Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ବର୍ତ୍ତମାନର ଯୁଗ ହେଉଛି ପ୍ରତିଯୋଗିତାର ଯୁଗ। ଏହି ଥିରେ ସମସ୍ତ ବିଷୟ ରେ ସାଧାରଣ ଜ୍ଞାନ ରହିବା ଉଚିତ୍ l ଜ୍ଞାନ ରହି ଥିଲେ ହିଁ ଜଣେ ସମସ୍ତ କ୍ଷେତ୍ରରେ ନିଜର ପ୍ରତିଦ୍ବନ୍ଦୀ ମାନଙ୍କୁ ପଛରେ ପକାଇ ଆଗକୁ ବଢି ପାରିବ । ସମ୍ୟକ୍ ଜ୍ଞାନ ନଥିଲେ ମଧ୍ୟ ସମସ୍ତ ବ୍ୟକ୍ତିଙ୍କ କିଛି ସାଧାରଣ ଜ୍ଞାନ ରହିଥିବା ଆବଶ୍ୟକ । ଆମେ ପାଠ ପଢ଼ିବା ମଧ୍ୟରେ ଏହି ସବୁ ସାଧାରଣ ଜ୍ଞାନ ଆମ ନଜରକୁ ଆସି ଥାଏ ।

କିନ୍ତୁ ସେସବୁକୁ ଆମେ ଗୁରୁତ୍ବ ଦେଉ ନାହୁଁ । କିନ୍ତୁ ତାହା ଫଳରେ ଭବିଷ୍ୟତ ରେ ଆମକୁ ଆଗକୁ ଯାଇ ପୁଣି ସେ ସବୁ କୁ ପ୍ରଥମ ରୁ ଦେଖିବାକୁ ପଢେ । ତେଣୁ ଆଜି ଆମେ ସିନ୍ଧୁ ସଭ୍ୟତା ସମ୍ପର୍କରେ କିଛି ସାଧାରଣ ଜ୍ଞାନ ଆହରଣ କରିବା ।ଏଠାରେ କିଛି ପ୍ରଶ୍ନୋତ୍ତର ମାଧ୍ୟମରେ ଚାଲନ୍ତୁ ଜାଣିବା ।

1, ହରପ୍ପା ସଭ୍ୟତା କୁ ସର୍ବେ ପ୍ରଥମେ କେଉଁ ବିଦ୍ୱାନ ଆବିଷ୍କାର କରି ଥିଲେ ?
ଉତ୍ତର. ଦୟାରlମ ସହନି l

2, ଭାରତୀୟ ସଂଗୀତ ର ଆଦିଗ୍ରନ୍ଥ କାହାକୁ କହନ୍ତି ?
ଉତ୍ତର. ସମବେଦ l

3, ଆର୍ଯ୍ୟ ମାନେ ଭାରତ କୁ ଆସି ସର୍ବେ ପ୍ରଥମେ କେଉଁ ଠାରେ ବାସ କରୁ ଥିଲେ ?
ଉତ୍ତର. ପଞ୍ଜାବ l

4. ପ୍ରସିଦ୍ଧ ‘ ଦଶରଜ ଯୁଦ୍ଧ ‘କେଉଁ ନଦୀ କୂଳ ରେ ହୋଇ ଥିଲା ?
ଉତ୍ତର. ପୁରସଣୀ l

5. ଗାୟତ୍ରୀ ମନ୍ତ୍ର କେଉଁ ପୁସ୍ତକ ରେ ଲେଖା ଯାଇଛି ?
ଉତ୍ତର. ରୁକବେଦ l

6. ଚରକ ସଂହିତା ନାମକ ପୁସ୍ତକ କେଉଁ ବିଷୟ ରେ ଲେଖା ଯାଇଛି ?
ଉତ୍ତର. ଚିକିତ୍ସା l

7. ଗୋତ୍ର ବ୍ୟବସ୍ଥା କେଉଁ କଳା ରୁ ପ୍ରଚଳିତ ହୋଇ ଥିଲା ?
ଉତ୍ତର. ଉତ୍ତର ବୈଦିକ କାଳ ରୁ l

8. ପ୍ରାଚୀନ ତମ ବ୍ୟାକରଣ ଅଷ୍ଟଦ୍ୟାୟି ର ରଚନା କିଏ କରି ଥିଲେ ?
ଉତ୍ତର. ପାଣିନୀ l

9. ଆଦିକାବ୍ୟ ର ସଂଜ୍ଞା କେଉଁ ପବିତ୍ର ଗ୍ରନ୍ଥ କୁ କୁହା ଯାଇଛି ?
ଉତ୍ତର. ରାମାୟଣ l

10. ନିମ୍ନରେ ଦିଆ ଯାଇ ଥିବା ପୁରାଣ ମଧ୍ୟ ରୁ କେଉଁ ପୁରାଣ ଟି ସବୁଠୁ ପ୍ରାଚୀନ ତମ ଅଟେ ?
ଉତ୍ତର. ମତ୍ସ୍ୟ ପୁରାଣ l

11. ମଗଧ ରାଜ୍ୟ ର ପ୍ରଥମ ରାଜଧାନୀ କେଉଁ ଠାରେ ଥିଲା ?
ଉତ୍ତର. ଗିରିବ୍ରଜ l

12. କେଉଁ ଶାସକ ଗଙ୍ଗା ଏବଂ ସୋନ ନଦୀ ର ସଙ୍ଗମ ସ୍ଥଳ ରେ ପଟାଳି ପୁତ୍ର ସହର ସ୍ଥାପନ କରି ଥିଲେ ?
ଉତ୍ତର.ଉଦୟିନୀ l

13. ସିକନ୍ଦାରଙ୍କ ମୃତ୍ୟୁ କେଉଁ ଠାରେ ହୋଇ ଥିଲା ?
ଉତ୍ତର. ବେବିଲୋନ l

14.ପ୍ରାଚୀନ ଭାରତ ରେ କିଏ ପ୍ରଥମେ ବିଦେଶୀ ଆକ୍ରମଣ କରି ଥିଲେ ?
ଉତ୍ତର.ଊଣାନିଙ୍କ ଦ୍ୱାରା l

୧୫ :- ଉପରେ ଥିବା ଜୀବର ନାମ କ’ଣ ?
ଉତ୍ତର – ନେଉଳ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।