 3 ରୁ 4 ଚାମଚ ପ୍ରୟୋଗ କରନ୍ତୁ | ଏହାପରେ ହଳଦୀ ନିଅନ୍ତୁ ଯାହା ଆପଣଙ୍କ ରୋଷେଇ ଘରେ ଖୁବ ସହଜ ରେ ମିଳିଯିବ | ଚର୍ମ ଜନିତ ସମସ୍ୟା କୁ ଦୂର କରିବା ପାଇଁ ହଳଦୀ ବହୁ ପୁରାତନ କାଳରୁ ବ୍ୟବହାର ହୋଇ ଆସୁଛି | ଏହାପରେ ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଯାହାକି ଏହା ଏକ ପେଷ୍ଟ ଭଳି ପ୍ରସ୍ତୁତ ହୋଇ ଯିବ |

ବ୍ୟବହାର ପ୍ରଣାଳୀ :-

 

ତେବେ ଏହାକୁ ପ୍ରୟୋଗ କରିବା ପୂର୍ବରୁ ଆପଣ ନିଜ ଚର୍ମ ରେ ଇମଫେକସନ ହୋଇ ଥିବା ଜାଗାକୁ ଭଲ ଭାବରେ ଉଷୁମ ପାଣିରେ ସଫା କରନ୍ତୁ | ଏହା ପରେ ପୋଛି ଦିଅନ୍ତୁ ଆଉ ସେହି ଜାଗାକୁ ଫାଳେ ଲେମ୍ବୁ ରେ ଭଲ କରି ମାଲିସ କରନ୍ତୁ ଆଉ ଏହାପରେ ତାହାକୁ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ | ତାପରେ ଯାଇ ଏହି ଉପଚାର ଟିକୁ ନେଇ ଇମଫେକସନ ହୋଇ ଥିବା ଜାଗାରେ ଥାପି ଦିଅନ୍ତୁ |

ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ ଆଉ ସକାଳେ ଉଠି ଏହାକୁ ଧୋଇ ଦିଅନ୍ତୁ | କେବଳ ଗୋଟିଏ ଦିନ ଏହାକୁ ପ୍ରୟୋଗ କରିବା ଦ୍ୱାରା ଆପଣ ଙ୍କୁ ଏଥିରେ ବହୁତ ଫରକ ଦେଖିବା ପାଇଁ ମିଳିବ | ଆପଣଙ୍କର ସ୍କିନ ଇମଫେକସନ ଯେତେ ବି ପୁରୁଣା ହୋଇ ଥାଉ ଏହାକୁ ବ୍ୟବହାର କରି ଦେଖନ୍ତୁ ପ୍ରଥମ ଦିନରୁ ଆପଣ ଙ୍କୁ ରେଜଲ୍ଟ ଦେଖିବା ପାଇଁ ମିଳିବ |