Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?
ଆଜି ଆମେ ଆପଣଙ୍କୁ ଏମିତି ରାମାୟଣ ର 5 ଟି ପ୍ରଶ୍ନ କହିବୁ l ଅର୍ଥାତ ଆପଣଙ୍କୁ ଜଣେଇବୁ ଯାହାକୁ ଆପଣ ଜାଣିଲେ ଆପଣଙ୍କ ଜୀବନ ରେ ଆଗେ ଯାଇ ତାହାର ଉପଯୋଗ କରିପାରିବେ l ମଣିଷ ପାଖରେ ଯେତେ ଜ୍ଞାନ ଥାଉ ନା କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତି କୁ ସମ୍ମାନ ପ୍ରାପ୍ତ କରାଇଥାଏ l ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଜଣେଇବୁ ଯାହାକୁ ଆପଣ ଜାଣିବା ନିହାତି ଆବଶ୍ୟକ l
ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ l ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ l ଆମେ ଆପଣକୁ କିଛି ଅତି ସାଧାରଣ କିନ୍ତୁ ଆପଣ ଜାଣି ନଥିବେ ଏହିଭଳି କିଛି ଜୀବ ବିଜ୍ଞାନ ରୁ ଦଶ ଟି ପ୍ରଶ୍ନ କହିବୁ ଯାହା ଆପଣ ଜାଣି ଖୁସି ହେବେ l ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ?
1 :-କେଉଁ ବାନର ନିଜ ର ପ୍ରତିବିମ୍ବ ପାଣି ରେ ଦେଖି ଲଢେଇ କରିବା ପାଇଁ ପାଣି କୁ ଡେଇଁ ପଡି ଥିଲେ l ଯିଏ କହିବ ସେ ନିଶ୍ଚୟ ଚାଲାକ ହୋଇ ଥିବା ?
ଉତ୍ତର :-ରୁକ୍ଷ ରାଜ l
2:- ଗାୟତ୍ରୀ ମନ୍ତ୍ର କିଏ ରଚନା କରି ଥିଲେ ? କିଏ କହି ପାରିବ l
ଉତ୍ତର :- ବିଶ୍ଵାମିତ୍ର l
3 :- ଏମାନଙ୍କ ମଧ୍ୟ ରୁ କିଏ ହେଉ ଛନ୍ତି ଭଗବାନ ବିଷ୍ଣୁ ଙ୍କର ଅବତାର ଅଟେ l କହିବ ଏହି ସହଜ ପ୍ରଶ୍ନ ର ଉତ୍ତର ଏହାର ଉତ୍ତର କଣ ?
ଉତ୍ତର :- ପର୍ଶୁରାମ l
4. ଓଡିଶା ର କେଉଁ ଜିଲ୍ଲା ରେ ଧନୁ ଯାତ୍ରା ପ୍ରସିଦ୍ଧ ?
ଉତ୍ତର :-ବରଗଡ଼
5 :- ରାବଣ ର ଉପଦେଶ ନ ଶୁଣିଲେ ସୀତା ମାତା ଙ୍କୁ ଗିଳି ଦେବ ବୋଲି କେଉଁ ରାକ୍ଷସୀ ଧମକ ଦେଇ ଥିଲେ l ଏହା ରାମାୟଣ ର ବହୁତ ସହଜ ପ୍ରଶ୍ନ ଏହା ର ଉତ୍ତର କିଏ କହି ପାରିବ ?
ଉତ୍ତର :- ପ୍ରାଗସ ରାକ୍ଷସୀ l
6 :- ସେହି ଅସୁର ର ନାମ କଣ ଯିଏ କି ଜନ୍ମ ହେବା କ୍ଷଣି କେ ହିଁ ହଜାର ଜଣ ଲୋକ ଙ୍କୁ ଗିଳି ଦେଇ ଥିଲେ l ଏହି ରାକ୍ଷସ ର ନାମ ଏହା କୁ ଯିଏ କହି ପାରିବ ସେ ନିଶ୍ଚୟ ବୁଦ୍ଧି ବାନ ଓ ଚାଲାକ ଅଟନ୍ତି କହିଲ କଣ ଦେଖି ?
ଉତ୍ତର :- ରାବଣ ର କନିଷ୍ଠ ଭ୍ରାତା କୁମ୍ଭ କର୍ଣ୍ଣ l ସେ ଅତ୍ୟନ୍ତ ବଳ ଶାଳୀ ଅଟେ l
7 :- ଉପରେ ଥିବା ଯିବାର ନାମ କ’ଣ ?
ଉତ୍ତର :- ବଜ୍ରକାପ୍ତା
ତେଣୁ ଏହା କୁ ଏକ ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁହା ଯାଇ ପରେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।