ହେ ଭଗବାନ ! ଜଙ୍ଗଲ କୁ ବୁଲିବାକୁ ଯାଇ ହଠାତ୍ ପ୍ରକୃତି ମିଶ୍ରଙ୍କ ସହ ଏଭଳି ଘଟିଲା ସୋସିଆଲ ମିଡ଼ିଆରେ ଏଭଳି ଫୋଟୋ ଭାଇରାଲ ହେଉଛି ସତକଥା ଜାଣିଲେ ଅବାକ୍ ହୋଇଯିବେ , ନିଶ୍ଚିତ ପଢନ୍ତୁ..
ଆପଣ ମାନେ ତ ଜାଣିଛନ୍ତି କି ଆଜିର ଦୁନିଆରେ କେତେବେଳେ କେଉଁ ସମୟରେ କଣ ଘଟିବା ତାହା କେହି ହେଲେ ମଧ୍ୟ କହିପାରିବେ ନାହିଁ । ଆଜିର ମନୁଷ୍ୟ କାଲି ଯେ କଣ ହେବ ତାହା କହିବା ସଂପୂର୍ଣ୍ଣ ରୂପରେ ଅସମ୍ଭବ କଥା । ଅନେକ ଲୋକ ବଡ ହେବା ପରେ ଅନେକ ସ୍ୱପ୍ନ ଦେଖିଥାନ୍ତି , ବଡ ହେଲେ ଏମିତି କରିବେ ନିଜ ଗୋଡରେ ଛିଡା ହେବେ ଅର୍ଥାତ ନିଜର ଏକ ସ୍ୱତନ୍ତ୍ର ପରିଚୟ ପ୍ରାପ୍ତ କରିବେ ଏବଂ ତାଙ୍କୁ ଦେଶର ସମସ୍ତ ଲୋକମାନେ ମଧ୍ୟ ଜାଣିବେ । ମାତ୍ର ଏହା କେତେକ ଲୋକଙ୍କ ପକ୍ଷେ ସମ୍ଭବ ହୋଇଥାଏ ତ ପୁଣି କାହା ପକ୍ଷେ ସମ୍ଭବ ହୋଇନଥାଏ ।
ଆପଣ ମାନେ ତ ଜାଣିଥିବେ କି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଦିନ ରାତି ପରିଶ୍ରମ କରି ମଧ୍ୟ ଉନ୍ନତିର ସୋପାନରେ ପହଞ୍ଚି ପାରନ୍ତି ନାହିଁ ମାତ୍ର କେତେ ବ୍ୟକ୍ତି କମ ପରିଶ୍ରମରେ ବହୁତ ଆଗକୁ ମାଡି ଯାଇଥାନ୍ତି ।
ବିଶେଷ କରି କହିବାକୁ ଗଲେ ଫିଲ୍ମ ଜଗତରେ ବା ଟିଭି ଜଗତରେ ଅନେକ ଲୋକମାନେ ବହୁତ ଜଲଦି ଫେମସ ହୋଇଯାଆନ୍ତି , ତାଙ୍କର ଆକ୍ଟିଙଗ ଏବଂ ଷ୍ଟାଇଲର ଜଲୱା ଏପରି ଥାଏ କି ବହୁତ କମ ପରିଶ୍ରମରେ ସୋମାନେ ଲୋକମାନଙ୍କର ଅତି ପ୍ରିୟ ହୋଇଯାଆନ୍ତି ।
ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ ହିରୋଇନଙ୍କ ବିଷୟରେ କହିବୁ ଯିଏ କି ବହୁତ କମ ବୟସରୁ ହିଁ ସମସ୍ତଙ୍କର ଅତି ପ୍ରିୟ ଅଟନ୍ତି ସମସ୍ତେ ତାଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି । ମାତ୍ର ଆଜି ତାଙ୍କ ସହିତ ଏପରି କିଛି ଘଟଣା ଘଟିଛି କି ଯାହା ଆପଣ ମାନେ କେବେ କଳ୍ପନା କରିନଥିବେ .
ଆମେ ଆପଣ ମାନଙ୍କୁ ଓଲିଉଡ ଜଗତର କ୍ୟୁଟ କୁଇନ ପ୍ରକୃତି ମିସ୍ରଙ୍କର କଥା କହୁଛୁ , ଯିଏ କି ବହୁତ ଛୋଟରୁ ହିଁ ଫିଲ୍ମ ଜଗତରେ ପାଦ ଦେଇଛନ୍ତି ଏବଂ ବହୁତ ଫେମସ ମଧ୍ୟ ହୋଇଛନ୍ତି ।
ମାତ୍ର ଏବେକା ସମୟରେ ଦେଖିବାକୁ ମିଳିଛି କି ପ୍ରକୃତି ମିସ୍ରଙ୍କର ଅବସ୍ତା ବହୁତ ଦୟନୀୟ ଅଟେ କାରଣ ତାଙ୍କର ଶରୀରେ ବହୁତ କ୍ଷତ ହୋଇଛି ଏବଂ ବହୁତ ରକ୍ତ ମଧ୍ୟ ବାହାରୁଛି ଏହାସହ ତାଙ୍କର ଏକ ଜଙ୍ଗଲ ମଧ୍ୟରେ ରକ୍ତାକ୍ତ ଅବସ୍ତାରେ ଦେଖିବାକୁ ମିଳିଛି , ତେବେ ଆପଣ ମାନେ ଏହା ଭାବି ସଂପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟ ହୋଇୟିବେ କି ତାଙ୍କ ସହିତ ଏମିତି କଣ ହେଲା ଯେଉଁଥିପାଇଁ ତାଙ୍କର ଏପରି ଏକ ଅବସ୍ଥା ହୋଇଛି ।
ସୂଚନା ଯୋଗ୍ୟ କି ଆପଣଙ୍କର କ୍ୟୁୟ କୁଇନ ପ୍ରକୃତି ମିଶ୍ରଙ୍କର ସେମିତି କିଛି ହୋଇନାହିଁ ଅର୍ଥାତ ହୋଇଛି ମାତ୍ର ତାହା ସତ୍ୟ ନୁହେଁ କାରଣ ତାହା ହେଉଛି ତାଙ୍କର ଫିଲ୍ମର ଗୋଟିଏ ସୁଟିଂ । ଅର୍ତାତ ପ୍ରକୃତି ମିଶ୍ରଙ୍କର ଆଗକୁ ଏକ ଫିଲ୍ମ ଆସିବାକୁ ଯାଉଛି , ଯାହାର ନାମ ହେଉଛି ପ୍ରତ୍ୟାଘାତ , ଏହି ଫିଲ୍ମଟି ଜଙ୍ଗଲ ମଧ୍ୟରେ ସୁଟିଂ ହୋଇଛି ଏବଂ ଏଥିରେ ସେ ଗୋଟିଏ ସିନରେ ରକ୍ତକ୍ତ ଅବସ୍ଥାରେ ନଜର ଆସିଛନ୍ତି । ଏହି ପିଲ୍ମର କିଛି ଫଟୋ ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।