Intresting GK Question – ଓଡିଶାର କାଶ୍ମୀର ବୋଲି କାହାକୁ କୁହାଯାଏ ? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?
ଆଜିର ଏହି ଜ୍ଞାନ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ l ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ l ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ l ଆସନ୍ତୁ କିଛି ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା l
ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ l ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ l ଆମେ ଆପଣକୁ କିଛି ଅତି ସାଧାରଣ କିନ୍ତୁ ଆପଣ ଜାଣି ନଥିବେ ଏହିଭଳି କିଛି ଜୀବ ବିଜ୍ଞାନ ରୁ ଦଶ ଟି ପ୍ରଶ୍ନ କହିବୁ ଯାହା ଆପଣ ଜାଣି ଖୁସି ହେବେ l ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ?
1, କେବେ ଇଂଲଣ୍ଡ ଓ ଚୀନ ମଧ୍ୟରେ ଅଫିମ ଯୁଦ୍ଧ ହୋଇ ଥିଲା ?
ଉତ୍ତର :- 1839 l
2, କେଉଁ ମସିହା ରେ ବର୍ମ୍ମl ଭାରତ ଇଂରେଜ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ହେଲା ?
ଉତ୍ତର. 1886 l
3, କେଉଁ ୟୁରୋପୀୟ ଜାତି ପ୍ରଥମେ ଭାରତ ସହିତ ବାଣିଜ୍ୟ କରବାର କରି ଥିଲେ ?
ଉତ୍ତର. ପର୍ତ୍ତୁଗୀଜ l
4, ପର୍ତ୍ତୁଗାଲ ର ରାଜଧାନୀ ର ନାମ କଣ ?
ଉତ୍ତର. ଲିସବନ l
5, ପଲାସୀ ଯୁଦ୍ଧ କେବେ ସଂଗଠିତ ହୋଇ ଥିଲା ?
ଉତ୍ତର. 1757 l
6, କେଉଁ ଦେଶ ଠାରୁ ଚୀନ ପରାସ୍ତ ହୋଇ କୋରିଆ କୁ ସ୍ୱାଧୀନତା ପ୍ରଦାନ କରି ଥିଲା ?
ଉତ୍ତର. ଜାପାନ l
7, 1911 ମସିହା ରେ କେଉଁ ଦେଶ ରେ ରାଜତନ୍ତ୍ର ଶାସନ ର ପରି ସମାପ୍ତି ହୋଇ ଥିଲା ?
ଉତ୍ତର. ଚୀନ l
8, ଇଂରେଜ ଅଧିକୃତ ପୂର୍ବ ଆଫ୍ରିକା କୁ କେଉଁ ନାମ ରେ ନମିତା କରା ଯାଇ ଥିଲା ?
ଉତ୍ତର. କେନିଆ l
9, ସବୁ ବେଶୀ ଉପନିବେଶ କେଉଁ ରାଷ୍ଟ୍ର ଉପ ସ୍ଥାପନା କରି ଥିଲେ ?
ଉତ୍ତର. ୟୁରୋପୀୟ l
10, କେବେ ନେଲସନ ମଣ୍ଡେଲା ନିଜର ଦକ୍ଷତ ଆଫ୍ରିକା କରେ ପ୍ରଥମ କୃଷ୍ଣ କାୟ ରାଷ୍ଟ୍ରପତି ହୋଇ ଥିଲେ ?
ଉତ୍ତର. 1994 l
11. ଓଡିଶା ର କାଶ୍ମୀର ବୋଲି କାହାକୁ କୁହାଯାଏ ?
ଉତ୍ତର. କନ୍ଧମାଳ ଜିଲ୍ଲାରେ ଥିବା ଦାରିଙ୍ଗବାଡ଼ି କୁ ଓଡିଶାର କାଶ୍ମୀର ବୋଲି କୁହାଯାଏ।
ଏହି ପ୍ରଶ୍ନ ଗୁଡିକ ଇତିହାସ ରୁ ଆସିଛି ଏହା ଅତ୍ୟନ୍ତ ଶିକ୍ଷଣୀୟ ଅଟେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।