intresting gk – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?2
ଆପଣ ତ ଜାଣିଛନ୍ତି ଆଗ କାଳରେ ଜ୍ଞାନ ଆହରଣ ପାଇଁ ପୁସ୍ତକ ଟିଏ ଦରକାର ହେଉ ଥିଲା କିନ୍ତୁ ଏବେକା ସମୟରେ ପୁସ୍ତକ ସହିତ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଅନେକ ଶିକ୍ଷା ପାଇ ପାରୁଛୁ | ତେବେ ଯେତେ ବେଳେ ଗୋଟେ ବ୍ୟକ୍ତି ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |
ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ | ଆଜି ଆମ ଦେଶ ଭାରତ ସମ୍ପର୍କ ରେ କିଛି ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଆଲୋଚନା କରିବା ଯାହାକି ଭବିଷ୍ୟତ ରେ ଆପଣ ଙ୍କୁ ନିହାତି ଭାବରେ ସାହାଯ୍ୟ କରିବ |
ପ୍ରଶ୍ନ 1. ଓଡ଼ିଶାର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ନାମ କଣ ?
ଉତ୍ତର :- ସୀତା ବିବାହ
ପ୍ରଶ୍ନ 2. ଓଡ଼ିଶାର ପ୍ରଥମ ବେତାର କେନ୍ଦ୍ରର ନାମ କଣ ?
ଉତ୍ତର :- କଟକ
ପ୍ରଶ୍ନ 3. ଓଡ଼ିଶାର ପ୍ରଥମ ମହିଳା ଆଇ ପି ଏସ କିଏ ?
ଉତ୍ତର :- ସୋମ୍ୟା ମିଶ୍ର
ପ୍ରଶ୍ନ 4. ଓଡ଼ିଶାର ପ୍ରଥମ ମହିଳା ପାଇଲଟ କିଏ ?
ଉତ୍ତର :- ଗିରିବାଳା ମହାନ୍ତି
ପ୍ରଶ୍ନ 5. ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ ?
ଉତ୍ତର :- ସାର ଜନ ଅଷ୍ଟିନ ହବାକ
ପ୍ରଶ୍ନ 6. ଓଡ଼ିଶାର ପ୍ରଥମ ଓକିଲ କିଏ ?
ଉତ୍ତର :- ମଧୁସୂଦନ ଦାସ
ପ୍ରଶ୍ନ 7. ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଙ୍କ ନାମ କଣ ?
ଉତ୍ତର :- ହରେକୃଷ୍ଣ ମହତାବ
ପ୍ରଶ୍ନ 8. ଭାରତରେ ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି କାହାର କରାଯାଇଛି ?
ଉତ୍ତର :- ସର୍ଦ୍ଧାର ବଲ୍ଳଭଭାଇ ପଟେଲ
ପ୍ରଶ୍ନ 9. ଚିନିର ଆବିଷ୍କାର କେଁଉ ଦେଶ କରିଥିଲା ?
ଉତ୍ତର :- ଭାରତ
ପ୍ରଶ୍ନ 10. ମନୁଷ୍ୟର ମୃତ୍ୟୁ ପରେ ମସ୍ତିଷ୍କ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ ?
ଉତ୍ତର :- 15 ମିନିଟ
ପ୍ରଶ୍ନ 11. ଦୁନିଆଁର କେଁଉ ପକ୍ଷୀ ସବୁଠାରୁ ବୁଦ୍ଧିମାନ?
ଉତ୍ତର :- ଧୂସର ଶୁଆ
ପ୍ରଶ୍ନ 12. କେଁଉ ପଶୁର କ୍ଷୀର ମନୁଷ୍ୟର ମସ୍ତିଷ୍କ ବୃଦ୍ଧି କରିବାରେ ସାହାଯ୍ୟ କରେ ?
ଉତ୍ତର :- ଗାଈ
ପ୍ରଶ୍ନ 13. ଫାଶୀ କେଁଉ ସମୟରେ ଦିଆଯାଏ ?
ଉତ୍ତର :- ସୂର୍ଯ୍ୟଦୟ ପୂର୍ବରୁ
ପ୍ରଶ୍ନ 14. କେଁଉ ପକ୍ଷୀ ରାତିରେ ମଧ୍ୟ ଦେଖି ପାରେ ?
ଉତ୍ତର :- ପେଚା
ପ୍ରଶ୍ନ 15. ଭାରତର ଗରମ ରାଜ୍ୟ କେଉଁଟି ?
ଉତ୍ତର :- ରାଜସ୍ତାନ