intresting gk – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?
ଆମେ ଏମିତି ପ୍ରଶ୍ନ ଏବଂ ଉତ୍ତର ଆପଣଙ୍କୁ ଜଣେଇବୁ ଯାହା ଆପଣଙ୍କ ପରୀକ୍ଷା ରେ ମଧ୍ୟ ଆସିପାରେ । ଜାଣିବା ଏମିତି ଆଉ କିଛି ପ୍ରଶ୍ନ। ଏହି ସବୁ ପ୍ରଶ୍ନ ଆପଣଙ୍କର ଭବିଷ୍ୟତ ପାଇଁ ବହୁତ ଉପକାରୀ ହେବ।ଅନେକ ପରୀକ୍ଷା ରେ ଏମିତି କିଛି ପ୍ରଶ୍ନ ଆସିପାରେ ତେବ ଏହାର ଉତ୍ତର ଜାଣିବା ଦ୍ଵାରା ଆପଣଂକୁ ସାହାଯ୍ୟ ହୋଇପାରେ। ତେବେ ଏହା ପଢିବା ଦ୍ଵାରା ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତର ବି ଜାଣିବାରେ ଆପଣ ସମର୍ଥ ହେବେ।ତେବେ ଏହାକୁ ପଢିବା ଦ୍ଵାରା ଆପଣଙ୍କ ଜ୍ଞାନରେ ମଧ୍ୟ ବୃଦ୍ଧି ହେବ ଓ ଅନେକ କିଛି ପ୍ରଶ୍ନ ଓ ଉତ୍ତର ବି ଜାଣିପାରିବେ। ତେବେ ଜାଣନ୍ତୁ।
୧ – ଓଡ଼ିଶାରେ ବାସ କରୁଥିବା ସମୁଦାୟ ଲୋକ ସଂଖ୍ୟା ର କେତେ ଭାଗ ଆଦିବାସୀ ଥାଆନ୍ତି? ଉତ୍ତର – ୨୪ ଭାଗ।
୨- ରବିବାର ଦିନ ସରକାରୀ ଛୁଟିର ଆରମ୍ଭ କେଉଁ ଦେଶରେ ସର୍ବ ପ୍ରଥମେ ହୋଇଥିଲା? ଉତ୍ତର – ବ୍ରିଟେନ୍
୩- ଦୁନିଆରେ ସବୁଠାରୁ ଅଧିକ କେଉଁ ରଙ୍ଗକୁ ପସନ୍ଦ କରାଯାଏ? ଉତ୍ତର – ନୀଳ ରଙ୍ଗ
୪- ସିମ୍ କାର୍ଡ଼ ର ଆବିଷ୍କାର କେଉଁ ଦେଶରେ ସର୍ବ ପ୍ରଥମେ ହୋଇଥିଲା? ଉତ୍ତର – ଜର୍ମାନୀ
୫- ଭାରତର କେଉଁ ପ୍ରଧାନମନ୍ତ୍ରୀ ବିବାହ କରି ନଥିଲେ? ଉତ୍ତର – ଅଟଳ ବିହାରୀ ବାଜପେୟୀ
୬- ଭାରତର ସବୁଠାରୁ ପ୍ରାଚୀନ ନାମ କଣ ଥିଲା? ଉତ୍ତର – ଆର୍ଯ୍ୟଭଟ
୭- ମାଉଣ୍ଟ ଏଭେରେଷ୍ଟ କେଉଁ ଦେଶରେ ଅବସ୍ଥିତ? ଉତ୍ତର – ନେପାଳ
୮- କେଉଁ ଡାଲି ଜାତୀୟ ଖାଦ୍ୟ ପଦାର୍ଥ ରେ ଅଧିକ ମାତ୍ରାରେ ପ୍ରୋଟିନ ମିଳିଥାଏ? ଉତ୍ତର – ଚଣା
୯- କେଉଁ ପକ୍ଷୀ କେବେ ଗଛ ଉପରେ ବସି ନଥାଏ? ଉତ୍ତର – ପେଙ୍ଗୁଇନ୍
୧୦- ଗଙ୍ଗା ନଦୀ କୁ ବାଙ୍ଗଲାଦେଶ ରେ କଣ କୁହାଯାଏ? ଉତ୍ତର – ପଦ୍ମା ନଦୀ
୧୧- ଗୁଡ଼ ଖାଇବା ଦ୍ଵାରା ଆମ ଶରୀରରେ କଣ ବଢ଼ିଥାଏ? ଉତ୍ତର – ଓଜନ
୧୨- ଭାରତର କେଉଁ ସହରକୁ ହ୍ରଦର ନଗରୀ କୁହାଯାଏ? ଉତ୍ତର – ଉଦୟପୁର
୧୩- ଓଟ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ? ଉ- କତାର
୧୪- ଏଲୋରା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ? ଉତ୍ତର – ମହାରାଷ୍ଟ୍ର
୧୫- ଭାରତର କେଉଁ ପ୍ରଧାନମନ୍ତ୍ରୀ ଙ୍କ ମୃତ୍ୟୁ ବିଦେଶରେ ହୋଇଥିଲା? ଉତ୍ତର – ଲାଲ ବାହାଦୁର ଶାସ୍ତ୍ରୀ
୧୬- ସୂର୍ଯ୍ୟୋଦୟ ଦେଶର କାହାକୁ କୁହାଯାଏ? ଉତ୍ତର – ଜାପାନ