ପ୍ରଥମ ଥର ଦେଖନ୍ତୁ ! ଓଡ଼ିଆ କଳାକାର ଜଗତରେ ପ୍ରସିଦ୍ଧ କମେଡିଆନ ଜୟୀରାମ ସାମଲଙ୍କ ପରିବାର ଓ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ…..

ଓଡ଼ିଶା ର କମେଡି କିଙ୍ଗ ଜୟୀରାମ ସାମଲ ଙ୍କୁ ତ ଆପଣ ମାନେ ସମସ୍ତେ ଜାଣି ଥିବେ । ତେବେ ଆଜି ଆମେ ଜୟୀରାମ ସାମଲ ଙ୍କ ଜୀବନୀ , ତାଙ୍କ ପରିବାର , ତାଙ୍କର ମୋଟ ସମ୍ପତି, ସେ ଗୋଟିଏ ଫିଲ୍ମ୍ କରିବା ପାଇଁ କେତେ ଟଙ୍କା ନିଅନ୍ତି ଏହି ସବୁ ବିଷୟ ରେ ଜାଣିବା । ତେବେ ଆସନ୍ତୁ ଜାଣିବା ।ଜୟୀ ଙ୍କ ପୁରା ନାମ ହେଉଛି ଜୟୀରାମ ସାମଲ । ତାଙ୍କୁ ବର୍ତ୍ତମାନ ୭୨ ବର୍ଷ ବୟସ ଅଟେ । ଆଉ ସେ କଟକ ର ମହଙ୍ଗା ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ ।

ଜୟୀରାମ ଙ୍କ ପରିବାର ତାଙ୍କ ସ୍ତ୍ରୀ , ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେମାନଙ୍କ ବିବାହ ହୋଇ ସାରିଛି । ତାଙ୍କର ଗୋଟିଏ ନାତୁଣୀ ମଧ୍ୟ ଅଛି । ତାଙ୍କ ନାଁ ହେଉଛି ଅନିତା ଆଉ ସେ ମଧ୍ୟ ନିଜ ଜେଜେ ଙ୍କ ପରି ଅଲିଉଡ କୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି ।

ଜୟୀରାମ ସାମଲ ପ୍ରଥମ ଥର ପାଇଁ ୧୯୭୦ ମସିହା ରେ ଅଳିଉଡ କୁ ପ୍ରବେଶ କରିଥିଲେ ଆଉ ତାଙ୍କ କମେଡିଆନ ଜୀବନୀ ଟି ଆରମ୍ଭ କରି ଥିଲେ ଆଉ ତାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ୍ କରି ଚାଲି ଥିଲେ ଆଉ ତାଙ୍କ କମେଡି ଦ୍ଵାରା ସେ ପ୍ରତ୍ୟେକ ଙ୍କ ମନରେ ନିଜ ପାଇଁ ଘର କରିଥିଲେ ।

ତାଙ୍କ ପ୍ରଥମ ଫିଲ୍ମ୍ ୧୯୭୫ ମସିହା ରେ ରିଲିଜ୍ ହୋଇ ଥିଲା । ତାଙ୍କ ଫିଲ୍ମ୍ ଗୁଡିକ ହେଉଛି ଯାଯାବର , କ୍ରୀଷ୍ଣା ସୁଦାମା , ଏଇ ନୁହେଁ କାହାଣୀ , ଦଣ୍ଡା ବାଳୁଙ୍ଗା , କାବେରୀ ଇତ୍ୟାଦି । ଆଉ ଜଣାଇ ଦେଉଚୁ ଯେ ଜୟୀରାମ ସାମଲ ନିଜ ଜୀବନ ରେ ୩୦୦ ରୁ ଅଧିକ ଚଳଚ୍ଚିତ୍ର , ଧାରାବାହିକ , ନାଟକ ରେ କାମ କରି ସାରିଛନ୍ତି । ତେବେ ସେ ୨୦୦୨ ମସିହା ରେ ତାଙ୍କ ର ଶେଷ ଫିଲ୍ମ୍ ସିନ୍ଦୂର ନୁହେଁ ଖେଳଘର ରେ କାମ କରି ଥିଲେ । ତା ପରେ ଆଉ ସେ ଫିଲ୍ମ୍ କରି ନାହାନ୍ତି ।

୨୦୦୮ ମସିହା ରେ ଜୟୀରାମ ସାମଲ ଙ୍କୁ ତାଙ୍କ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ୩୦ ବର୍ଷ କନ୍ତ୍ରିବୁସନ୍ ପାଇଁ ଲାଇଫ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ଼ ରେ ସମ୍ମାନିତ କରା ଯାଇଥିଲା । ଜୟୀରାମ ସାମଲ କେବଳ ଓଡ଼ିଆ ଫିଲ୍ମ୍ ରେ କମେଡ଼ିଆନ ନଥିଲେ ସେ ଅନେକ ଓଡ଼ିଆ ଫିଲ୍ମ୍ ରେ ଖଳନାୟକ ରୂପେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କ ମନ ଜିଣିଛନ୍ତି । କିନ୍ତୁ ଲୋକ ମାନେ ତାଙ୍କର ଖଳନାୟକ ରୂପ ଅପେକ୍ଷା କମେଡିଆନ ରୂପ କୁ ଅଧିକ ପସନ୍ଦ କରି ଥାଆନ୍ତି । ଏହା ସହିତ ଜୟୀରାମ ସାମଲ ଅନେକ ଗୁଡ଼ିଏ ପ୍ରଡକ୍ଟ ର ମଧ୍ୟ ପ୍ରମୋସନ୍ କରି ଥାଆନ୍ତି।

ଆଉ ସେ ଗୋଟିଏ ଫିଲ୍ମ୍ କରିବା ପାଇଁ ୨-୩ ଲକ୍ଷ ଟଙ୍କା ନିଅନ୍ତି । ଆଉ ତାଙ୍କ ମୋଟ ସମ୍ପତି କୁ ଅନୁମାନ କରାଗଲେ ତାଙ୍କ ପାଖରେ ୭୦-୮୦ ଲକ୍ଷ ଟଙ୍କା ଅଛି । ଆଉ ତାଙ୍କର କଟକ ରେ ଗୋଟିଏ ବହୁତ୍ ବଡ଼ ଘର ଓ କେତେ ଗୁଡିଏ କାର ଅଛି । ତେବେ ଜୟୀରାମ ଙ୍କ କମେଡି ଓଡ଼ିଶା ର ଲୋକ ମାନଙ୍କ ମନକୁ କିଣି ନେଇଛି ଆଉ ତାଙ୍କ କମେଡି ଦେଖିଲେ ଲୋକ ମାନଙ୍କ ମୁହ ରେ ହସ ଖେଳି ଜାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।