Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯ ଲୋକ ହେଲେ ଫେଲ୍ , ?
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ଭଲ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଜାଣିରଖିବା ଆପଣଙ୍କ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ । ଜୀବନରେ ପ୍ରତ୍ୟେକ ମୂହୂର୍ତ୍ତରେ ବ୍ୟକ୍ତି ସର୍ବଦା କିଛି ଶିକ୍ଷା ଲାଭ କରିଥାଏ ।
ଆଜି ଆମେ ଆପଣ ମାନଙ୍କୁ କିଛି ସାଧାରଣ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ସଂପର୍କରେ ଆପଣଙ୍କର କିଞ୍ଚିତ ଜ୍ଞାନ ରହିଥିବ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ । କାରଣ ବେଳେ ବେଳେ ଏହି କିଛି ସାଧାରଣ ପ୍ରଶ୍ନ ପାଇଁ ମଧ୍ୟ ଆମେ ମାନେ ଅନ୍ୟ ମାନଙ୍କ ଆଗରେ ଲଜ୍ଜିତ ହୋଇଥାଉ ।
ଯଦି ଆମେ ମାନେ ବହୁତ ପାଠ ପଢି ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦେଇନପାରିବା ତେବେ ତାହା ଆମ ମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ୟାଜନକ କଥା ଅଟେ । ତେଣୁ ସମସ୍ତ କଥା ବିଷୟରେ ଜାଣିରଖିବା ଆମର ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ।
1–ପୃଥିବୀ ସୀର୍ଯ୍ୟ ଚାରିପଟେ ଘୂରିବା ପାଇଁ କେତ ସମୟ ନେଇଥାଏ ?
ଉତ୍ତର–1 ବର୍ଷ
2–କିଏ ଆମ ଶରୀର ଦୂଷିତ ରକ୍ତକୁ ପରିଶ୍କାର କରିଥାଏ ?
ଉତ୍ତର–ଫୁସଫୁସ
3–ଶରୀରରେ କଣ କାମ ନକଲେ ଶରୀର ଅଂଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଏ ?
ଉତ୍ତର–ସ୍ନାୟୁ
4–କେଉଁ ସାର ଆମ ଶରୀରରେ ହାଡ , ଦାନ୍ତ , ରକ୍ତ ପ୍ରସ୍ତୁତିରେ ସାହାର୍ଯ୍ୟ କରେ ?
ଉତ୍ତର–ଘାତୁସାର
5–କେଉଁ ସାର ଶରୀରକୁ ତାପଶକ୍ତି , ଶକ୍ତି ଓ ବଳ ୟୋଗାଇଥାଏ ?
ଉତ୍ତର–ଶ୍ୱେତସାର
6–ଉପରେ ଥିବା ଜୀବଟିର ନାମ କଣ ?
![]()
ଉତ୍ତର–ନେଉଳ
7–କେଉଁ ପ୍ରାଣୀର ମେରୁଦଣ୍ଡ ରହିଛି ?
ଉତ୍ତର–ଝିଟିପିଟି
8–ତଟକା , ସବୁଜ ପନିପରିବା , ଫଳମୂଳ , କ୍ଷୀର , ସକାଳର ସୂର୍ଯ୍ୟକିରଣ ଆଦିରେ ଯଥେଷ୍ଟ ପରିମାଣରେ କଣ ରହିଥାଏ ?
ଉତ୍ତର–ଭିଟାମିନ
9–ଉଦ୍ଭିଦଙ୍କର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରିଥାଏ ?
ଉତ୍ତର–ମୂଳ
10–କଣ କାମ ନକଲେ ମଣିଷ ପାଗଳ ହୋଇଯାଏ ?
ଉତ୍ତର–ମସ୍ତିଷ୍କ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।